
୬ ମାସ ଧରି କାମନାର ଭୋକ ମେଣ୍ଟାଉ ଥିଲା ଝିଅ ଦେହରେ୬ ମାସ ଧରି କାମନାର ଭୋକ ମେଣ୍ଟାଉ ଥିଲା ଝିଅ ଦେହରେ ବାପା “ଏଭଳି ବାପାଙ୍କୁ କଣ ଦଣ୍ଡ ମିଳିବା ଦରକାର” କମେଣ୍ଟ ରେ ଜଣାନ୍ତୁ
ବନ୍ଧୁମାନେ ଦିନକୁ ଦିନ ଆମେ ଯେତେ ଶିକ୍ଷିତ ହେଉଛୁ ସେହି ଅନୁସାରେ କାହିଁ ଲୋକ ମାନଙ୍କର ଚିନ୍ତାଧାରାରେ କାହିଁ କିଛି ପରିବର୍ତ୍ତନ ହେଉ ତ ଆସୁନାହିଁ ।କାହିଁକିନା ଆଜି ଦେଖୁ ନାହାଁନ୍ତି ରହି ମଣିଷ ନିଜର ଭୋକ ମେଣ୍ଟାଇବା ପାଇଁ ନିଜ ରକ୍ତକୁ କୁ ବି ଚିହ୍ନି ପାରୁ ନାହିଁ ।ଏଠାରେ କେବଳ ଲୋକଙ୍କ ଭିତରେ ଧନ ସମ୍ପତିର ଲାଳସା ନାହିଁ ଦେହର ଭୋକ ମେଣ୍ଟାଇବା ପାଇଁ ବି କିଏ ଝିଅ କି କିଏ ବୋହୁ କାହା ଭିତରେ ବି ଫରକ ଦେଖୁନାହଁ ।
ନାରି ଯାହାକୁ ଆମର ସବୁ ଉତ୍ପତି ର ମୂଳ ଉତ୍ସ ଓ ଦେବୀ ର ଆଖ୍ୟା ଦେଇଛୁ ସେହି ନାରୀ କାଲି ବାହାରେ ତ ସୁରକ୍ଷିତ ନଥିଲା ଆଉ ଆଜି ବି ନାହିଁ କିନ୍ତୁ ଆଜି ନିଜ ଘର ବି ତାଙ୍କ ପାଇଁ ଯମ କୋଠରୀ ପାଲଟି ଯାଇଛି ।ସମାଜରେ ମଣିଷ ଭିତରେ ନୃଶଂସ ମନୋଭାବ ଏତେ ମାତ୍ରାରେ ବଡିବାରେ ଲାଗିଛି ଯେ ଆଜି ବାପା ଆଗରେ ଝିଅ ନିଜକୁ ସୁରକ୍ଷିତ ମନେ କରୁନାହିଁ ।
ତେବେ ବାପା ଯାହାଙ୍କ ହାତ ଧରିଲେ ଝିଅକୁ ଆଗକୁ ବଡିବାକୁ ପ୍ରୋତ୍ସାହନ ମିଳୁଥିଲା ସେହି ବାପା ଆଜି ଝିଅ ପାଇଁ ପାଲଟିଛି ନର ରୂପି ରାକ୍ଷସ ।ତେବେ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଆଜି ବହୁତ ଘଟଣା ଘଟୁଛି ଆପଣ ମାନେ ଦେଖୁଥିବେ ତଥାପି ଆଜିର ଏହି ଘଟଣା ଟିକୁ ଭଲରେ ଦେଖନ୍ତୁ ତାପରେ ଜାଣି ପାରିବେ ବାପା କେମିତି ଝିଅ ପାଇଁ କାଳ ସାଜିଛି ।ତେବେ ଏଠାରେ ଘଟଣା ହେଉଛି ଜଣେ ବାପା ନିଜ ଦେହର ଭୋକ ପୂରଣ କରିବାକୁ ଯାଇ ନିଜ ଜନ୍ମକଲା ଝିଅ ସହିତ ଦୀର୍ଘ 6 ମାସ ଧରି ଲଗାତର ଦୁଷ୍କର୍ମ କରି ଆସୁଛି ।
