
breaking news- ଏବେ ଏବେ ଆସିଲା ଚଳଚ୍ଚିତ୍ର ଜଗତରୁ ଦୁଃଖର ଖବର..ଏହି ପ୍ରସିଦ୍ଧ କମ୍ ବୟସ୍କ ଅଭିନେତାଙ୍କର ଅଚାନକ୍ ହେଲା ଦେହାନ୍ତ !
ଗତ କିଛି ଦିନ ହେବ ସେ କର୍କଟ ରୋଗ ସହ ଲଢୁଥିଲେ। ମୃତ୍ୟୁବେଳକୁ ତାଙ୍କୁ ପ୍ରାୟତଃ ୩୦ ବର୍ଷ ହୋଇଥିଲା । ଚେନ୍ନାଇରେ କିଶୋର ଚିକିତ୍ସିତ ହେଉଥିଲେ । ହେଲେ ପୂର୍ବରୁ ତାଙ୍କର ଗୁଆହାଟୀରେ ଚିକିତ୍ସା କରାଯାଉଥିଲା କିନ୍ତୁ ଉନ୍ନତ ଚିକିତ୍ସା ସୁବିଧା ପାଇଁ ଗତ ବର୍ଷ ମାର୍ଚ୍ଚରେ ଚେନ୍ନାଇରେ ଯାଇଥିଲେ। କର୍କଟ ରୋଗ ସହିତ ଦୀର୍ଘ ଦିନର ଯୁଦ୍ଧରେ ସଂଗ୍ରାମ କରିବା ପରେ ଗତକାଲି ଅର୍ଥାତ୍ ଶନିବାର ଦିନ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଅଭିନେତା କିଶୋର ଦାସଙ୍କ ଦେହାନ୍ତ ହୋଇଛି।ମିଡିଆ ରିପୋର୍ଟ ଅନୁଯାୟୀ କିଶୋର ଦାସଙ୍କୁ ପୂର୍ବରୁ କୋଭିଡ ହୋଇଥିଲା ଯେଉଁଥିପାଇଁ ସମସ୍ୟା ମଧ୍ୟ ବୃଦ୍ଧି ପାଇଲା ।
ଗତ ମେ ମାସରେ ଡାକ୍ତରଖାନାରେ ଥିବାର ଏକ ଫଟୋ ସେୟାର କରି କହିଥିଲେ ଯେ ସେ ଚତୁର୍ଥ ପର୍ଯ୍ୟାୟ ପାଇଁ ଚିକିତ୍ସିତ ହେଉଛନ୍ତି। ଆସାମର ମନୋରଞ୍ଜନ ଜଗତର ଜଣାଶୁଣା ନାମ ଥିଲା କିଶୋର ଦାସଙ୍କର। ତାଙ୍କର ଅକାଳ ବିୟୋଗରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆ ପେଜ୍ରେ ପୋଷ୍ଟ ଲେଖି ନିଜର ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି।
କିଶୋର ୩୦୦ ରୁ ଅଧିକ ମ୍ୟୁଜିକ୍ ଭିଡିଓରେ କାମ କରିଥିବା ବେଳେ ଟିଭି ସିରିଏଲ ବ୍ୟତୀତ ସେ ଅନେକ ବଡ ବଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । କିଶୋର ‘ଇଣ୍ଡିଆର ଗଟ୍ ଟ୍ୟାଲେଣ୍ଟ୍’ ଏବଂ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ମଧ୍ୟ ଭାଗ ନେଇଥିଲେ। ଅକାଳରେ ଲିଭିଗଲା ଜଣେ ୩୧ ବର୍ଷୀୟ ଅଭିନେତାଙ୍କ ଜୀବନ ଦୀପ ।
ନିଜର ଅଭିନୟ ଓ କଣ୍ଠ ଦ୍ୱାରା ଖୁବ କମ ଦିନରେ ଶ୍ରୋତାଙ୍କୁ ନିଜର କରିପାରିଥିବା ଅଭିନେତାଙ୍କ ମୃତ୍ୟୁ ହୋଇଯାଇଛି ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିବା ଆସାମର ଅଭିନେତା ତଥା ଗାୟକ କିଶୋର ଦାସଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୧ ବର୍ଷ ବୟସ ହୋଇଥିଲା। ସୂଚନାନୁସାରେ, କିଶୋର ଦାସ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ ।
କିଶୋର ଦାସଙ୍କ ମୃତ୍ୟୁ ପରେ ଆସାମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି କିଶୋର ଦାସ ଙ୍କୁ ଇଣ୍ଡଷ୍ଟ୍ରିରେ ଲୋକ ମାନେ ବହୁତ ଭଲ ପାଉଥିଲେ ତାଙ୍କର ଅଚାନକ ବିୟୋଗ ରେ ତାଙ୍କର ଫ୍ୟନ୍ ମନକୁ ବହୁତ ବଡ଼ ଝଟକା ଲାଗିଛି । ସୂଚନା ଥାଉ କି ଯେ ଚେନ୍ନାଇର ଏକ ଡାକ୍ତର ଖାନାରେ କିଶୋର ଦାସଙ୍କ ଚିକିତ୍ସା ଚାଲିଥିଲା। କିଛି ସମୟ ପାଇଁ ସେ ଗୌହାଟୀ ରେ ଚିକିତ୍ସିତ ହେଉଥିଲେ।
ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ମାର୍ଚ୍ଚ ୨୦୨୧ରେ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥିଲା। କିଏ ଜାଣିଥିଲା ଯେ କର୍କଟ ରୋଗ ସହିତ ଦୀର୍ଘ ଦିନ ଧରି ଲଢେଇ କରିବା ଯୁଦ୍ଧ କରିବା ପରେ ସେ ଆଜି ଦୁନିଆରୁ ବିଦାୟ ଦେଇଛନ୍ତି। ତାଙ୍କର ମୃତ୍ୟୁ ଖବର ଶୁଣି
ଆସାମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ଓ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି ନିଜର ଅଭିନୟ ଓ କଣ୍ଠ ଦ୍ୱାରା ଖୁବ କମ ଦିନରେ ଶ୍ରୋତାଙ୍କୁ ନିଜର କରିପାରିଥିବା ଅଭିନେତାଙ୍କ ମୃତ୍ୟୁ ହୋଇଯାଇଛି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । ।