ସବୁ ସମୟ ଖବର ସାଥିରେ

Black Bull V Red Bull ଆଶ୍ଚର୍ଯ୍ୟ ,ରଖେ ହରିତ ମାରେ କିଏ ! ବୁଢା ଲୋକ କୁ ଭଗବାନ ହେଲେ ସାହା… ଭିଡ଼ିଓ ଦେଖିଲେ ଗୋଡ ତଳୁ ମାଟି ଖସିଯିବ..

0 15

ଆଜିର ଯୁବପିଢି ସୋସିଆଲ ମିଡ଼ିଆ ସହ ବେଶ୍ ଜଡ଼ିତ। କେତେବେଳେ କେଉଁଠି କଣ ଘଟଣା ଦୁର୍ଘଟଣା ଘଟି ଚାଲିଛି ତାହା ଆମେ ଖୁବ୍ କମ୍ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛୁ। ସୋସିଆଲ ମିଡିଆରେ ଆମେ ସବୁ ପ୍ରକାର ଫୋଟ ଭିଡିଓ ଦେଖିବାକୁ ପାଉଛୁ। ଏହି ସବୁ ମଧ୍ୟରୁ କେତେକ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଆଉ କିଛି ଭିଡିଓ ଏମିତି ରହିଛି ଯାହା ଖୁବ୍ ଅଜବ ଯାହା ଆମକୁ ଖୁବ୍ ଆଶ୍ଚର୍ଯ୍ୟ କରିଥାଏ।
ତେବେ ଆପଣ ଯଦି ସୋସିଆଲ ମିଡିଆରେ ଜଡ଼ିତ ଥିବେ ତାହାଲେ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ। ଏଥି ମଧ୍ୟରୁ କେତେକ ଭିଡିଓ ଆପଣଙ୍କୁ ଖୁବ୍ ପସନ୍ଦ ଆସୁଥିବ। ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଭିଡିଓ ନେଇ ଆସିଛୁ ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଦୁଇ ଷଣ୍ଢଙ୍କ ମଧ୍ୟରେ ଭୟଙ୍କର ଲଢେଇ। ରାସ୍ତା ମଝିରେ ଏ ଦୁଇ ଷଣ୍ଢଙ୍କ ଲଢେଇ ଦେଖିଲେ ଆପଣଙ୍କୁ ଖୁବ୍ ଆଶ୍ଚର୍ଯ୍ୟ ଲାଗି ପାରେ।ତେବେ ରାସ୍ତା ମଝିରେ ଦୁଇଟି ଷଣ୍ଢ ମଧ୍ୟରେ ଚାଲିଛି ଭୟଙ୍କର ଲଢେ଼ଇ।

ଆପଣ ମାନେ ଜାଣିଥିବେ ଷଣ୍ଢ ମାନେ କେତେ ଭୟଙ୍କର ଓ ଦୁଇଟି ଷଣ୍ଢ ମଧ୍ୟରେ ଯେତେବେଳେ ଲଢେଇ ଚାଲେ ସେତେବେଳେ ର ପରିସ୍ଥିତି କେତେ ଭୟଙ୍କର ହୋଇଥାଏ। ଷଣ୍ଢ ଲଢେଇ କୁ ରୋକିବା ଏତେ ସହଜ ହୋଇ ନଥାଏ। ସେହି ସମୟରେ ସେମାନଙ୍କ ଆଖ ପାଖରେ ରହିବା ଆଦୌ ନିରାପଦ ହୋଇ ନଥାଏ। କାହିଁକି ନା ସେମାନେ ଯେତେବେଳେ ଆକ୍ରମଣ କରି କରିଥାନ୍ତି ସମ୍ପୂର୍ଣ୍ଣ ଖଣ୍ଡିଆ ଖାବରା ରକ୍ତାକ୍ତ ନ କରିବା ପର୍ଯ୍ୟନ୍ତ ଛାଡି ନଥାନ୍ତି। ସେମାନଙ୍କ ଲଢେଇ ଦେଖିବାକୁ ଭୟ ମଧ୍ୟ ଲାଗିଥାଏ।
ସେହିପରି ଦୁଇ ଜଣ ଷଣ୍ଢ ମଧ୍ୟରେ ଚାଲିଥିବା ଭୟଙ୍କର ଲଢେଇ କ୍ୟାମେରାରେ ରେକର୍ଡ ହେବା ପରେ ସାମ୍ନାକୁ ଆସିଛି। ଦୁଇଟି ବୁଲା ଷଣ୍ଢ ରାସ୍ତା ମଝିରେ ଲଢେଇ କରୁଛନ୍ତି। ଆଖ ପାଖରେ ଜନ ଗହଳି ମଧ୍ୟ ରହିଛି। ବାଇକ୍ ଟ୍ରକ୍ ଆଦି ଯିବା ଆସିବା କରୁଛନ୍ତି।ସ୍ଥାନୀୟ ଲୋକେ ଷଣ୍ଢ ଲଢେଇ ରୋକିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କ ଉପରକୁ ପାଣି ମଧ୍ୟ ଫିଙ୍ଗୁ ଛନ୍ତି କିନ୍ତୁ ଷଣ୍ଢ ଦୁଇଟି କେହି କାହାକୁ ଛାଡ଼ୁ ନାହାଁନ୍ତି। ଦୁଇ ଜଣଙ୍କ ମଧ୍ୟରେ ଲଢେ଼ଇ ଏତେ ଭୟଙ୍କର ଯେ ଆସୁଥିବା ଟ୍ରକ ମଧ୍ୟ ସେମାନଙ୍କୁ ଦେଖି ଅଟକି ଯାଉଛି।

ଶେଷରେ ଟ୍ରକ ଜିପ୍ ଆଦି ବାରମ୍ବାର ହର୍ଣ୍ଣ ମାରିବା ପରେ ଷଣ୍ଢ ଗୁଡିକ ଏପଟ ସେପଟ ହୋଇ ଚାଲି ଯାଉଛନ୍ତି। ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୨୬ ମିଲିୟନରୁ ଅଧିକ ଦର୍ଶକ ଦେଖି ସାରିଲେଣି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।