ସବୁ ସମୟ ଖବର ସାଥିରେ

ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅର ” बैठूंगी Creta कार में ” ଗୀତରେ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…. ମାତ୍ର 2 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 16

ବନ୍ଧୁଗଣ ପୁଣି ଏକ ଜବରଦସ୍ତ ଭିଡିଓ ନେଇ ଆସିଛି ଡାନ୍ସ ୱିଥ ଆଲିଶା ୟୁ ଟ୍ୟୁବ୍ ଚ୍ୟାନେଲ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏଠାରେ ଏହି ଭିଡିଓରେ ଜଣେ ଯୁବତୀଙ୍କ ଆକର୍ଷଣୀୟ ଡାନ୍ସ ଭିଡିଓ ଦେଖିବାକୁ ମିଳିଛି।ତେବେ ଆପଣ ତ ଡାନ୍ସ ଦେଖିବାକୁ ଭଲ ପାଉଥିବେ। ନୃତ୍ୟ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।ଯେତେବେଳେ ବି ଆମେ କହାକୁ ନୃତ୍ୟ କରୁ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ। ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ।
ଟିକିଏ ନାଚି ଦେଲେ ଆମକୁ ବହୁତ୍ ଖୁସି ଲାଗିଥାଏ।ଅନେକ ଜଣ ନିଜେ ନାଚି ନଥାନ୍ତି କିନ୍ତୁ ନାଚ ଦେଖିବାକୁ କିମ୍ୱା ନାଚର ମାହଲକୁ ବହୁତ୍ ଭଲ ପାଆନ୍ତି। ଆଉ ଯିଏ ନାଚିବାକୁ ଭଲ ପାଏ ସେ ନାଚ ଦେଖିଲେ କିମ୍ୱା ନାଚିବାର ସୁଯୋଗ ମିଳିଲେ ଏହାକୁ ହାତଛଡ଼ା କରେ ନାହିଁ। ଯେମିତି ବି ହେଉ ନାଚରେ ଯୋଗ ଦିଏ ଏବଂ ନାଚି ପକାଏ।ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ କୌଣସି ସ୍ଥାନ ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି। ସେହିପରି ଏଠାରେ ଏହି ଭିଡିଓ ରେ ମହିଳା ଜଣଙ୍କ ର ଡାନ୍ସ ଯେଉଁଭଳି ଭାବରେ ରହିଛି ତାକୁ ଅନେକ ଦେଖି ବହୁତ୍ ପସନ୍ଦ କରୁଛନ୍ତି।
ଆପଣ ବି ଥରେ ଏହାକୁ ନିଶ୍ଚିତ ଦେଖନ୍ତୁ।ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଯେଉଁଠି ଯୁବତୀ ଜଣଙ୍କ ଏକ ଲୋକପ୍ରିୟ ହ

ରିଆଣି ଡିଜେ ଗୀତରେ ମନଖୋଲି ନାଚୁଥିବାର ଦେଖିବାକୁ ମିଳୁଛି। ଏଠାରେ ଯୁବତୀ ଜଣଙ୍କ ବେଶ୍ ଭଲ ନାଚ ଦେଖାଉଛନ୍ତି।ସେ ଅଣ୍ଟା ହଲେଇ ହଲେଇ ଏମିତି ଭାବରେ ନାଚରେ ମଜ୍ଜିି ଯାଇ ନାଚ ଦେଖାଉଛନ୍ତି ଯେ ତାକୁ ଦେଖିଲେ ଆପଣ ଭାବିବେ ଯେମିତି ଜଣେ ପ୍ରଫେସନାଲ ଡାନ୍ସର ଡାନ୍ସ କରୁଛନ୍ତି। ଏହା ଦେଖିବାକୁ ଯେତିକି ଖୁସି ଲାଗୁଛି ସେତିକି ଆକର୍ଷଣୀୟ ମଧ୍ୟ ହୋଇଛି ମହିଳାଙ୍କ ଏହି ଡାନ୍ସ।ଏହି ଡାନ୍ସ ର କୋରିଓଗ୍ରାଫି ବହୁତ୍ ଭଲ ହୋଇଛି।

ତେବେ ଯୁବତୀ ଜଣଙ୍କ ଛାତ ଉପରେ ଏକ ମଜାଦାର ଅନ୍ଦାଜରେ ଆକର୍ଷଣୀୟ ଗେଟଅପରେ ଲେହେଙ୍ଗା ପିନ୍ଧି ଅଣ୍ଟା ହଲେଇ ହଲେଇ ଜବରଦସ୍ତ ଡାନ୍ସ କରୁଛନ୍ତି ତାହା ଦେଖିବାର କଥା। ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ବେଶ୍ ସେୟାର ହେବାରେ ଲାଗିଛି।ଏହି ଭିଡିଓକୁ ମାତ୍ର ୨ ସପ୍ତାହରେ ୬ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଆପଣଙ୍କୁ ବି ଏହି ଡାନ୍ସ ଭିଡିଓ ଟି ବହୁତ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।