
Jyotish Shastra – ଆଜି ପବିତ୍ର ( ନାଗ ପଞ୍ଚମୀ ) ୨୧ ବର୍ଷ ପରେ କାଳ ସର୍ପ ଯୋଗ ଏହି ୪ଟି ରାଶି ସାବଧାନ, ନଚେତ ଘଟିପାରେ ..
ଆଜି ହେଉଛି ପବିତ୍ର ନାଗ ପଞ୍ଚମୀ | ଏହି ଶ୍ରାବଣ ମାସଟି ଭଗବାନ ମହାଦେବଙ୍କର ଅଟେ ଏବଂ ଏହି ମାସଟି ତାଙ୍କୁ ହିଁ ସମର୍ପିତ | ଏହି ବର୍ଷର ଶ୍ରାବଣ ମାସଟି ଅନେକଙ୍କର କାଳସର୍ପ ଯୋଗ ଧରି ଆସିଅଛି |ଗ୍ରହ ମାନେ ନିଜର ଦଶା ବଦଳାଉଛନ୍ତି | ଶ୍ରାବଣ ମାସର ସୋମବାର ଠାରୁ ଏପରି ହେବାକୁ ଯାଉଛି କି ଯେଉଁ କାରଣରୁ କିଛି ବର୍ଷ ପର୍ଯ୍ୟନ୍ତ ଏହି ଚାରି ଗୋଟି ରାଶିର ଲୋକମାନଙ୍କ ଉପରେ କାଳସର୍ପଯୋଗ ରହିଅଛି |ଏହି କାରଣରୁ ଆପଣଙ୍କୁ ସଚେତନ ରହିବାକୁ ପଡିବ |ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ |
ପ୍ରାୟ ଏକୋଇଶି ବର୍ଷ ପରେ ଏକ ଦୁର୍ଭାଗ୍ୟ ଜନକ ସଂଯୋଗ ହେଉଅଛି |ଏହି ନାଗ ପଞ୍ଚମୀରେ ପଡୁଅଛି କିଛି ରାଶିର କାଳ ସର୍ପ ଯୋଗ |ଏବଂ ଏହି ରାଶିର ଲୋକ ମାନଙ୍କୁ ରହିବାକୁ ହେବ ବହୁତ ସତର୍କ |ଗ୍ରହ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ |ତେବେ ଏହି ଚାରୋଟି ରାଶି ମାନଙ୍କୁ ଏକ ମାସ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ | ଆସନ୍ତୁ ଜାଣିବା ସେ ବିଷୟରେ 1.ଧନୁ ରାଶି :- ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କର ଅଶୁଭ ପ୍ରଭାବ ରହିବ | ଅଗଷ୍ଟ ମାସରେ ଛୋଟ ମୋଟ ବିବାଦ ଲାଗି ରହିବ |କୋର୍ଟ କଚେରୀ ମାମଲାରେ ସମସ୍ୟା ଆସି ପାରେ | ଅଯଥା ଖର୍ଚ କରିବେ ଓ ବୈବାହିକ ଜୀବନରେ ସମସ୍ୟା ଆସି ପାରେ |ଏହି ଅଗଷ୍ଟ ମାସରେ ସକାରାତ୍ମକ ଚିନ୍ତାରେ ରୁହନ୍ତୁ | ସନ୍ତାନ ସନ୍ତତିଙ୍କ ପକ୍ଷରୁ ଆପଣ ଦୁଃଖ ପାଇ ପାରନ୍ତି | ଦୂର ଯାତ୍ରାର ଯୋଗ ବନୁ ଅଛି |
2. ମକର ରାଶି :-ଏହି ରାଶିର ଲୋକେ ନାଗ ପଞ୍ଚମୀ ଠାରୁ ଭଲ ସମୟ ଦେଇ ଗତି କରିବେ ନାହିଁ | ଆତ୍ମ ବିଶ୍ୱାସରେ କମି ଦେଖିବାକୁ ମିଳିବ | କୌଣସି ରିସ୍କ ପୂର୍ଣ୍ଣ କାର୍ଯ୍ୟ କରି ପାରନ୍ତି |ଏହି ମାସଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ରହିବ | ଚାକିରୀ କ୍ଷେତ୍ରରେ ସ୍ଥିତି କମ ରହିବ | କିଛି ବିଡମ୍ବନା ଦେଖା ଦେଇ ପାରେ | ପୁରୁଣା ରୋଗକୁ ନେଇ ଚିନ୍ତିତ ରହିବେ |ପ୍ରେମ ଜୀବନରେ କଳହ ଲାଗି ପାରେ |3. ସିଂହ ରାଶି :-ଏହି ରାଶିର ଲୋକ ମାନେ ଚିଡ଼ିଚିଡା ସ୍ଵଭାଵର ହେବେ |ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇ ପାରେ | ଆର୍ଥିକ ସ୍ଥିତି ବାଧା ଉପୁଜି ପାରେ |ପ୍ରତି କାର୍ଯ୍ୟରେ ବାଧା ଆସିପାରେ | କୌଣସି ନ କୌଣସି ସମସ୍ୟା ଲାଗି ରହିପାରେ |ଚାକିରୀ କ୍ଷେତ୍ରରେ ବାଧା ଉପୁଜି ପାରେ | ପ୍ରେମ ଜୀବନରେ ମଧ୍ୟ ବାଦ ବିବାଦ ଲାଗି ରହିବ |
4:-ମୀନ ରାଶି :- ଏହି ରାଶିର ଲୋକେ ନାନା ଦୁଶ୍ଚିନ୍ତାରେ ରହିବେ |ମାସଟି ଉତ୍ତମ ରହିବ ନାହିଁ | ପୁରୁଣା କରଜ ଦେବାକୁ ପଡିପାରେ |ଏହି ସମୟରେ କୌଣସି ଜମି ବା ଯାନ ବାହନ କିଣନ୍ତୁ ନାହିଁ |ଅଯଥାରେ କୋଉଁ ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ |ପୁରୁଣା ରୋଗରେ ପୀଡିତ ବ୍ୟକ୍ତି ନିଜର ଚିକିତ୍ସା କରନ୍ତୁ |ଅବହେଳିତ କାରଣରୁ ସମସ୍ୟା ଉତ୍ପନ ହୋଇ ପାରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।