ସବୁ ସମୟ ଖବର ସାଥିରେ

ଦେଖନ୍ତୁ Vilal ଭିଡ଼ିଓ -5ବର୍ଷର କୁନି ଝିଅ କଣ୍ଠରେ ଶିବ ଆରାଧନା !ଶୁଣିଲେ ଆଶ୍ଚର୍ଯ୍ୟ ହେବେ..ମାତ୍ର 2 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 24

ଛୋଟ ପିଲା ମାନଙ୍କ ନିକଟରେ ଅନେକ ଗୁଣ ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ଏମିତି କିଛି କାର୍ଯ୍ୟ କରି ଥାନ୍ତି, ଯାହା ଆମ କଳ୍ପନାର ବାହାରର ହୋଇଥାଏ।ସେମାନଙ୍କର ପ୍ରତ୍ୟେକଟି କଥା ଭାବନା ବାସ୍ତବରେ ଖୁବ୍ ଆକର୍ଷଣୟ ଓ ହୃଦୟସ୍ପର୍ଶୀ ହୋଇଥାଏ। ବେଳେ ବେଳେ ଏମାନଙ୍କର ସୃଜଶୀଳତା, କଥାବାର୍ତ୍ତା, ବୁଦ୍ଧି ଚିନ୍ତାଧାରା ଆଦି ଆମକୁ ବହୁତ ଆଶ୍ଚର୍ଯ୍ୟ କରିବା ସହିତ ଆନନ୍ଦିତ ମଧ୍ୟ କରିଥାଏ। କୁନି କୁନି ପିଲାମାନଙ୍କର କାର୍ଯ୍ୟ କଳାପ ଦେଖିବାକୁ ଖୁବ୍ ମନଛୁଆଁ ହୋଇଥାଏ। ସେମାନଙ୍କର କଥା,ବାର୍ତ୍ତା,ନୃତ୍ୟ, ଗୀତ, ଖେଳ କୁଦ, ମଜା ମସ୍ତି ଆଦି ବହୁତ୍ ଆକର୍ଷଣୟ ହୋଇଥାଏ।

ସେମାନଙ୍କ ନାଚକୁ ଦେଖିବାକୁ ଖୁବ୍ ଭଲ ଲାଗିଥାଏ। ତାଙ୍କ କୁନି କୁନି ମୁହଁର ଖିଲି ଖିଲି ହସ, ସୁନ୍ଦର ଅଙ୍ଗ ଭଙ୍ଗୀ ଦେଖିବାକୁ ଖୁବ୍ ଭଲ ଲାଗେ। ସେମାନଙ୍କର କଣ୍ଠରେ ଏକ ଭିନ୍ନ ଧରଣର ଯାଦୁ ରହିଥାଏ, ଯାହା ଶୁଣିବାକୁ ବହୁତ ମଜା ଲାଗେ। ତେବେ ଆଜି ଆମେ ଆପଣ ମାନଙ୍କୁ ଯାହା ଜଣାଇବୁ ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଇଛି ଗୋଟେ କୁନି ଝିଅଟି ସୁନ୍ଦର ଭାବରେ ଗୀତ ଗାଉଛି ବୋଲି ଦେଖିବାକୁ ମିଳିଛି।

ତେବେ ଆପଣମାନେ ଜାଣିଥିବେ ଏବେ ସବୁଠି ହର ହର ଶମ୍ଭୁ, ଶମ୍ଭୁ ଶିବ ମହାଦେବା… ଏହି ଗୀତକୁ ନେଇ ଚର୍ଚ୍ଚା ଚାଲିଛି। ଓଡ଼ିଆ ଝିଅ ଅଭିଲିପ୍ସା ପଣ୍ଡା ଏହାକୁ ଗାଇଛନ୍ତି ଯାହା ଖୁବ୍ ଲୋକପ୍ରିୟ ହୋଇ ପାରିଛି। ତେବେ ପୁଣି ଥରେ ଏକ କୁନି ଝିଅ ଏହି ଗୀତକୁ ଗାଇ ଲୋକ ଲୋଚନକୁ ଆସି ପାରିଛି।

ଶ୍ରାବଣ ମାସରେ ପ୍ରତ୍ୟେକ ଶିବ ଭକ୍ତଙ୍କ ହୃଦୟ ଜିତି ପାରିଛି ଏହି ଶିବସ୍ତୁତି। ମହାଦେବଙ୍କ ଆରାଧନାରେ ଗାନ ହେଉଥିବା ଏହି ଶ୍ଳୋକ ବହୁ ପୁରାତନ। ଏହି ଗୀତକୁ ଅତି ସୁନ୍ଦର ଭାବେ ଗାଇ ପାରିଛନ୍ତି ଏହି କୁନି ଝିଅ।ଏହି କୁନି ଝିଅର କଣ୍ଠରେ ଭରି ରହିଛି ଏକ ଅଦ୍ଭୁତ ଯାଦୁ। ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ କୁନି ଝିଅଟି ଏହି ଗୀତକୁ ଗାଇବାରେ ସକ୍ଷମ ହୋଇ ପାରିଛି।

ତେବେ ଏହି କୁନି ଝିଅଟି ହେଉଛି ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ଦେଳଧନପୁରର ଆରାଧ୍ୟା ବେହେରା। ସେ ଚର୍ତୁଥ ଶ୍ରେଣୀରେ ପାଠ ପଢନ୍ତି। କମ୍ ବୟସରେ ଏହି ଗୀତକୁ ନିର୍ଭୁଲ ଭାବରେ ଗାଇ ପାରିଛନ୍ତି ଏହି କୁନି ଝିଅ ଆରାଧ୍ୟା। ଯାହାକୁ ଶୁଣିଲା ପରେ ଆପଣ ପ୍ରଶଂସା କରିବା ପାଇଁ ବାଧ୍ୟ ହୋଇ ପଡ଼ିବେ ଆଉ କହିବେ ସାବାସ କୁନି ଝିଅ। କୁନି କଣ୍ଠରୁ ଏଭଳି ସୁନ୍ଦର ଗୀତ ଗାଇ ଖୁବ୍ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ଆରାଧ୍ୟା।

ଲୋକେ ଆରାଧ୍ୟାଙ୍କ ଗୀତକୁ ଖୁବ୍ ପସନ୍ଦ କରୁଛନ୍ତି ଓ ଏହା ଉପରେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।