ସବୁ ସମୟ ଖବର ସାଥିରେ

🛑EXCLUSIVE :ନାତୁଣୀ ପେଟରେ ଅଜା ର ଛୁଆ ! ଆସିଲା ଅଜାର ରାସଲୀଳା video ର ଫୁଟେଜ, ଆଉ ତା’ପରେ…ଦେଖନ୍ତୁ Video

0 17

କିଛି ଦିନ ପୂର୍ବରୁ ଜଣେ ବୃଦ୍ଧ ଏକ ନାବାଳିକାଙ୍କୁ ଦୁଷ୍କର୍ମ କରି ସାତ ମାସର ଗର୍ଭବତୀ କରାଇ ଥିବା ନେଇ ଏକ ଖବର ଗଣ ମାଧ୍ୟମରେ ବେଶ ଭାଇରଲ ହେବାରେ ଲାଗି ଥିଲା |ଏବେ ଖବର ମିଳିଛି ଯେ ଏହି ଦୁଷ୍କର୍ମ କରି ଥିବା ଅଜାଙ୍କୁ କେନ୍ଦ୍ରାପଡ଼ା ପୋଲିସ ଗିରଫ କରି ଥିବା ନେଇ ସୂଚନା ମିଳୁଛି | ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇ ବାକୁ ଯାଉଛୁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଏକ ନାବାଳିକାଙ୍କୁ ଅତି ନିର୍ମମ ଭାବେ ଦୁଷ୍କର୍ମ ଉପରେ ଦୁଷ୍କର୍ମ କରି ବାଳିକାଟିକୁ ଗର୍ଭବତୀ କରାଇଛି ଜଣେ ପଞ୍ଚସଠି ବର୍ଷୀୟ ବୃଦ୍ଧ | ଏବେ ନାବାଳିକା ଜଣକ ସାତ ମାସର ଗର୍ଭବତୀ | ତା ସହ କଣ ଘଟିଛି ନା ସେ କିଛି ଜାଣି ପାରୁଛି ନା ସେ କିଛି ବୁଝି ପାରୁଛି ଏ ବିଷୟରେ | ଏହି ବୃଦ୍ଧ ଜଣକ ବାଳିକାଙ୍କର ଅଜା ସମ୍ପର୍କରେ ହେବେ |
ଏମିତି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳି ଥିଲା କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦ ପୁର ଗ୍ରାମରେ | ଏହି ଗ୍ରାମର ଛୋଟା ଓର ଅଫ ରାଜୀବ ମଲିକ | ନାବାଳିକା ନିରୀହ ଝିଅଟିର ମାଆ ପାଞ୍ଚ ବର୍ଷ ପୂର୍ବେ ମୃତ୍ୟୁ ବରଣ କରି ସାରିଛନ୍ତି | | ଏହି ସବୁର ସୁଯୋଗ ନେଇ ଏହି ଅଜା ସମ୍ପର୍କରେ ହେଉ ଥିବା ବୃଦ୍ଧ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ କରି ଥିଲା |

ସେ ଭାତ ଖାଇବା ପାଇଁ ଆଳୁ ପୋଡିବା ପାଇଁ ଯାଇଥିବା ବେଳେ ତାଙ୍କୁ ପଛ ପଟୁ ଆସି ଭିଡି ନେଇ ଯାଇ ଥିଲା | ସେ ବହୁତ ଜୋରରେ ଚିତ୍କାର କରୁ ଥିଲେ ମଧ୍ୟ ସେ ଛାଡୁ ନା ଥିଲା | ତାଙ୍କ ସହ ସେ କଣ କରୁଛି ହଠାତ ସେ ଜାଣି ପାରି ନ ଥିଲେ | ଧୀରେ ଧୀରେ ସେ ଦୁଷ୍କର୍ମ କରିଥିଲା | ସେ ଯେତେ ନେହୁରା ହେଲେ ମଧ୍ୟ ସେ ଶୁଣି ନ ଥିଲା | ଏହି ନାବାଳିକାଙ୍କର ଇଜ୍ଜତ ମହତ ସବୁ ଲୁଟି ନେଇ ଥିଲା | ନାବାଳିକା ଜଣଙ୍କ ମାଆ ଛେଉଣ୍ଡ ହୋଇଥିବା ହେତୁ. ସେ ଏ କଥା କାହାକୁ ଜଣାଇ ପାରି ନ ଥିଲେ |

ନାବାଳିକାର ଜୀବନ ସହ ଖେଳି ସାରି କାହାକୁ ନ କହିବା ପାଇଁ ଧମକ ଦେଲା ଏବଂ କହିଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଲା | ସେ ମଧ୍ୟ ଭୟରେ କାହାକୁ କହି ନା ଥିଲେ | ପୁଣି ନାବାଳିକା ଜଣକ ଗାଧୋଇବା ପାଇଁ ଯିବା ସମୟରେ ସେ ଉଣ୍ଡି ବସିଥିଲା | ବିଲ ଭିତରକୁ ଏକା ନେଇ ପୁଣି ଖରାପ ସମ୍ପର୍କ ରଖିଥିଲା | ଏମିତି ବାରମ୍ବାର ଖରାପ ସମ୍ପର୍କ ରଖି କାହାକୁ କିଛି ନ କହିବା ପାଇଁ ଧମକ ଦେଇ ଦେଲା |

କିନ୍ତୁ ପାପ କେବେ ଲୁଚି ରହେନା | ସମସ୍ତ ଲକ୍ଷଣ ଦେଖି ସେ ତାଙ୍କ ବାପାଙ୍କୁ ଡକାଇଥିଲେ | ତାଙ୍କ ବାପା ଆସି ଓଲଟରାସାଉଣ୍ଡ କଲାରୁ ନାବାଳିକା ଜଣକ ସାତ ମାସର ଗର୍ଭବତୀ ବୋଲି ଜଣା ପଡିଛି | ଏ ନେଇ ତାଙ୍କ ବାପା ଥାନାରେ ରାଜୀବ ମଳିକଙ୍କ ନାମରେ ଲିଖିତ ଅଭିଯୋଗ ଦେଇଛନ୍ତି | ଏହା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି | ଶୁକ୍ରବାର ଯାଜପୁର ଜିଲ୍ଲା ବିଞ୍ଜାଳ ପୁର ଥାନା ଅନ୍ତର୍ଗତ କନିପୁର ଅଂଚଳରୁ ଅଭିଯୁକ୍ତଙ୍କୁ ଗିରଫ କରା ଯାଇ ଥିବା ନେଇ ଆଇ ଆଇ ସି ଦିଲୀପ ସାହୁ ସୂଚନା ଦେଇଛନ୍ତି | ଏ ନେଇ ପୀଡିତାଙ୍କ ବାପା ନ୍ୟାୟ ଭିକ୍ଷା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।