ସବୁ ସମୟ ଖବର ସାଥିରେ

Exclusive -ଏବେ ଏବେ ollywod ଜଗତରୁ ଆସିଲା ବାବୁସାନଙ୍କୁ ନେଇ ବଡ଼ ଦୁଃଖଦ ଖବର !ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

0 35

ଆସିଲା ସବୁଠାରୁ ବଡ଼ ଏବଂ ଦୁଃଖଦ ଖବର। ଓଲିଉଡ଼ର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବା ନେଇ ଖବର ଆସିଛି। ହଁ ଆଜ୍ଞା ଓଡିଆ ସିନେମାର ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ପଡିଛନ୍ତି। କୁହା ଯାଉଛି କି କିଛି ଦିନ ଆଗରୁ ବାବୁସାନ୍ ମହାନ୍ତି ଦମନ୍ ଫିଲ୍ମ୍ ର ପ୍ରୋମାସନ୍ କରିବା ପାଇଁ ଲଦାକ୍ ଯାଇଥିଲେ।

ତେବେ ଦମନ ଫିଲ୍ମ୍ ର ପ୍ରୋମସନ କରିବା ପାଇଁ ଅଭିନେତା ବାବୁସାନ୍ ମହାନ୍ତି ତାଙ୍କ ନିଜ ବାଇକ୍ ରେ ଯାଇଥିଲେ। ବାଇକ୍ ରେ ପାଖା ପାଖି ତାଙ୍କୁ ୧୮୦ କିଲୋ ମିଟର ଟ୍ରାଭେଲ କରିବାକୁ ପଡ଼ିଥିଲା। ଆଉ ଯେଉଁ କାରଣ ବଶତ ତାଙ୍କ ଶରୀରରେ ଅକ୍ସିଜେନ୍ ର ମାତ୍ର କମ୍ ହୋଇ ଯାଇ ଥିଲା। ଆଉ ପରେ ସିଏ ଖୁବ୍ ଗୁରୁତର ହୋଇ ପଡ଼ିଥିଲେ। ଆଉ ଲଦାକ୍ ରେ ତାଙ୍କର ପ୍ରାଥମିକ ଚିକିତ୍ସା କରା ଯାଇଥିଲା। କିନ୍ତୁ ସେ ଅସୁସ୍ଥ ମନେ କରିଥିଲେ।
ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସୋମ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା। ଏବେ ବାବୁସାନ ସେହି ଠାରେ ଚିକିତ୍ସିତ ହେଉଛନ୍ତି। ତେବେ ବାବୁସାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ୬ ଜଣିଆ ଟିମ୍ ଲଗାତାର ଭାବେ ଅନୁଧ୍ୟାନ କରୁଛନ୍ତି ଏବଂ ଚିକିତ୍ସା ଜାରି ରଖିଛନ୍ତି। ଗତ ପାଞ୍ଚ ଦିନ ଧରି ସେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ତେବେ ବାବୁସାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ତାଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳି ପାରି ନାହିଁ।ତେବେ ବାବୁସାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କଣ ପାଇଁ ଏତେ ଗୁରୁତର ହୋଇ ପଡ଼ିଲା ତାହା ଆଗକୁ ଜଣା ପଡି ପାରେ ଯାହା ଉପରେ ଏବେ ସମସ୍ତଂକ ନଜର ରହିଛି।

ତେବେ ସୋସିଆଲ ମିଡିଆରେ ଅଭିନେତା ବାବୁସାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଖରବ ପ୍ରସାରଣ ହେବା ପରେ ସମସ୍ତଙ୍କୁ ବଡ ଝଟକା ଲାଗିଛି।ତେବେ ବାବୁସାନ୍ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଫ୍ୟାନସ୍ ମାନେ ଦୁଃଖ ପ୍ରକାଶ କରିଥାନ୍ତି।ତେବେ ବାବୁସାନ୍ ଶୀଘ୍ର ସୁସ୍ଥ ହୋଇ ଯାଉନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗି ରହିଛି। ତେବେ ବାବୁଶାନ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏମିତି କାହିଁକି ବିଗିଡି ଯାଇଛି ତା ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ବାବୁଶାନ୍ ମହାନ୍ତି ତାଙ୍କର ଜବରଦସ୍ତ ଅଭିନୟକୁ ନେଇ ନେଇ ଦର୍ଶକ ମାନଙ୍କ ହୃଦୟର ଘର କରି ରହିଛନ୍ତି। ତେବେ ସାରା ଓଡିଶା ବାସୀଙ୍କ ଭଲ ପାଇବା ଖୁବ୍ ଶୀଘ୍ର ବାବୁସାନ୍ ଙ୍କୁ ଭଲ କରି ଦେବ ବୋଲି ସମସ୍ତେ ଆଶା ରଖିଛନ୍ତି ଏବଂ ବାବୁସାନ୍ ମହାନ୍ତି ହସ୍ପିଟାଲ ରୁ କେବେ ଘରକୁ ଫେରିବେ ତା ଉପରେ ଫ୍ୟାନସ୍ ମାନେ ନଜର ରଖିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।