ସବୁ ସମୟ ଖବର ସାଥିରେ

Breaking News -ଆତଙ୍କବାଦୀ ଗୁଳିର ଶିକାର ହୋଇ ଦେଶ ପାଇଁ ହସି ହସି ଜୀବନ ଦେଲେ ….ଏହି ଯବାନ? ଏହି ଭିଡିଓ ଦେଖିଲେ ଅପଣଙ୍କ ଆଖିରୁ ଲୁହ ଆସିଯିବ !

0 20

ହଁ ବନ୍ଧୁଗଣ ଭାରତର ଲୋକ ପ୍ରିୟ ସଂଗୀତ ଦିଲ ଦିଆ ହେ, ଜାନ ଭି ଡେଙ୍ଗେ, ହେ ବୋତନ ତେରେ ଲିଏ| ହଁ ଆଜି ସେ ଗୀତ ହେଲା ସତ ହସି ହସି ଦେଶ ବାସୀଙ୍କ ପାଇଁ ଜୀବନ ଦେଲେ ମୁଦାସୀର, ଜାମ୍ମୁ କାଶ୍ମୀର ରେ ଅଛନଗବାଦୀ ଆକ୍ରମଣରେ ଜୀବନ ଚାଲିଗଲା ତାଙ୍କର , ଯାହା ପାଇଁ ଗାଁ, ଦାଣ୍ଡ ସମସ୍ତେ ଆଜି ଦୁଃଖରେ , ତାହା ସହିତ ସମଗ୍ର କାଶ୍ମୀର ବସି ମଧ୍ୟ ଦୁଃଖ କରିବା ସହ ଆଜି ଭାରତ ବସି ମଧ୍ୟ ଗର୍ବିତ, ଆମ ମାଟି ମାଆ ଙ୍କ ଠୁ ଏଭଳି ସନ୍ତାନ ପାଇ|

ଆଉ ଆଜି ତାଙ୍କ ପାଇଁ ସମସ୍ତେ ଝୋରାଉଛନ୍ତି ଲୁହ, ଆଉ କହୁଛନ୍ତି ମାଆ ତୁଝେ ସଲାମ ଆଉ ତ ସନ୍ତାନ ମାନଙ୍କୁ ବି, ଆଉ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ମୁଦାସୀର ଅମର ରହେ,କାଶ୍ମୀର ସେନା ଭାବରେ ଯୋଗ ଦେଇଥିଲେ ମୁଦାସୀର ଆଉ ତାଙ୍କ ଜୀବନର ଗୋଟିଏ ଲକ୍ଷ୍ୟ ଥିଲା କି, ଜୀବନ ପଛକେ ଚାଲିଯାଉ କିନ୍ତୁ ମୋ ମାଆ ର ନା ରହୁ |
ଶେଷରେ ତାହା ହୋଇଗଲା ସତ , କାଶ୍ମୀର ର ଗୋଟିଏ ଆତଙ୍କବାଦୀ ଆକ୍ରମଣ ବେଳେ ଚାଲିଯାଇଥିଲା ମୁଦାସୀରଙ୍କ ଜୀବନ ଆଉ ସେ ବଞ୍ଚାଇଦେଇଥିଲେ ହଜାରେ ଜଣ କାଶ୍ମୀର ବସି ଙ୍କୁ, ଶେଷରେ ତାଙ୍କ କଥାକୁ କରିଲେ ସତ ଆଉ ଦେଶ ପାଇଁ ହେଲେ ସହିତ,ଯାହା ପାଇଁ ସମଗ୍ର କାଶ୍ମୀର ବସି ଆଜି ଦୁଖିତ ଓ କହୁଛନ୍ତି ମୁଦାସୀର ଅମର ରହେ, ତାଙ୍କ ଭଳି ସେନା ଆମ ଭାରତ ପାଇଁ ଗର୍ବ ଓ ଗୌରବ |
ବୁଧୁବାର ଜାମୁକାଶ୍ମୀର ର ପେରି ରେ ଏକ ଏନକାଉଣ୍ଟର ବେଳେ ଚାଲିଯାଇଥିଲା ମୁଦାସିରଙ୍କ ଜୀବନ, କିନ୍ତୁ ଏବେ ତାଙ୍କର ଦେଶ ପାଇଁ ଥିବା ଭଲ ପାଇବାର ଛୋଟ ଛୋଟ ଭିଡିଓ ଭାଇରଲ ହୋଉଛି ଯାହା ମନରେ ଭରି ଦେଇଛି ଅସୁମାରୀ ଦୁଃଖ, ଆଉ ମୁଦାସୀର ଙ୍କ ବିୟୋଗ ରେ କାଶ୍ମୀର ବସି ମଧ୍ୟ ହତାଶୟ, ବର୍ତମାନ ବୀର ଜବାନଙ୍କ ମୃତ ଦେହ ଆସି ଘରେ ପହଂଚିଲା ପରେ ଭାଙ୍ଗି ପୀଡିଛଅନ୍ତି ସମସ୍ତ ପରିବାର ଲୋକ, ଓ ସାଙ୍ଗ ସାଥି | ବାପା ଦୁଃଖ କରିବା ସହିତ ଗର୍ବର ସହିତ କହିଛଅନ୍ତି ମୋ ପୁଅ ଦେଶ ପାଇଁ ଜୀବନ ଦେଇଛି ଆଉ ସେ ହସି ହସି ଦେଶିବାଶି ପାଇଁ ପ୍ରାଣ ଦେଇଛି ସେଠି ପାଇଁ ମୁଁ ଗର୍ବିତ |ଭାରତର ଅସଂଖ୍ୟ ନାଗରିକଙ୍କ ପାଇଁ ସେ ଦିଗଦର୍ଶନ ଆଉ ସମସ୍ତେ ତାଠାରୁ କିଛି ଶିଖିବା ଦରକାର |

ସତରେ ଭରାତରେ ରହୁଥିବା ଯବାନ ମାନେ କେତେ ମହାନ ଓ ତାଙ୍କର ଏହି ନାତି ମା ପାଇଁ ଥିବା ଭଲ ପାଇବା ଯ କେତେ ବେଶୀ ତାହା ଏବେ ସୋସିଆଲ ମିଡିଆରେଭାଇରଲ ହୋଉଥିବା ମୁଦାସିରଙ୍କୁ ଦେଶ ପାଇଁ ହସି ହସି ଜୀବନ ଦେବାରୁ ଜାଣିହୋଉଛି, ସତରେ ଆମ ବୀର ଯବାନ ମାନେ ଅମର ରୁହନ୍ତୁ, ମୁଦାସୀର ଅମର ରହୁ,ଜୟ ହିନ୍ଦ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।