ସବୁ ସମୟ ଖବର ସାଥିରେ

୨ ମିନିଟ ପାଇଁ ଏହାକୁ ଲଗାନ୍ତୁ,ଭୟଙ୍କର ରୁ ଭୟଙ୍କର କୁଣ୍ଡିଆଣ ଭଲ ହୋଇଯିବ,୧୦୦% ଗ୍ୟାରେଣ୍ଟି ..Home Remedies

0 17

ଆଜିକାଲିର ଦୂଷିତ ପରିବେଶ ଯୋଗୁଁ ଅନେକ ଲୋକଙ୍କ ଠାରେ ଚର୍ମ ରୋଗ ବା ସ୍କିନ ଇନଫେକ୍ସନ ଭଳି ସମସ୍ୟା ଦେଖା ଦେଉଛି | ସାଧାରଣତଃ କାଛୁ କୁଣ୍ଡିଆ ଅଧିକାଂଶ ଲୋକଙ୍କୁ ହୋଇ ଥାଏ | ଦେହରେ କୁଣ୍ଡେଇ ହେଲେ ବା ଚର୍ମ ରୋଗ ହେଲେ ଆମେ ବିରକ୍ତ ହୋଇ ଯାଇ ଥାଉ | ଏହାର ବିଭିନ୍ନ କାରଣ ରହିଥାଏ ହୁଏ ତ ଏହା କାଛୁ କୁଣ୍ଡିଆ ଜନିତ ହୋଇ ପାରେ ଅଥବା ଯଦି କୌଣସି ବ୍ୟକ୍ତି ଅପରିଷ୍କାର ରହୁ ଥିବେ ସେହି କାରଣରୁ ମଧ୍ୟ ହୋଇ ଥାଏ | ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣାଇ ବାକୁ ଯାଉଅଛୁ ଯାହା ଦ୍ୱାରା ଆପଣ ନିଜର ଚର୍ମ ରୋଗକୁ ଏକା ଥରକେ ଭଲ କରି ପାରିବେ
ଏହା ସମ୍ପୂର୍ଣ ରୂପେ ଏକ ଆୟୁର୍ବେଦିକ ଉପଚାର ଅଟେ ଯାହାର କୌଣସି ସାଇଡ ଏଫେକ୍ଟ ନାହିଁ | ଏବଂ ଏହା ଏକ ପ୍ରାକୃତିକ ଉପଚାର ଅଟେ | ଏଗୁଡିକ ଆପଣଙ୍କୁ ନିଜ ରୋଷେଇ ଘରେ ଅତି ସହଜରେ ମିଳିଯିବ | ଆପଣ ଏହାକୁ ଘରୋଇ ସାମଗ୍ରିରେ ବନାଇ ପାରିବେ | ଆଜି ଆମେ ଆପଣଙ୍କୁ ଏହି ରେମେଡି ବିଷୟରେ କହିବୁ ଯାହା ଦ୍ୱାରା ଆପଣ କାଛୁ କୁଣ୍ଡିଆ ଭଳି ସମସ୍ୟକୁ ସବୁଦିନ ପାଇଁ ଦୁରେଇ ପାରିବେ |
ଆବଶ୍ୟକ ସାମଗ୍ରୀ :-ଟମାଟୋ,ନଡ଼ିଆ ତେଲ
ପ୍ରସ୍ତୁତ ପ୍ରଣାଳୀ :-ପ୍ରଥମେ ଆପଣ ଏକ ଟମାଟୋକୁ ନେଇ ତାହାକୁ ଛୋଟ ଖଣ୍ଡରେ କାଟି ଦିଅନ୍ତୁ | କାଟି ସାରିଲା ପରେ ଏଥିରୁ ଏହାର ରସକୁ ଚିପୁଡ଼ି ବାହାର କରି ନିଅନ୍ତୁ | ନହେଲେ ଆପଣ ଏହାକୁ ଗ୍ରାଇଣ୍ଡ କରି ଏହାର ରସକୁ ବାହାର କରି ପାରିବେ | କିନ୍ତୁ ମନେ ରଖିବେ ଏଥିରେ ଟିକେ ମଧ୍ୟ ପାଣି ମିଶାଇବେ ନାହିଁ | ଆପଣଙ୍କୁ କେବଳ ଟମାଟୋର ରସ ନେବାକୁ ହେବ | ଏକ କୋଟରୀରେ ଦୁଇ ଚାମଚ ଟମାଟୋ ରସ ନେଇ ନିଅନ୍ତୁ | ସେଇ ଟମାଟୋ ରସରେ ଏକ ଚାମଚ ନଡ଼ିଆ ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ | ଏହା ଭଲ ଭାବେ ମିଶି ଗଲା ପରେ ଏହି ମିଶ୍ରଣଟି ପ୍ରସ୍ତୁତ ହୋଇ ଗଲା |
ବ୍ୟବହାର :-ଏହି ପ୍ରସ୍ତୁତ ହୋଇ ଥିବା ମିଶ୍ରଣଟିକୁ ଆପଣ ଆଙ୍ଗୁଳି ସାହାଯ୍ୟରେ ବା କୌଣସି ତୁଳା ସାହାଯ୍ୟରେ ନିଜର ଅଫେକ୍ଟଏଡ଼ ଏରିଆରେ ଲଗାନ୍ତୁ | ହେଲେ ମନେ ରଖିବେ ଯେ ଏହି ମିଶ୍ରଣଟିକୁ ଆପଣ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରି ଲଗାଇବାକୁ ପଡିବ | ଏହାକୁ ବେଶୀ ଦିନ ରଖି ବ୍ୟବହାର କଲେ ଏହା କୌଣସି ଫଳ ଦେଇ ନ ଥାଏ |

କାରଣ ଟମାଟୋ ରସକୁ ବେଶୀ ସମୟ ରଖିଲେ ଏହା ନଷ୍ଟ ହୋଇ ଯାଇ ଥାଏ | ଆପଣ ଏହାକୁ ସମ୍ପୂର୍ଣ ଶରୀରରେ ଲଗାଇ ପାରିବେ | ଏମିତିକି ଆପଣଙ୍କ ମୁହଁରେ ମଧ୍ୟ ଲଗାଇ ପାରିବେ | କେତେଜଣଙ୍କ ମୁହଁରେ ବିଭିନ୍ନ ଇନଫେକ୍ସନ ଦେଖା ଯାଇ ଥାଏ | ଏହାକୁ ମାତ୍ର ଆପଣ ପନ୍ଦର ଦିନ ବ୍ୟବହାର କରନ୍ତୁ | ଆପଣ ନିଜର ପରିବର୍ତ୍ତନ ଲକ୍ଷ୍ୟ କରି ପାରିବେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।