ତେବେ ଏପରି ଏକ ନିର୍ଲଜ କର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବିଞ୍ଝାନପୁର ଅଞ୍ଚଳରେ ,ତେବେ ସେଠାରେ ଜଣେ 14 ବର୍ଷର ନାବାଳିକା ଝିଅ ସହିତ ବାପା କରୁଥିଲେ ଦୁଷ୍କର୍ମ ।ଆଉ ଏହା ଦିନେ କି ଦୁଇ ଦିନର କଥା ନୁହେଁ ଦୀର୍ଘ 6 ମାସ ଧରି ଚାଲି ଆସୁଥିଲା ଆଉ ଯେତେବେଳେ ମାଆ ଏକଥା ଜାଣିଲେ ସେତେବେଳେ ମାଆକୁ ପିଟି ମୁଣ୍ଡ ଫଟାଇ ଦେଇଥିଲେ ବାପା ।ତେବେ ସେହି ପୀଡିତ ଜଣଙ୍କ କହିଛନ୍ତି ତାଙ୍କ ବାପା ମଦ ପିଅନ୍ତି ଆଉ ତାଙ୍କ ସହିତ ଏମିତି ଖରାପ ବ୍ୟବହାର କରନ୍ତି କିନ୍ତୁ ଧୀରେ ଧୀରେ ପାଖ ଲୋକମାନେ ଜାଣିଲେ ଆଉ ଝିଅର ମାଆ ଯେତେ ନିଜ ସ୍ୱାମୀକୁ ବୁଝିଇଲେ ବି ସେ ବୁଝି ନଥିଲେ ଶେଷରେ ଗାଁ ଲୋକ ମାନଙ୍କ ଯୋଗୁଁ ଝିଅର ବାପା 6 ମାସ ତଳେ ବାହାରକୁ ଚାଲି ଯାଇଥିଲେ ।
ଆଉ କିଛିଦିନ ତଳେ ବାହାରୁ ଆସ8 ପୁଣି ଝିଅ ସହିତ ଏମିତି ବ୍ୟବହାର କରିବାରୁ ମାଆ ବିରୋଧ କରିଥିଲେ ଆଉ ବାପା ମାଆଙ୍କୁ ମାରି ତାଙ୍କ ମୁଣ୍ଡ ଫଟେଇ ଦେଇଥିଲେ ।ଶେଷରେ ମାଆ ଝିଅ ଉଭୟ ବିଞ୍ଝାନପୁର ଥାନାରେ ବାପା ନାଆରେ ଅଭିଯୋଗ କଟିଥିଲେ ଆଉ ପୋଲିସ ଏବେ ସେହି ଅଭଦ୍ର ବାପାଙ୍କୁ ଥାନାକୁ ଆଣିବା ସହିତ ଘଟଣାର ପୁରା ତନାଘନା କରିଛନ୍ତି ।ତେବେ ଆଶ୍ଚର୍ଯ୍ୟ କର ହେଉଛି କି ବାପା କହୁଛନ୍ତି ମୁଁ ଡ୍ରିଙ୍କସ କରେ ଆଉ ମୋ ଝିଅ ମୋତେ ବହୁତ ଥର ଡ୍ରିଙ୍କସ କରିବାକୁ ରୋକିଛି କିନ୍ତୁ ଏମିତି କାର୍ଯ୍ୟ କେବେ ତା ସହ କରିନାହିଁ ।ଆଉ ଝିଅ କହୁଛି ବାପା ନିଶରେ ଥିଲେ କି ନଥିଲେ ତାଙ୍କ ସହିତ ଏମିତି ଦୁର୍ବ୍ୟବହାର କରିଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।