ସବୁ ସମୟ ଖବର ସାଥିରେ

ଆଗକୁ ମାଡି ଆସୁଛି ବଡ ବିପଦ ! ନେମାଳ ବଟବୃକ୍ଷରୁ ଝଡିଲା ସବୁ କଞ୍ଚା ପତ୍ର, ଏଣିକି ମରିବେ ସବୁ ଗଜାଟୋକା…. ମାଳିକା ଦେଲା ସ୍ପଷ୍ଟ ଚେତାବନି….

0 27

ସତ ହେବକୁ ଯାଉଛି ମାଳିକା ବଚନ। ମାଳିକା ବଚନ ରେ ଆଗତ ଭବିଷ୍ୟତକୁ ନେଇ ଯେଉଁ ସବୁ ସଂକେତ ଦିଆ ଯାଇ ଥିଲା ତାହା ଧିରେ ଧିରେ ସତ ହେବା ପାଇଁ ଯାଉଛି। ଯାହାର ଅନେକ ଉଦାହରଣ ଆମ ସାମ୍ନାରେ ରହିଛି। ତେବେ ଆପଣ ମାନେ ଜାଣିଥିବେ କି ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷ ମାନଙ୍କ ଦର୍ଶନକୁ ମାଳିକା କୁହାଯାଇ ଥାଏ। ଭିନ୍ନ ଭିନ୍ନ ମହାପୁରୁଷ ମାନଙ୍କ ଭିନ୍ନ ଭିନ୍ନ ଦର୍ଶନ ରହିଛି।

ତେବେ ସତ ହେବାକୁ ଯାଉଛି ମାଳିକା ବଚନ।ପୃଥିବୀ ଆଡକୁ ମାଡି ଆସୁଛି ମହା ବିପଦ। ଯାହାର ସଂକେତ ଧିରେ ଧିରେ ଦେଖିବା ପାଇଁ ମିଳୁଛି।ବହୁ ବର୍ଷ ପୂର୍ବେ ଲେଖା ଯାଇଥିବା ମାଳିକା ଏବେ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି । ମାଳିକାରେ ଲେଖା ଯାଇଥିବା ପ୍ରତିଟି ଘଟଣା ଏବେ ସତ ରେ ଘଟି ଚାଲିଛି ଯାହା ଫଳରେ ଲକୋଙ୍କ ମଧ୍ୟରେ ଛନକା ପଶି ଯାଇଛି। ତେବେ ଏ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ସତ ହେବାକୁ ଯାଉଛି କି ମାଳିକା ବଚନ ରେ ବର୍ଣ୍ଣିତ ହୋଇଥିବା ଆଗତ ଭବିଷ୍ୟତ ସଂକେତ? ସତରେ କଣ ଧ୍ୱଂସ ପାଇ ଯିବ ପୃଥିବୀ?
ତେବେ ବର୍ତ୍ତମାନ ସମୟରେ ମାଳିକା ବଚନ ରେ ଆଗତ ଭବିଷ୍ୟତକୁ ନେଇ ଯେଉଁ ସଙ୍କେତ ଦିଆ ଯାଇଥିଲା ତାକୁ ନେଇ ଏକ ବହୁତ୍ ବଡ ତଥ୍ୟ ସାମ୍ନାକୁ ଆସିଛି। ଯାହା ବାବଦରେ ମାଳିକା ବିଶେଷଜ୍ଞ ବାବା ଦିବାକର ଦାସ ସୂଚନା ଦେଇଛନ୍ତି ଛନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ସଂକେତ ଯାହା ସମସ୍ତଙ୍କୁ ଆତଙ୍କିତ କରିଛି।ତେବେ ମାଳିକା ବଚନ କୁ ନେଇ ବାବା ଦିବାକର ଦାସ କହିଛନ୍ତି ଯେ ଯେଉଁ ଦିନ ନେମାଳ ବଟ ବୃକ୍ଷର କ୍ଷତି ହେବ ସେହି ଦିନ ଓଡିଶା ଉପରକୁ ମାଡ଼ି ଆସିବ ମହା ବିପଦ।

ସେହି ଦିନ ସମଗ୍ର ଓଡ଼ିଶା ବାସୀ ସେହି କ୍ଷତିର ଭାଗିଦାରୀ ହେବେ। ତେବେ ମହା ପୁରୁଷ ଅଚ୍ୟୁତାନନ୍ଦଙ୍କ ସାଧନା ସ୍ଥଳି ରେ ବହୁତ୍ ଗୁଡ଼ିଏ ବଟ ବୃକ୍ଷ ରହି ଅଛି ଆଉ ଯେଉଁ ବଟ ବୃକ୍ଷ ଗୁଡିକରୁ ଗୋଟି ଗୋଟି କରି ସବୁ କଞ୍ଚା ପତ୍ର ଗୁଡ଼ିକ ଝଡି ବାକୁ ଲାଗିଛି।ତେବେ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ଦିନ ସେହି ବଟ ବୃକ୍ଷରୁ ଗୋଟି ଗୋଟି କରି ସବୁ ଯାକ ପତ୍ର ଝଡି ପଡ଼ିବ ସେହି ଦିନ ଅନେକ ଲୋକେ ମୃତ୍ୟୁ ବରଣ କରିବେ। ଆଉ ଯାହାକୁ ନେଇ ସମସ୍ତେ ଭଗବାନଙ୍କ ଶରଣଗତ ହେବେ ବୋଲି ମାଳିକାରେ ସ୍ପଷ୍ଟ କରା ଯାଇଛି।ଯାହାକୁ ନେଇ ଖୁବ୍ ଭୟଭୀତ ହୋଇ ପଡିଛନ୍ତି ଓଡ଼ିଶା ବାସୀ। ଏହି ଖବରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।