
viral video-ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀ ଙ୍କର ସମାଜ ସେବା……ଗରିବ ପିଲାଙ୍କ ଓଠ ରେ ହସ ଫୁଟାଇଲେ ବର୍ଷା ,ଏହି ଭିଡିଓ କୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ….ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ
ଆମେ ସମାଜ ରେ ଥିବା ବରିଷ୍ଠ କଳାକାର ତଥା ଉଚ୍ଚ ପଦବୀ ରେ ଥିବା ଲୋକମାନଙ୍କ ଠାରୁ କେବଳ ଅଭିନୟ କିମ୍ବା ତାଙ୍କର କାର୍ଯ୍ୟ ଦେଖି ମଜା କରିବାକୁ ନୁହେଁ ବରଂ ସେମାନ ଙ୍କର ଅଭିନୟ ଓ ବିଭିନ୍ନ କାର୍ଯ୍ୟ ଦ୍ବାରା ବହୁତ କିଛି ଜାଣିବା ପାଇଁ ।ସାଧାରଣ ଭାବରେ କହିବାକୁ ଗଲେ ଆମେ ଗୋଟିଏ ଜିନିଷ କୁ ଶୁଣିଲେ ଯେତେ ଶୀଘ୍ର କାର୍ଯ୍ୟକାରୀ କରିଥାଉ ତା ଠାରୁ ବହୁତ ଶୀଘ୍ର ତାକୁ ଦେଖିଲେ ଆମର ମନେ ରହିଥାଏ ଏବଂ ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଥାଉ ।
ଏହାଛଡା ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜର ଅଭିନୟ ଦୁନିଆଁ ଠାରୁ ଟିକେ ଦୁରେଇ ଯାଇ ଲୋକମାନ ଙ୍କୁ ବହୁତ ଭଲ ଭଲ କଥା କହିଥାନ୍ତି।ଏବଂ କେବେ କେବେ ଅଭାବ ରେ ଥିବା ଲୋକମାନ ଙ୍କ ପାଇଁ କିଛି ଏପରି କରିଥାନ୍ତି ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗେ ।
ତେବେ ଆପଣ ମାନେ ଆମ ଓଲିଉଡ କୁଇନ ବର୍ଷା ପ୍ରିୟାଦର୍ଶନୀ ଙ୍କୁ ଜାଣିଥିବେ ନିଶ୍ଚିତ ।ସେ ତାଙ୍କର ଅଭିନୟ ଯେତିକି ସୁନ୍ଦର ଓ ପ୍ରଭାବଶାଳୀ, ସେ ଦେଖିବା କୁ ମଧ୍ୟ ସେତିକି ସୁନ୍ଦର। ଆଉ ତାଙ୍କର ବ୍ୟବହାର କଥା ସାରା ଓଡ଼ିଶା କୁ ଜଣା।
ତେବେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ।ତେବେ ଭାଇରଲ ହେଉଥିବା ଭିଡିଓ ଟିରେ ଦେଖାଯାଇଛି ଯେ ବର୍ଷା ଏକ ବସ୍ତି କୁ ନିଜ ଟିମ ସହ ଯାଇଛନ୍ତି ଆଉ ସେଠାରେ ସେ ଗରିବ ଶ୍ରେଣୀର ଲୋକଙ୍କ ସହ କଥା ବାର୍ତା କରୁଛନ୍ତି ଆଉ ତାଙ୍କର ଦୁଃଖ ସୁଖ ବାବଦ ରେ ବୁଝିଛନ୍ତି।
ଖାଲି ଏତିକି ନୁହେଁ ବରଂ ବସ୍ତି ର ଗରିବ ପିଲା ମାନ ଙ୍କୁ ଶୀତ ବ୍ରସ୍ତ୍ର ଏବଂ ପୋଷାକ ବିତରଣ କରିଛନ୍ତି। ଯେଉଁ ପିଲା ମାନେ ଗରିବ ପୀଡା ରେ ପୀଡ଼ିତ ହୋଇ ଶୀତ ଦିନରେ ଶୀତ ପୋଷାକ ପିନ୍ଧିବା କୁ ପାଉନଥିଲେ।
ଆମ ଓଡିଉଡ଼ ଅଭିନେତ୍ରୀ ବର୍ଷା ସେମାନ ଙ୍କୁ ସାହାରା ହୋଇଛନ୍ତି ଆଉ ଡ୍ରେସ ଦେଇ ତାଙ୍କ ଓଠ ରେ ଟିକିଏ ଖୁସି ଦେଇଛନ୍ତି। ତେବେ ଆପଣ ମାନେ ଜାଣିଥିବେ ନିଶ୍ଚିତ କି ବର୍ଷା ଙ୍କର ବୈବାହିକ ଜୀବନ ରେ ଅନେକ ସମସ୍ୟା କୁ ସାମ୍ନା କରୁଛନ୍ତି। ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ମଧ୍ୟରେ ବାରମ୍ବାର ମତାନ୍ତର ହେଉଛି ଏବଂ ଏ ନେଇ କୋଟ ରେ ମଧ୍ୟ ଦୁହିଁଙ୍କ ର ମାମଲା କୁ ନେଇ କେସ ଚାଲିଛି।
କିନ୍ତୁ ଏତେ ସବୁ ପରେ ମଧ୍ୟ ସେ ସମାଜ ପ୍ରତି ତାଙ୍କର ଦାୟିତ୍ୱ ସେ କରିଛନ୍ତି।ତେବେ ବର୍ଷା ପ୍ରିୟାଦର୍ଶନୀ ଙ୍କର ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ଆସିବା ପରେ ସମସ୍ତେ ଏହାକୁ ବେଶ ପସନ୍ଦ କରିଛନ୍ତି ଏବଂ ବର୍ଷା ଙ୍କୁ ପ୍ରଶଂସା କରିଛନ୍ତି। ତେବେ ଆପଣ ମାନେ ମଧ୍ୟ ଅଭିନେତ୍ରୀ ବର୍ଷା ଙ୍କର ଏହି ଭିଡିଓ ଟିକୁ ଦେଖିଲେ ତାଙ୍କୁ ପ୍ରଶଂସା କରିବେ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।