ସବୁ ସମୟ ଖବର ସାଥିରେ

4 ବର୍ଷର କୁନି ଝିଅ କୁ ଝୁଣି ଖାଇଲେ 5 ଟି ବୁଲା କୁକୁର ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡିଓ “କମଜୋର ଲୋକ ଦେଖନ୍ତୁ ନାହିଁ”

0 9

ଆଜି ର ସମାଜ ରେ ଘଟଣା ଓ ଦୁର୍ଘଟଣା ବିଷୟ ରେ ଆପଣ ମାନେ ଖୁବ୍ ସହଜ ରେ ଜାଣିପାରିବେ । କାହିଁକି ନା ଲୋକ ମାନେ ଏବେ ଶିକ୍ଷିତ, ବିକଶିତ,ଆଧୁନିକ ଓ ସ୍ମାର୍ଟ ହେଲେଣି କାରଣ ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡ଼ିତ। ସବୁ କ୍ଷେତ୍ରରେ ପ୍ରଗତିଶୀଳ ହେଲାଣି। ସେହି ପରି ଭାବରେ ସୋସିଆଲ ମିଡିଆ ଦ୍ଵାରା ଲୋକ ମାନେ ସତର୍କ ହେଇଥାନ୍ତି ।

ସେହି ପରି ଭାବରେ ଲୋକ ମାନଙ୍କର ବ୍ୟସ୍ତ ବହୁଳ ଜୀବନ ରେ କାହା ଉପରେ ନଜର ରଖିବାକୁ କୁ ସମୟ ମିଳୁ ନାହିଁ  କୁନି ଝିଅ ଟି ବୁଲୁ ଥିବା ସମୟରେ ହଠାତ ପାଞ୍ଚ ଟି କୁକୁର ଘେରି ଯାଇଥିଲେ ।

କୁନି ଝିଅ ଟି ବହୁତ କାନ୍ଦିଲା ଓ ତାର ଦେହ ଯାକ ରକ୍ତାକ୍ତ କରି ଦେଇଥିଲେ ସେ ଗୁରୁତର ଅବସ୍ଥାରେ ରେ ପଡ଼ିଥିଲେ କୁନି ଝିଅଟି ମାତ୍ର ୪ ବର୍ଷ ର । କୁନି ଝିଅ ଟି ର ମର୍ମାହତ ଅବସ୍ଥାରେ ପଡ଼ି ରହି ଥିଲେ ତା ପରେ ତାଙ୍କ ବାପା ମା ନେଇ ଯାଇଥିଲେ ଡ଼ାକ୍ତର ଙ୍କ ପାଖକୁ ଓ ଡ଼ାକ୍ତର ସେଇଥି ଭଲ ବୋଲି କହି ଥିଲେ କୁନି ଝିଅ ଚାରି ପାଖରେ ପାଞ୍ଚ ଟି ବୁଲା କୁକୁର କାମୁଡ଼ି ଗୁରୁତର କରିଦେଇଛି ।

ଝିଅ ଟି ପାଟି କରି କାନ୍ଦୁଥିଲା ବେଳେ ସେଇ ପଟେ ଗୋଟିଏ ଲୋକ ଯାଇ ଥିଲେ ଓ ପିଲା ଟି ର କାନ୍ଦଣା ଶୁଣି ସେ ଦୌଡ଼ି ଆସିଲା । ସୌଭାଗ୍ୟ ର କଥା ଝିଅ ଟି ଭଲ ରେ ଅଛି । ସେ ଆସି କୁକୁର କୁ ଘୋଡ଼ାଇ ଦେଲେ । କିନ୍ତୁ ଝିଅ ଟି ର ଅବସ୍ଥା ଗୁରୁତର ହେଇ ଯାଇ ଥିଲା । ତେବେ ଲୋକ ମାନେ କହିଲେ କି କୁକୁର ର ମାନଙ୍କର ପାପୁଲେଶନ କୁ ଦୃଷ୍ଟି ରେ ରଖି କୁକୁର କୁ ଷ୍ଟରିଲାଜ କରା ଯିବା ଉଚିତ୍ ।

ଓଡ଼ିଶା ରେ ଭୁବନେଶ୍ୱର ରେ ପ୍ରତି ମାସ ୩୦୦ କୁକୁର ର ଷ୍ଟରିଲାଜ୍ କରାଯାଉଛି ତେବେ ଏହା ୧୫୦୦ କରିବା ଉଚିତ୍  ତେବେ କୁକୁର ଗୁଡ଼ିକ ଓପାସ ରହିବାରୁ କାରଣ ଏପରି ଆକ୍ରମଣ ହେଉଛି କୁକୁର ମାନେ ବହୁତ୍ ଭୋକିଲା ରହୁଛନ୍ତି । ଯାହା ଦ୍ଵାରା ଲୋକ ମାନେ ବାଟ ରେ ଯାଉଥିଲା ବେଳେ କାମୁଡିବା କୁ ଗଡାଉଛନ୍ତି  ବୁଲା କୁକରଙ୍କ ଗୁଡ଼ିକ ଏଣେ ତେଣେ ବୁଲୁ ଛନ୍ତି ଓ ଖାଇବାକୁ ପାଉନାହାନ୍ତି ସେଇଥି ପାଇ ସେ ମାନେ କାମୁଡିବା ପାଇ ଆସୁଛନ୍ତି ।

କୁକୁର କାମୁଡି ବା ଭଲ ନୁହେଁ  କୁକୁର କାମୁଡି ଦ୍ଵାରା ବହୁତ ରୋଗ ହେଇଥାଏ କୁନି ଝିଅ ଟି ବହୁତ୍ କଷ୍ଟରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତଖାନାରେ କୁ ନେଇଯାଇ ଥିଲେ । କୁନି ଝିଅ ବୁଲିବା ସମୟ ରେ ପାଞ୍ଚ ଟି କୁକୁର ଝୁଣି ଝୁଣୀ ପକାଇଥିଲେ । ସମସ୍ତେ ସତର୍କ ରହିବ କୁ ଏହି ଭିଡିଓ ଦ୍ଵାରା ଆପଣଙ୍କ ନିକଟ କୁ ପଠେଇ ପରୁଛେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।