ସବୁ ସମୟ ଖବର ସାଥିରେ

🛑EXCLUSIVE :ସ୍ୱାମୀ କୁ ଛାଡି ପ୍ରେମିକ ସହ ଫେରାର ଥିଲେ ମହିଳା ! ଆଉ ପ୍ରେମିକ ରାତିରେ ପ୍ରେମିକ ସହିତ ଏମିତି କାମ କଲା…ଶୁଣିଲେ ଆପଣ ହୋସ ଉଡିଯିବ..ଦେଖନ୍ତୁ video

0 15

ଗଣ ମାଧ୍ୟମରେ ଆପଣ ମାନେ ପରକିଆ ପ୍ରୀତିର ବହୁତ ଘଟଣା ମାନ ଦେଖିବାକୁ ପାଉଥିବେ | ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇ ବାକୁ ଯାଉଅଛୁ ଯୋଉଁଥି ଦେଖିବାକୁ ମିଳିଛି ଯେ ବିବାହିତ ମହିଳା ନିଜର ପୂର୍ବ ପ୍ରେମିକ ସହ ବିବାହ ପରେ ଫେରାର ହୋଇ ଯାଇଛନ୍ତି |
ଏପରି ଏକ ଅଭଵାନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ର ପୁର ବ୍ଲକ ଅଧିନସ୍ଥ ଯମରା ଗାଁରେ | ଜଣେ ବିବାହିତ ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କ ପୁରୁଣା ପ୍ରେମିକ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି | ଏମିତି କି ତାଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିବା ସହ ତାଙ୍କର ବ୍ଲାଉଜ ଚିରି ଦେବାର ଅଭିଯୋଗ କରି ଥିବା ସହ ସେ ଗଣ ମାଧ୍ୟମ ଆଗରେ ଏହି କଥା କହିଛନ୍ତି | ଏହା ସହ ସେହି ଯୁବକ ଜଣଙ୍କ ତାଙ୍କୁ ପଳାଇ ନିଜ ସହ ପଳାଇ ଯିବାକୁ କହିବା ସହ ତାଙ୍କ ଜୀବନ ବର୍ବାଦ କରି ଦେବାର ଧମକ ମଧ୍ୟ ଦେଇଛନ୍ତି ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି |

ଏହି ଯୁବକଙ୍କ ନାମ ହେଉଛି ସଞ୍ଜୟ | ସେ ରଙ୍ଗ ଦେବାର କାମ କରନ୍ତି | କିନ୍ତୁ ସଞ୍ଜୟ ଏହି ସବୁ ଅଭିଯୋଗକୁ ସମ୍ପୂର୍ଣ ରୂପରେ ପ୍ରତ୍ୟାଖାନ କରି ଅଛନ୍ତି | ସେ କହିଛନ୍ତି ଯେ ତାଙ୍କ ଘର ଆଗ ଦେଇ ସେ କୌଣସି ଘରକୁ ରଙ୍ଗ ଦେବା କାମ କରିବା ପାଇଁ ଯାଉ ଥିବା ବେଳେ ତାଙ୍କ ପ୍ରେମିକାଙ୍କ ଶାଶୁ ଘର ଲୋକେ ତାଙ୍କୁ ଘର ଭିତରକୁ ଟାଣି ନେଇ ମାଡ଼ ମାରିଛନ୍ତି | ତାଙ୍କ ପ୍ରେମିକଙ୍କ ଶାଶୁ ଶ୍ୱଶୁର ଓ ସ୍ୱାମୀ ସମସ୍ତେ ମିଶି ମାଡ଼ ମାରିଛନ୍ତି |

ସଞ୍ଜୟ କହିଛନ୍ତି ଯେ ତାଙ୍କ ପ୍ରେମିକା ତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖି ଥିଲେ | କିନ୍ତୁ କିଛି ଦିନ ପରେ ସେ au କାହାକୁ ବିବାହ କରି ଯାଇ ଥିଲେ | ଏବଂ ସଞ୍ଜୟ ମଧ୍ୟ ଧୀରେ ଧୀରେ ତାଙ୍କୁ ଭୁଲିବା ପାଇଁ ଚେଷ୍ଟା କରୁ ଥିଲେ | କିନ୍ତୁ ଏହି ସମୟରେ ପ୍ରେମିକା ଜଣଙ୍କ ତାଙ୍କ ପକ୍ଷରୁ ପୁଣି ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା କରି ଫୋନ ଦ୍ୱରା ଯୋଗାଯୋଗ କରି ଥିଲେ | ଏବଂ ତାଙ୍କୁ ପୂର୍ବ ପରି ଭଲ ପାଉ ଥିବାର ଆଶ୍ୱାସନା ଦେଇ ଥିଲେ | ପ୍ରେମିକାଙ୍କର ମିଠା କଥାରେ ସଞ୍ଜୟ ପୁଣି ଫସି ଯାଇ ଥିଲେ |

ପୁଣି ସେମାନଙ୍କ ସମ୍ପର୍କ ବଢ଼ିବାରେ ଲାଗି ଥିଲା ଓ ପ୍ରେମିକା ଜଣଙ୍କ ସଞ୍ଜୟଙ୍କ ସହିତ କିଛି ଦିନ ପାଇଁ ଫେରାର ମଧ୍ୟ ହୋଇ ଯାଇ ଥିଲେ | କିନ୍ତୁ ଏହି ସବୁ ପ୍ରେମିକାଙ୍କର ମିଛ ପ୍ରତାରଣା ଥିଲା ବୋଲି ସଞ୍ଜୟ ଜାଣି ନ ଥିଲେ | ନିଜର ସ୍ୱାର୍ଥ ହାସଲ ହୋଇ ଗଲା ପରେ ସେ ତାଙ୍କ ସ୍ୱାମୀଙ୍କ ପାଖକୁ ପୁଣି ଫେରି ଯାଇ ଥିଲେ | ଏହି ଘଟଣା ପାଇଁ ସଞ୍ଜୟ ବହୁତ ମର୍ମାହତ ହୋଇ ଛନ୍ତି ବୋଲି କହିଛନ୍ତି | ତାଙ୍କ ନାମରେ ଏହା ଏକ ମିଥ୍ୟା ଅଭିଯୋଗ କରା ଯାଉଛି ବୋଲି ସେ କହିଛନ୍ତି |

ଆମେ ଆପଣଙ୍କୁ କହିବାକୁ ଚାହିଁବୁ କି ବିବାହ ପରେ ନିଜର ସ୍ୱାମୀଙ୍କ ସହିତ ଖୁସିରେ ରହି ନିଜର ସୁଖର ସଂସାର ବନାନ୍ତୁ | ପୂର୍ବ ପ୍ରେମିକ ବା ପ୍ରେମିକାଙ୍କ ସହିତ ସମ୍ପର୍କ ନ ରଖି ସ୍ୱାମୀଙ୍କ ସହିତ ଖୁସିରେ ରୁହନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।