ସବୁ ସମୟ ଖବର ସାଥିରେ

ଏହି କୁନି ଶୁଆ ଟି ମଣିଷଭଳି ମାଗୁଛି ଚା’ ଏମିତି hart touching ଭିଡ଼ିଓ ଆଗରୁ କେବେ ଦେଖିନଥିବେ,ମାତ୍ର 4 ଘଣ୍ଟାରେ 50 Million ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ……

0 30

ହଁ ଦର୍ଶକବନ୍ଧୁ କଥାଟି ଶୁଣି ଆପଣଙ୍କୁ ଅର୍ଚଯ୍ୟ ଲାଗିପାରେ ହେଲେ କଥାଟି ସତ |କଥା ରେ ଅଛି ଏ ଦୁନିଆରେ ମା ଙ୍କ ଭଳି ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଆଉ କେହି ବି ଦେଇପାରିବ ନାହିଁ , ଏମିତି ଏକ ଭଲ ପାଇବା ର ଭିଡ଼ିଓ ଯାହା ଏବେ ବହୁତ ମାତ୍ର ରେ ଭାଇରାଲ ହେବାକୁ ଲାଗିଛି, ସାଧାରଣତଃ ଛୁଆ ମାନେ ମାଙ୍କ ପାଖରେ ଅଳି କରୁଥିବାର ଆପଣ ମାନେ ଦେଖିଥିବେ, କିନ୍ତୁ ଏହି ଘଟଣାଟିରେ ଶୁଆଟି ଚାହା ପିଇବା ପାଇଁ ମାଙ୍କୁ ଡାକୁଛି ପାଟି କରି, ଆଉ ମା ବି ତାଙ୍କୁ ସାନ୍ତ୍ୱନା ଦେଇ କହୁଛନ୍ତି ଯାଉଛି ଟିକେ ରହ, ତେବେ ଆସନ୍ତୁ ଜାଣିବା ଏହି ଶୁଆ ବିଷୟରେ ଅନ୍ୟାନ୍ୟ କଥା |

ଆପଣମାନେ ଆମ ଭାରତରେ ସବୁଜ ରଙ୍ଗର ଶୁଆ ଦେଖିଥିବେ କିନ୍ତୁ ମୁଁ କହିବାକୁ ଯାଉଛି ଗୋଟିଏ ନାଲି ରଙ୍ଗର ଶୁଆ ବିଷୟରେ ଯାହା ଆଜି ସୋସିଆଲ ମିଡ଼ିଆକୁ ଆସିଛି ଓ ବହୁତ ପିରିମାନରେ ଭାଇରାଲ ହେଉଛି ଭିଡ଼ଅଟି, ଯୋଉ ଭିଡିଓ ରେ ଏମିତି ଏକ ସ୍ନେହ ମମତା ରହିଛି ଯାହାକୁ ଯିଏ କେହି ଦେଖିଲେ ବି ପ୍ରଶଂସା କରିବ, କାରଣ ଏହି ଭିଡ଼ିଓ ରେ ପକ୍ଷୀ ଓ ମଣିଷ ଭିତରେ ଯେ ଏମିତି ଭଲ ପାଇବା ରହିଛି ଯାହାକୁ ଆପଣ ନଦେଖିଲେ ରହିପାରିବେ, କେବଳ ଆଜି ନୁହେଁ ଆଜିକୁ ପ୍ରାୟ ବହୁ ଆଗରୁ ଓ ଏବେ ମଧ୍ୟ ଦେଖା ଯାଏ |ଯେ ଘରେ ଲୋକମାନେ ଏମିତି ପକ୍ଷୀ ପାଳନ କରିଥାନ୍ତି, ତୋ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସେଇ ମଣିଷ ପକ୍ଷୀ ଭିତରେ ଏମିତି ଭଲ ପାଇବା ର ସମ୍ପର୍କ ଯାହା ମଣିଷ ଠାରୁ ମଧ୍ୟ ଦେଖିବାକୁ ମିଳିବନି ବୋଲି କୁହାଯାଏ|

ଆମେ ଜାଣିଛୁ ମଣିଷ ହେଉଛି ସ୍ୱାର୍ଥପର ସେ ବିଶ୍ୱାସ ରେ ବିଷ ଦେଇପାରେ କିନ୍ତୁ ପଶୁ ହଉ ବା ପକ୍ଷୀ ସେମାନେ ଜଣକୁ ଥରେ ବିଶ୍ୱାସ କରିବା ଦ୍ୱାରା ସେମାନେ ସେଇ ବିଶ୍ୱାସ କୁ ମରିବା ଯାଏ ମାଲିକ ର ବୋଫାଦାର ହୋଇ ରହିଥାଏ ବୋଲି କୁହାଯାଏ | କାରଣ ମଣିଷ ତାର ସ୍ୱାର୍ଥ ପୁରିଗଲେ ସେ ନିଜକୁ ବଦଳାଇ ଦେଇପାରେ ହେଲେ ପଶୁ ପକ୍ଷୀ କେବେ ଭୁଲନ୍ତି ନାହିଁ | ଏ ମାନେ ଯେତେଦିନ ଯାଏ ବଞ୍ଚି ଥାନ୍ତି ସେ ପର୍ଯ୍ୟନ୍ତ ମାଲିକ ର ସେବା କରିଥାନ୍ତି,ସେଥିପାଇଁ ଦର୍ଶକ ବନ୍ଧୁ ଆପଣ ଦେଖିଥିବେ ଲୋକ ମାନେ କୁକୁର କୁ ଅଧିକାଂଶ ଲୋକ ଘରେ ରଖିଥାନ୍ତି, କାରଣ ସେ ମାଲିକ ଉଚିତ ସେବା କରିଥାଏ ଯାହା ଆଉ କେହି ଯିବ ଠାରେ ଦେଖିବାକୁ ମିଳିନଥାଏ |

ଠିକ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି, ଘଟଣାଟି ଜଣେ I. p. S ଅଫିସର ତାଙ୍କର ଟୁଇଟର ଏକାଉଣ୍ଟ ରେ ସେଆର କରିଛନ୍ତି ଓ ଯାହା ଏବେ 16000 ରୁ ଅଧିକ ମିଳିଆନ୍ସ ଭିଉଜ ହେବାରେ ଲାଗିଛି | ଯାହାକୁ ଦେଖି ସମସ୍ତେ ପସନ୍ଦ ମଧ୍ୟ କରିଛନ୍ତି, ସତରେ ମଣିଷ ଆଉ ଏହି ଶୁଆ ଭିତରେ ଥିବା ଭଲ ପାଇବାକୁ ଦେଖି ମନକୁ ବହୁତ ଖୁସି ମଧ୍ୟ ଲାଗୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।