
୮ ମାସର ଶିଶୁ ମାଆ ସହ ତାଳ ଦେଇ କହୁଛି ଶ୍ଳୋକ..ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ..
ଭଗବାନ ପ୍ରତ୍ୟେକ ମଣିଷଙ୍କୁ କିଛି ନା କିଛି କଳା ଦେଇଥାନ୍ତି ଯାହାଦ୍ୱାରା ସେ ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରି ଥାଏ |କିନ୍ତୁ ସେହି କଳାର କିଏ ସଠିକ ବ୍ୟବହାର କରୁଛି ତା କିଏ ବାଟବଣା ହୋଇ ଯାଉଛି | ଏବଂ ଏହି ସବୁ ଗୁଣ ଦ୍ୱାରା ଯଦି କେହି କିଛି ଭଲ କାମ କରିଥାନ୍ତି ତାହେଲେ ଲୋକ ତାଙ୍କର ପ୍ରଶଂସା କରନ୍ତି ଓ ସେ ସମସ୍ତଙ୍କ ପାଖରେ ପ୍ରସିଦ୍ଧ ହୋଇ ଯାନ୍ତି | କିନ୍ତୁଆମେବହୁତକମକ୍ଷେତ୍ରରଦେଖିବାକୁପାଇଥାଉ ଯେ କେତେକ ପିଲା ବା କୌଣସି ବ୍ୟକ୍ତି ଅସାଧାରଣ କାମ କରିଥାନ୍ତି ଯାହା କି ସାଧରଣ ବ୍ୟକ୍ତି ବିଶେଷଙ୍କ ପାଖରେ ସମ୍ଭବ ନୁହେଁ |ଏବଂ ତାହାକୁ ଆମେ ଭଗବାନଙ୍କର ପ୍ରଦତ୍ତ ଏକ ଶକ୍ତି ବୋଲି ବିଶ୍ୱାସ କରିଥାଉ
ସୋସିଆଲ ମିଡ଼ିଆ ପାଇଁ ଆମେ ଘରେ ବସି ବିଭିନ୍ନ ଖବର ଏବଂ ମନୋରଞ୍ଜନ କରି ପାରୁଚୁ |ସୋସିଆଲ ମିଡିଆରେ କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି ଏବଂ ଏହି ସବୁ ଦ୍ୱାରା ଆମର କେତେକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ | ତେବେ ଖାସ କରି ଛୋଟ ପିଲା ଙ୍କର କିଛି ଭିଡ଼ିଓ ସାମ୍ନା କୁ ଆସିଲେ ତାହା ଖୁବ ନିଆଁରା ଲାଗି ଥାଏ କାରଣ ତାଙ୍କ କଥାରେ ବି ସେଭଳି ଢଙ୍ଗୀ ଥାଏ ଯାହା ଖୁବ ଆକର୍ଷିତ କରି ଥାଏ | କିନ୍ତୁ ଆଜି ଏକ ଏଭଳି କୁନି ପିଲା ଟି ସମ୍ପର୍କ ରେ କହିବୁ ଯାହା ଆପଣ କେବେ ହେଲେ ଦେଖି ନଥିବେ |
ଏକ 8 ମାସ ର ଶିଶୁ ଯିଏ କି କଥା କହିବା ମଧ୍ୟ ଜାଣି ନାହିଁ କିନ୍ତୁ ସେ ଗାଉଛି ଶ୍ଳୋକ ଯାହାକୁ ଯିଏ ବି ଦେଖୁଛି ସେ କେବଳ ଆଶ୍ଚର୍ଯ୍ୟ ହିଁ ହେଉଛି |ତାର ଟିକି ଓଠରେ ତୁନି ତୁନି ହୋଇ ନିଜର ମାଆ ସହିତ ଶ୍ଳୋକ କହୁଅଛି | ଯାହାକି ବିଶ୍ୱାସ କରିବା ପାଇଁ ଅସମ୍ଭବ ହେଲେ ମଧ୍ୟ ଏହା ସତ | କାରଣ 8 ମାସର ଶିଶୁ ମାନେ କେବେ ବି କଥା କହି ପାରି ନ ଥାନ୍ତି | କିନ୍ତୁ ଏଠାରେ ଏକ ଆଶ୍ଚର୍ଯ୍ୟ ଜଣକ ଦୃଶ୍ୟ ଦେଖିବାକୁ ମିଳିଛି |
ଆପଣ ମାନେ ପୁରାଣ ରୁ ଅନେକ କିଛି ପଢି ଥିବେ ଆଉ ଜାଣି ଥିବେ ଯେପରିକି ମହାଭାରତରେ ମାତା ସୁଭଦ୍ରଙ୍କ ଗର୍ଭରେ ରହି ଚକ୍ରବ୍ୟୁହୁକୁ ପ୍ରବେଶ କରିବାର ରାସ୍ତା ଯେତେବେଳେ ଅର୍ଜୁନ କହୁଥିଲେ ସେତେବେଳେ ଅଭିମନ୍ୟୁ ସୁଭଦ୍ରଙ୍କ ଗର୍ଭରେ ରହି ଶୁଣୁଥିଲେ କିନ୍ତୁ ବାହାରିବାର ବାଟ କହିଲା ବେଳକୁ ସୁଭଦ୍ରା ସୋଇ ଯାଇଥିଲେ ତେଣୁ ଅଭିମନ୍ୟୁ ଶୁଣି ପାରି ନା ଥିଲେ |
ସେଇଥି ପାଇଁ ତ କୁହାଯାଏ ଶିଶୁ ଗର୍ଭରେ ଥିବା ସମୟରେ ମାଆର ସମସ୍ତ କାର୍ଯ୍ୟ ତ ଉପରେ ପ୍ରଭାବ ପକାଇଥାଏ |ଠିକ ସେହିଭଳି ଭାବରେ ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି, ଏକ କୁନି ଶିଶୁ ମା ପେଟ ଭିତରେ ଥିବା ବେଳେ ତାଙ୍କର ମା ସବୁବେଳେ ଶ୍ଳୋକ ଆଦି ପଢାପଢି କରୁ ଥିଲେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।