ସବୁ ସମୟ ଖବର ସାଥିରେ

ଦେଖନ୍ତୁ Shocking ଭିଡ଼ିଓ -ଆଗ ତାଙ୍କୁ ରେପ କଲି ପରେ ମୋତେ ପ୍ରେମ ହେଇଗଲା ଆଉ ବିବାହ କରିଲି….ଶୁଣନ୍ତୁ ଯାତ୍ରା କଳାକାର ସୁଦର୍ଶନ ଜେନା ଙ୍କ ମୁହଁରୁ…

0 13

ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା ମଞ୍ଚ। ଅନେକ ଦର୍ଶକ ରହିଛନ୍ତି ଯେଉଁମାନେ କି ସିନେମା ଅପେକ୍ଷା ଯାତ୍ରା ଦେଖିବା ପାଇଁ ଅଧିକ ପସନ୍ଦ କରନ୍ତି। ଯଦି ଆମେ ଆମ ଓଡ଼ିଶାର ଦର୍ଶକ ମାନଙ୍କ କଥା କହିବା ଅନେକ ଦର୍ଶକ ଯାତ୍ରା ଦେଖିବା ପାଇଁ ପାଗଳପ୍ରାୟ। ଯାତ୍ରା ଏକ ଏମିତି ମଞ୍ଚ ଯେଉଁଠି ଦର୍ଶକ ତାଙ୍କର ପ୍ରିୟ କଳାକାର ମାନଙ୍କ ଅଭିନୟକୁ ଜୀବନ୍ତ ଦେଖିଥାନ୍ତି। ସେଥି ପାଇଁ ତ ଯାତ୍ରା ମଞ୍ଚ ସବୁଠାରୁ ନିଆରା।

ତେବେ ଯାତ୍ରା ଜଗତର ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ କି ତାଙ୍କ ଜୀବନରେ ବହୁତ୍ ସଂଘର୍ଷ କରି ଆସିଛନ୍ତି। ଯାତ୍ରା ଜଗତ ଅଭିନୟ କରୁଥିବା କଳାକାର ମାନଙ୍କ ଅଭିନୟ ଟିକେ ଭିନ୍ନ ଧରଣର ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ। ତେବେ ଯାତ୍ରା ଜଗତର ଅନେକ ଅନେକ କଳାକାର ରହିଛନ୍ତି ଯେଉଁମାନେ କି ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି।

ତେବେ ଆପଣମାନେ ନିଶ୍ଚିତ ଭାବେ ଯାତ୍ରା ଜଗତର କାମ କରୁଥିବା କଳାକାର ମାନଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବାକୁ ଆଗ୍ରହୀ ଥିବେ। ଆଜି ଆମେ ସେହି ଭଳି ଏକ ଯାତ୍ରା କଳାକାରଙ୍କ ବାବଦରେ କହିବୁ ଯିଏକି ତାଙ୍କ ଜୀବନରେ ବହୁତ୍ ସଂଘର୍ଷ କରିଛନ୍ତି। ସେମିତି ଜଣେ ଯାତ୍ରା କଳାକାର ହେଉଛନ୍ତି ସୁଦର୍ଶନ ଜେନା। ଆପଣ ମାନେ ସୁଦର୍ଶନ ଜେନାଙ୍କୁ ମଞ୍ଚ ଉପରେ ଖୁବ୍ ସୁନ୍ଦର୍ ଅଭିନୟ କରୁଥିବାର ଦେଖିବାକୁ ପାଇ ଥିବେ।

ସୁଦର୍ଶନ ଜେନା ଘର ତାଙ୍କର ଚାନ୍ଦବାଲିରେ। ଯାତ୍ରା ଜଗତରେ ଦୀର୍ଘ ୧୫ ବର୍ଷ ଧରି ଅଭିନୟ କରି ଦର୍ଶକ ମାନଙ୍କ ଦୃଦୟରେ ରାଜ କରୁଛନ୍ତି। ସବୁ ପ୍ରକାର ଚରିତ୍ରକୁ ଅତି ସୁନ୍ଦର୍ ଭାବେ ନିଭାଇ ପାରନ୍ତି ସୁଦର୍ଶନ। ସାହାଣୀ ଅପେରାରୁ ନିଜର ଅଭିନୟ ର ଯାତ୍ରା ଆରମ୍ଭ କରିଥିଲେ ସୁଦର୍ଶନ। ସେ ପୋଜଟିଭ କାରେକ୍ଟାର ଅପେକ୍ଷା ନେଗେଟିଭ ରୁଲ୍ କୁ ଅଧିକ ପସନ୍ଦ କରୁଥିଲେ। ସୁଦର୍ଶନ ଦଇତାରୀ ପଣ୍ଡାଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି।

ଅଭିନୟ ଜୀବନ ପରି ସୁଦର୍ଶନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍ ଇଣ୍ଟ୍ରେଷ୍ଟିଂ। ସାହାଣୀ ଅପେରାରେ ଅଭିନୟ କରୁଥିବା ସମୟରେ ବେବିନା ନାମକ ଏକ ଯୁବତୀଙ୍କ ପ୍ରେମରେ ପଡିଥିଲେ ସୁଦର୍ଶନ। ଆଉ ତାପରେ ବିବାହ କରିବାକୁ ନିଷ୍ପତି ନେଇଥିଲେ। ବିବାହକୁ ୧୨ ବର୍ଷ ପୁରିଥିବା ବେଳେ ତାଙ୍କର ୧୧ ବର୍ଷର ଗୋଟିଏ ଝିଅ ଓ ୭ ବର୍ଷର ଗୋଟିଏ ପୁଅ ମଧ୍ୟ ରହିଛନ୍ତି। ତେବେ ସାହାଣୀ ଅପେରାର ଏକ ନାଟକ ପାପର ବିଚାର ଚାଲିଚିରେ ସୁଦର୍ଶନ ଏବଂ ତାଙ୍କ ପତ୍ନୀ ଏକାଠି ନଜର ଆସିଥିଲେ। ଯେଉଁ ନାଟକରେ ଏକ ସିନ ରହିଥିଲା ରେପ୍ ସିନ୍। ଆଉ ଆଉ ସେହି ସିନରୁ ଉଭୟ ଉଭୟଙ୍କୁ ପସନ୍ଦ କରିବା ଆରମ୍ଭ କରି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।