
jitu Das Amrutabani – ଆଜି ୨୦୨୨ (08 November) ଚନ୍ଦ୍ର ଗ୍ରହଣ ,କଣ ଆପଣଙ୍କ ଘରେ ରଖିଛନ୍ତି କି ( ଶଙ୍ଖ ) ଜାଣନ୍ତୁ ଭୟଙ୍କର କଥା …
ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ମାନ୍ୟତା ରହିଛି। ଶଙ୍ଖ ଭଗବାନ ବିଷ୍ଣୁଙ୍କର ଖୁବ୍ ପ୍ରିୟ ଅଟେ।ସମସ୍ତଙ୍କ ପୂଜା ଘର ଭିତରେ ନିଶ୍ଚିତ ଭାବେ ଶଙ୍ଖ ରହିଥିବ। ଶଙ୍ଖ ବିନା ପୂଜା ସମ୍ପୂର୍ଣ୍ଣ ହୋଇ ନଥାଏ। ଶଙ୍ଖ ବାଜିବା ଦ୍ଵାରା ଘରୁ ନକରାତ୍ମକ ପ୍ରଭାବ ଦୂରେଇ ଯାଇଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଯଦି ଘରେ ଶଙ୍ଖ ରହିଛି ତେବେ କରନ୍ତୁ ନାହିଁ ଏମିତି ଭୁଲ ଯାହା ଦ୍ଵାରା ଆପଣଙ୍କ ଘରର ଅମଙ୍ଗଳ ହେବ। ତେବେ ଆସନ୍ତୁ ଜାଣିବା ଘରେ ଶଙ୍ଖ ରହିଥିଲେ କଣ କରିବା ଉଚିତ୍ ଏବଂ କଣ କରିବା ଉଚିତ୍ ନୁହେଁ।
୧.ଶଙ୍ଖକୁ ଯେତେବେଳେ ବଜାଉଛନ୍ତି ମନେ ରଖନ୍ତୁ ତିନିଥର ଅଧା ଅର୍ଥାତ୍ ସାଢେ଼ ତିନି ଥର ଶଙ୍ଖ ବଜାଇବେ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ଶୁଭ ହୋଇଥାଏ।୨.ଶଙ୍ଖ ବଜାଇବା ସମୟରେ କେବେବି ଅଧା ଖଣ୍ଡିଆ ଶଙ୍ଖ ବଜାନ୍ତୁ ନାହିଁ। ଯଦି ଆପଣଙ୍କୁ ଶଙ୍ଖ ବଜାଇବାର ଅଭ୍ୟାସ ନାହିଁ ତେବେ ବାଜନ୍ତୁ ନାହିଁ କିନ୍ତୁ ଆପଣ ସନ୍ଧ୍ୟା ସମୟରେ ଏଭଳି ଭୁଲ କରନ୍ତୁ ନାହିଁ।୩.ଶଙ୍ଖକୁ ସବୁବେଳେ ଉଚ୍ଚ ସ୍ଥାନରେ ରଖିବେ କିମ୍ବା ଠାକୁର୍ ଘରେ ସବୁବେଳେ ଉପରେ ରଖିବେ କେବେବି ତଳେ ରଖିବେ ନାହିଁ
୪.ଶଙ୍ଖ ପବିତ୍ରତାର ପ୍ରତୀକ ଅଟେ। ଆପଣ ଯେତେବେଳେ ଶଙ୍ଖକୁ ଧରନ୍ତି ଆପଣ ପବିତ୍ର ହୋଇ ଯାଆନ୍ତି। କିନ୍ତୁ ଆପଣ ସେତେବେଳେ ଶଙ୍ଖକୁ ଧରନ୍ତୁ ଯେତେବେଳେ ଆପଣ ସ୍ନାନ କରି ସାରିଥିବେ ଏବଂ ପବିତ୍ର ହୋଇ ସାରିଥିବେ। ଏହାପରେ ଆପଣ ଶଙ୍ଖକୁ ଛୁଇଁ ପାରିବେ।୫.ଯଦି ଆପଣ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ଘରେ ଦୁଇଟି ଶଙ୍ଖ ରଖନ୍ତୁ। ଗୋଟିଏ ଶଙ୍ଖ ଆପଣ ଆପଣଙ୍କ ଠାକୁର୍ ଘରେ ରଖନ୍ତୁ। ଆଉ ଗୋଟିଏ ଶଙ୍ଖ ହେଉଛି ଦକ୍ଷିଣବର୍ତ୍ତି ଶଙ୍ଖ ଯେଉଁ ଶଙ୍ଖ ଘରେ ରଖିବା ଦ୍ଵାରା ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ରହିଥାଏ। ଏବଂ ସେ ଘରେ ସବୁବେଳେ ମଙ୍ଗଳ ହୋଇଥାଏ। ଆଉ କେବେ ଅଶୁଭ ହୋଇ ନଥାଏ ସେଥିପାଇଁ ଏହି ଦକ୍ଷିଣବର୍ତ୍ତି ଶଙ୍ଖକୁ ଘରେ ନିଶ୍ଚିତ ଭାବେ ରଖନ୍ତୁ।
୬.ଯଦି ଘରେ ଭୂତପ୍ରେତର ଆଶଙ୍କା ରହିଥାଏ ତେବେ ନିଶ୍ଚିତ ଘରେ ଶଙ୍ଖ ବଜାନ୍ତୁ ଏହାଦ୍ବାରା ଘରୁ ଖରାପ ଶକ୍ତି ଦୂରେଇ ଯାଆନ୍ତି।୭.ଶଙ୍ଖ ଭିତରେ ପାଣି ଦେଇ ଯଦି ସେହି ପାଣିକୁ ଆପଣ ପାଦୁକା ଭାବି ସେବନ କରିବେ ତେବେ ଆପଣ ୯୦ ପ୍ରତିଶତ ରୋଗ ଠାରୁ ଦୂରେଇ ରହିବେ। ତେଣୁ ଚେଷ୍ଟା କରନ୍ତୁ ସବୁଦିନ ଶଙ୍ଖର ପାଣି ସେବନ କରିବା ପାଇଁ।୮.ଶଙ୍ଖ ଆଣି ଘରେ ସାଇତି ରଖିଲେ ହେବ ନାହିଁ ପ୍ରତିଦିନ ଶଙ୍ଖ ବଜାଇବା ଦରକାର୍ ଏବଂ ଶଙ୍ଖରେ ଯେମିତି କାହାର ଗୋଡ଼ ନବାଜେ ସେଥି ପ୍ରତି ଧ୍ୟାନ ଦେବା ଉଚିତ୍।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।