ସବୁ ସମୟ ଖବର ସାଥିରେ

🛑EXCLUSIVE : ଭାଇରାଲ ହେଉଛି ଶହୀଦ ଯବାନଙ୍କ ଝିଅର ଖରାପ ଭିଡିଓ ! ବୀମା ନାଁରେ ଶହୀଦ ଯବାନଙ୍କ ଝିଅ ସହ ଏମିତି ଅମାନବୀୟ କାଣ୍ଡ ଶୁଣିଲେ କାନ୍ଦି ପକେଇବେ ଆପଣ…

0 14

ପ୍ରତ୍ୟେକ ଦିନ ସମାଜରେ ଏକ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ସାଧାରଣ ମଣିଷ ବିଶ୍ୱାସ କରି ପାରିବ ନାହିଁ | କଳି ଯୁଗର ଶେଷ ପର୍ଯ୍ୟାୟ ଆସି ଥିବାର ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି | ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁଳ ପରିମାଣରେ ଭାଇରଲ ହେବାରେ ଲାଗିଛି | ମଣିଷ ନିଜର ସଭ୍ୟତା, ସଂସ୍କାର, ପରମ୍ପରା, ଭକ୍ତି, ସମ୍ମାନ ଆଦି ସମସ୍ତ ଗୁଣ ଭୁଲି ଯାଉଛି | ଏହି ସବୁ ଗୁଣ ଭୁଲି ସେ ହିଂସା ପରାୟଣ ହୋଇ ଯାଉଛି |ଅଧିକାଂଶ ସ୍ଥାନରେ ହତ୍ୟା, ଗଣ ଦୁଷ୍କର୍ମର କାରନାମା ବଢ଼ି ବଢ଼ି ଚାଲିଛି | ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଆମ ଦେଶରେ ଯବାନ ମାନେ ଆମ ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁ ଥିବାରୁ ଆମେ ଶାନ୍ତିରେ ଜୀବନ ଯାପନ କରି ପାରୁଚୁ |ସେମାନେ ଦେଶ ପାଇଁ ନିଜର ଜୀବନ ମଧ୍ୟ ଦେବାକୁ ପଛାଇ ନ ଥାନ୍ତି | ସତରେ ସେମାନେ କେତେ ମହାନ |ହେଲେ ଆଜି ଏମିତି ଏକ ଖବର ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ | ଜଣେ ବ୍ୟକ୍ତି ଶହୀଦ ଯବାନଙ୍କ ଝିଅଙ୍କ ସହିତ ଦୁଷ୍କର୍ମ କରି ଥିବାର ଅଭିଯୋଗ ହୋଇଛି |

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଭରିଗୋଲା ଗ୍ରାମରେ | ଏହି ଗ୍ରାମର ଶହୀଦ ବିଦ୍ୟାଧର ନାୟକଙ୍କ ଝିଅ ସହ ବ୍ଲାକ ମେଲିଙ୍ଗ କରି ତାଙ୍କର ଅଶ୍ଳୀଳ ଭିଡିଓ ଭାଇରଲ କରିଥିବା ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି | ଏହି ବ୍ୟକ୍ତିଙ୍କ ନାମ ହେଉଛି ମନରଞ୍ଜନ ପରିଡା ଓର ଅଫ ମନୁ ଏବଂ ତାଙ୍କ ପିତାଙ୍କ ନାମ ଭାଗବତ ପରିଡା| ଏହି ବ୍ୟକ୍ତି ଜଣଙ୍କ ବିବାହିତ ହୋଇ ଥିଲା ବେଳେ ଏବେ ସେ ଥାନାରେ ଅଟକ ଅଛନ୍ତି |

ବୀମା କରିବା ବାହାନାରେ ଝିଅ ସହ ଶାରୀରିକ ସମ୍ପର୍କ. ରଖି ପରିବାରକୁ ଧୋକା ଦେଇଥିବା ନେଇ ଶହୀଦ ବିଦ୍ୟାଧର ନାୟକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି | ତାଙ୍କ ସ୍ତ୍ରୀଙ୍କ କଥା ଅନୁଯାୟୀ ବିଦ୍ୟାଧର ନାୟକଙ୍କ ଶହୀଦ ହେବା ପରେ ସରକାରଙ୍କ ତରଫରୁ କିଛି ତାଙ୍କ ମିଳି ଥିଲା | ଏହାର ଖବର ନେଇ ମନରଞ୍ଜନ ବୀମା କରି ଦେବା ନେଇ କହି ଥିଲେ ଏବଂ ତାଙ୍କ ପରିବାର ସହିତ ଏକ ସୁସମ୍ପର୍କ ଗଠନ କରି ଥିଲେ |

ପରିବାରର ସମସ୍ତଙ୍କ ସହିତ ଭଲ ଭାବେ ମିଶିବାର ଛଳନା କରି ସମସ୍ତ ପଇସା ଲୁଟି ନେଇ ଥିଲେ | ଏବଂ ତା ଭିତରେ ବିଦ୍ୟାଧର ନାୟକଙ୍କ ସାନ ଝିଅ ସହ ସମ୍ପର୍କ ରଖି ତାକୁ ଭାଇରଲ କରିଛନ୍ତି | ସେହି ଭିଡିଓ ଗୁଡିକୁ ତାଙ୍କ ସ୍ତ୍ରୀ ଦେଖି ଥିଲେ ଏବଂ ସମସ୍ତ କଥା ଜଣା ପଡିଥିଲା | ପଚାରିବାରୁ ସେ ତାଙ୍କ ପରିବାରର ଅନ୍ୟ ମହିଳା ମାନଙ୍କ ସହିତ ରେଫ କରିବାର ଧମକ ମଧ୍ୟ ଦେଇଛନ୍ତି | ଏ ନେଇ ପୀଡ଼ିତାଙ୍କର ମାଆ ଓ ପରିବାର ଲୋକେ ଆଜୀବନ କାରାଦଣ୍ଡ ହେବା ନେଇ ଅଭିଯୋଗ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।