
3-ମାସର ଛୁଆ କୁ ବନ୍ଦ ଘରେ ଲୁଚି ରଖିଥିଲା ମା’ 10 ବର୍ଷ ପରେ କବାଟ ଖୋଲି ଦେଖିଲା ବେଳକୁ ଯାହା ହେଲା ଦେଖିଲେ ହୋସ ଉଡିଯିବ…
ଆଜିର ସମୟରେ ଯେଉଁ ସବୁ ଘଟଣା ଦେଖିବାକୁ ମିଳୁଛି ସେସବୁ ବିଶ୍ୱାସ କରିବା ଭାରି କଷ୍ଟ ।ତେବେ ଆପଣ କେବେ ଭାବି ନଥିବେ ଜଣେ ମାଆ ନିଜର 3 ମାସର ପିଲାକୁ 10 ବର୍ଷ ଧରି ଗୋଟିଏ ବନ୍ଦ ଘରେ ରଖିଥିଲେ ।ଆଉ ଏଥିରୁ ଆପଣ ଜାଣି ପାରୁଥିବେ ଆମ ସମାଜ ଓ ଲୋକ ମାନଙ୍କର ଚିନ୍ତାଧାରା କୋଉଠି ଯାଇ ପହଂଚିଲାଣି ।ତେବେ ଜଣେ ମଣିଷ ଯଦି 10 ରୁ 12 ଦିନ ଭୋକ ଉପାସରେ ରହୁଛି ତେବେ ତାର ମୃତ୍ୟୁ ନିଶ୍ଚିତ ଆଉ ସେହି ଜାଗାରେ ଏକ ଛୋଟ ପିଲାର ବଞ୍ଚିବା କଣ ସମ୍ଭବ କି !
ତେବେ ସମୟ ଅନୁସାରେ ସବୁ କିଛି ବଦଳିବାକୁ ଲାଗିଛି ଆଉ ସେହି ଜାଗାରେ ମାଆ ବା କେମିତି ନ ବଦଳିବ ।ଶୁଣିଲେ ବିଶ୍ୱାସ ହେଉ ନାହିଁ କି ଜଣେ ମାଆ ନିଜ ଜନ୍ମକଲା ପିଲା ସହ ଏତେ କୋଠର କଣ ହେଇପାରେ ।
ତେବେ ଏହି ଘଟଣା କିଛି ଗପ ନୁହେଁ ବରଂ ସତ ଅଟେ ଆଉ ଯାହା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ ।ତେବେ ସୂଚନା ଅନୁସାରେ ଜଣେ ଯୁବତୀ ନିଜର 3 ମାସର ଶିଶୁ ସହିତ ଗୋଟିଏ ଘରେ ରହୁଥିଲେ କିନ୍ତୁ ଯୁବତୀ ପାଖରେ ପିଲାର ବାପା ପତିଚ୍ୟ ନଥିଲା ।ସେ ଅବିବାହିତ ମାଆ ଥିଲେ, ଆଉ ଏଥିପାଇଁ ତାଙ୍କୁ ବହୁତ ଟାହି ଟାପରା ଶୁଣିବାକୁ ପଡୁଥିଲା ।
ଆଉ ସେ ନିଜ ପିଲାକୁ ପାଳିବା ପାଇଁ ସମର୍ଥ ନଥିଲେ, ତେବେ ସବୁଦିନ ସେ ଘରେ ପିଲାଟିକୁ ରଖି ଦିନସାରା କୁଆଡ଼େ ଚାଲି ଯାଉଥିଲେ ଆଉ ରାତିରେ ଫେରୁଥିଲେ କିନ୍ତୁ ଏମିତି କରିବା ପରେ ଆଉ ସେ ଫେରି ନଥିଲେ ଘରକୁ ।ତେବେ ଘର ଭିତରେ ସେହି କୁନି ପିଲାଟି ରହିଯାଇଥିଲା,ତେବେ ଅଲ୍ଲୀ ନଙ୍କ ଜଣେ ବ୍ୟକ୍ତି ସେହି ଘର ପାଖଦେଇ ଗଲା ବେଳେ ଛୋଟ ପିଲାର କାନ୍ଦିବା ଶୁଣିବାକୁ ପାଇଥିଲେ କିନ୍ତୁ ଠିକରେ କିଛି ଜାଣି ପାରି ନଥିଲେ ତେବେ ପରେ ବି ଏମିତି ପିଲା କାନ୍ଦିବର ଶୁଣି ସେ ସେହି ଘର ପାଖକୁ ଗଲେ ।ଆଉ ସେହି ଘରର ତାଲା ଫିଟାଇ ଯାହା ଦେଖିଲେ ତାଙ୍କର ଆଖି ଝଲସି ଯାଇଥିଲା ।
ତେବେ ସେ ଦେଖିଲା କୁନି ପିଲାଟିଏ ଯିଏ ଖାଇବା ନପାରି ଭୋକ ଉପାସରେ କଣ୍ଟା ହେଇ ଯାଇଚି ଆଉ କାନ୍ଦିବାରେ ଲାଗିଛି ।ତେବେ ସେହି ବ୍ୟକ୍ତି ପିଲାଟିକୁ ହସ୍ପିଟାଲ ନେଇ ଯାଇଥିଲେ ଆଉ ତାର ଚିକିତ୍ସା କରିଥିଲେ ।ସେହି ଭିତରେ ସେ ପିଲାର କଥା ଜଣେ ହିନା ନାମକ ନର୍ସ ଶୁଣିବା ପରେ ପିଲାଟିର ଖୁବ ଯତ୍ନ ନେବା ସହିତ ନିଜ ପିଲାପରି ପାଖରେ ରଖିଥିଲେ ।ଆଉ ଏହି ଭିତରେ ସେହି ଘରେ ମଧ୍ୟ ନଜର ରଖୁଥିଲେ ତା ଭିତରେ 10 ବର୍ଷ ବିତିଯାଏ ଆଉ ଦିନେ ଜଣେ ମହିଲା ଆସି ସେହି ଘର ଖୋଲିଲେ ।ଆଉ ସେତେବେଳେ ସେହି ଘରକୁ ନଜର ରଖୁଥିବା ହିନା ତାଙ୍କୁ ଧରିଥିଲେ ଆଉ ଏମିତି କାହିଁକି କଲେ ନିରୀହ ପିଲାଟି ପ୍ରତି ।ଟ୍ରବେ ମହିଳା ନିଜର ପରିସ୍ଥିତି କଥା ଜଣେଇ ଥିଲେ, ତେବେ ସବୁପରେ ବି ନିଜର ଭୁଲ ପାଇଁ ଗୋଟିଏ ନିରୀହ ଜୀବନ କୁ ନଷ୍ଟ କରିଦେବା ଉଚିତ କି !
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।