ସବୁ ସମୟ ଖବର ସାଥିରେ

” Paas Bulati Hai ” ଏହି ଛୋଟ ପିଲାର ହିନ୍ଦୀ ଗୀତଟି ଶୁଣିଲେ ଆପଣ ବି କାନ୍ଦି ପକାଇବେ … ନିଜ ମା” କୁ ଭଲ ପାଉଥିଲେ ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0 23

ସୋସିଆଲ ମିଡ଼ିଆ ଆଜିର ଯୁବପିଢିଙ୍କ ପ୍ରଥମ ପସନ୍ଦ ହୋଇ ପାରିଛି। ସମସ୍ତେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ତେବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଆପଣମାନେ ଦେଖିବା ପାଇଁ ପାଉଥିବେ। ଆଉ ଏହି ଭିଡିଓ ଗୁଡିକୁ ଖୁବ୍ ପସନ୍ଦ ମଧ୍ୟ କରୁଥିବେ। ତେବେ ଆପଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଗୀତ ଶୁଣିବା ପାଇଁ ପାଉଥିବେ ଆଉ ଏହି ସବୁ ଗୀତ ଗୁଡିକ ଆପଣଙ୍କୁ ଖୁବ୍ ପସନ୍ଦ ଆସୁଥିବ।
ତେବେ ଗୀତ ଯାହା ସଙ୍ଗୀତ ଯାହା ନିରସ ମନରେ ରସ ଭରି ଦେଇଥାଏ। ସଙ୍ଗୀତ କାହାକୁ ବା ଭଲ ଲାଗି ନଥାଏ କାହାକୁ ଗୀତ ଗାଇବା ପାଇଁ ଭଲ ଲାଗି ଥାଏ ତ କିଏ ଗୀତ ଶୁଣିବା ପାଇଁ ଖୁବ୍ ପସନ୍ଦ କରିଥାଏ। ତେବେ ଏହି ଗୀତକୁ ଯଦି କେହି ପ୍ରଫେସନାଲ ଗାୟକ କି ଗାଇକା ଗାଇଥାନ୍ତି ତେବେ ତାହା ଶୁଣିବାର ମଜା ଖୁବ୍ ନିଆରା। ଆଉ ଯଦି ଏହି ଗୀତ ମାଙ୍କ ଉଦ୍ଦେଶ୍ୟରେ ହୋଇଥାଏ ତେବେ ଗୀତ ଯେମିତି ବି ହେଉନା କାହିଁକି ଗୀତଟି ଶୁଣିବାକୁ ଖୁବ୍ ଭଲ ଲାଗିଥାଏ।

ତେବେ ଆପଣ ମାନେ ଜାଣିଥିବେ କି ମା’ ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି।ମା’ ଯାହା ଖୁବ୍ ଛୋଟିଆ ଶବ୍ଦଟି କିନ୍ତୁ ଏହାର ସଂଜ୍ଞା ଯାହାକୁ ଶବ୍ଦରେ କହିବା କାଠିକର ପାଠ। ଜିଏ ୯ ମାସ ଲମ ୧୦ ଦିନ ନିଜ ଗର୍ଭରେ ଆମକୁ ଧାରଣ କରି ଏ ଦୁନିଆର ଆଲୋକ ଦେଖାଇ ଥାଏ ସିଏ ହେଉଛି ମା। ମା ତା ସନ୍ତାନ ପାଇଁ କେଉଁ ବି ସ୍ତରକୁ ଯାଇ ପାରେ। ସନ୍ତାନ ଉପରକୁ ଆସୁଥିବା ବିପଦକୁ ପ୍ରଥମେ ମା ହିଁ ସାମ୍ନା କରିଥାଏ। ତେବେ ମାଙ୍କଙ୍କୁ ନେଇ ଯେତେବେଳେ ଗୀତ ଶୁଣିବା ପାଇଁ ମିଳିଥାଏ ଆମେ ସେତେବେଳେ ଭବବିହ୍ୱଲ୍ ହୋଇ ପଡ଼ିଥାଉ କାରଣ ମା ହିଁ ସେମିତି ହୋଇଥାନ୍ତି।

ତେବେ ସିନେମା ଇଣ୍ଡଷ୍ଟ୍ରିରେ ମାଙ୍କୁ ନେଇ ଅନେକ ଗୁଡ଼ିଏ ଗୀତ ଆପଣ ଶୁଣିବାକୁ ପାଉଥିବେ ଆଉ ଏହି ଗୀତ ଗୁଡିକ ମଧ୍ୟ ଆପଣଙ୍କୁ ଖୁବ୍ ପସନ୍ଦ ଆସୁଥିବ ସେହିଭଳି ଏକ ସୁପରହିଟ୍ ହିନ୍ଦୀ ଗୀତ ଯାହା ମାନଙ୍କ ଉଦ୍ଦେଶ୍ୟରେ । ଏହି ଗୀତଟି ଏତେ ମନଛୁଆଁ ଯେ ଯିଏ ବି ଶୁଣିବ ସିଏ ଭାବବିହ୍ବଳ ହୋଇ ପଡ଼ିବ। ଆଉ ତା ଆଖି ଲୁହରେ ଭର୍ତ୍ତି ହୋଇଯିବ। ତେବେ ଏ ଗୀତଟି ହେଉଛି ହିନ୍ଦୀ ଚଳଚ୍ଚିତ୍ର ଜାନ୍ୱର୍ ର ‘ପାସ ବୁଲାତି ହେ କିତନା ରୁଲାତି ହେ’। ଏହି ଗୀତଟି ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। ତେବେ ଆପଣ ମଧ୍ୟ ଏହି ସୁପରହିଟ ଗୀତ ଟିକୁ ଶୁଣନ୍ତୁ ଆଶା ଯାହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।