ସବୁ ସମୟ ଖବର ସାଥିରେ

🛑EXCLUSIVE :ମୁଁ ଝାଡା ଯାଇଥିଲି, ମୋ ପଛପଟେ ଜବରଦସ୍ତ ଗ୍ଳାସ ପସାଇଦେଲେ,ଏ ନେଇ ଯୁବକ କଲେ ଏହି ଭୟଙ୍କର ଖୁଲାସା…ଦେଖନ୍ତୁ video

0 11

ଆଜିକାଲି ସମାଜରେ ଅଧିକାଂଶ କ୍ଷେତ୍ରରେ ବହୁତ ଅସାମାଜିକ କାର୍ଯ୍ୟ ଦେଖିବାକୁ ମିଳୁଛି | ଯାହା କେବେ ବି କେହି ସ୍ବପ୍ନରେ ସୁଦ୍ଧା ଭାବି ନ ଥିବେ | ଏବଂ ଏହି ଘଟଣା ଗୁଡିକୁ ନିଜ ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ କରି ହେଉନି | ଗଣ ମାଧ୍ୟମ ଦ୍ୱାରା ସମସ୍ତ ଖବର ଆମେ ଜାଣିବାକୁ ପାଇ ପାରୁଚୁ | ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭାବନୀୟ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ଆସନ୍ତୁ ଜାଣିବା ସେ ବିଷୟରେ |
ଏକ ଖବରରୁ ଜଣା ପଡିଛି କି ଜଣେ ବ୍ୟକ୍ତିଙ୍କ ପେଟ ଭିତରେ ଏକ ଷ୍ଟିଲ ଗ୍ଲାସ ଦେଖିବାକୁ ମିଳିଛି | ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଘଟଣା ଅଟେ | ଏହି ବ୍ୟକ୍ତି ଜଣଙ୍କ ଗୁରୁତର ଅବସ୍ଥାରେ ଆସି ଉପସ୍ଥିତ ହୋଇ ଥିଲେ | ଡାକ୍ତର ମାନେ ଏକ୍ସ ରେ ଦ୍ୱାରା ଜାଣିବାକୁ ପାଇ ଥିଲେ ଯେ ପେଟ ଭିତରେ ଏକ ଗ୍ଲାସ ଅଛି ଯୋଉଁ କାରଣରୁ ବ୍ୟକ୍ତି ଜଣଙ୍କ ଅସୁସ୍ଥ ହୋଇ ପଡିଛନ୍ତି |
ଏଭଳି ଏକ ଆଶ୍ଚର୍ଯ୍ୟ ଜଣକ ଖବର ଆସିଛି ବୁଗୁଡ଼ା ବାଲିପଦା ଅଂଚଳରୁ | ଏହି ବ୍ୟକ୍ତି ଜଣଙ୍କ ପ୍ରବାସୀ ଭାବେ କିଛି ସାଙ୍ଗ ମାନଙ୍କ ସହ ସୁରଟରେ ରହି କାମ କରୁ ଥିଲେ | ଗତ କିଛି ଦିନ ପୂର୍ବରୁ ରାତିରେ ତାଙ୍କର ସାଙ୍ଗ ମାନେ ମଦ୍ୟ ପାନ କରି ଥିଲେ | ଏହି ବ୍ୟକ୍ତି ଜଣଙ୍କ ଝାଡା ଯାଇ ଫେରି ଆଶୁ ଥିଲେ | ସେହି ସମୟରେ ତାଙ୍କ ସାଙ୍ଗ ମାନେ ମଦ୍ୟପାନ ଅବସ୍ଥାରେ ତାଙ୍କ ମଳଦ୍ୱାର ପଟେ ଏକ ଷ୍ଟିଲ ଗ୍ଲାସ ପୁରାଇ ଦେଇ ଥିଲେ |

ଏହି ଘଟଣାକୁ ବିତି ଯିବାର ଦଶ ଦିନ ପରେ ସେ ସୁରଟରୁ ଓଡିଶାକୁ ଆସି ଥିଲେ | ତାଙ୍କୁ ଆସିବ ପାଇଁ ୩ ଦିନ ଲାହି ଥିଲା | ଘରେ ଆସି ସେ ଦୁଇ ଦିନ ରହି ସାରିଲା ପରେ ତାଙ୍କର ପେଟ ବ୍ୟଥା ଆରମ୍ଭ ହୋଇ ଥିଲା |ଏତେ ଦିନ ପର୍ଯ୍ୟନ୍ତ ତାଙ୍କୁ ଝାଡା ମଧ୍ୟ ହୋଇ ନ ଥିଲା | ତାପରେ ସେ ସେ ବ୍ରହ୍ମହପୁର ର ଏମ କେ ସି ଜି ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ନେଇ ଥିଲେ | ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସାରୁ ଜାଣି ପାରି ଥିଲେ ଯେ କ୍ଷୁଦ୍ରାନ୍ତରେ ଏକ ଗ୍ଲାସ ଅଛି ବୋଲି | ତାପରେ ତାଙ୍କର ଅପେରସନ ଜରିଆରେ ସେହି ଗ୍ଲାସ ଟିକୁ ବାହାର କରା ଯାଇଛି |ଏବେ ସେ ଠିକ ଥିବାର ଜଣା ପଡିଛି ଏବଂ ସେ ଖାଦ୍ୟ ଖାଉଛନ୍ତି |

ଡାକ୍ତରଙ୍କ କହିବା ଅନୁଯାଇ ମଳଦ୍ୱାର ପଟେ ଅଧିକ ବଳ ପ୍ରୟୋଗ କଲେ କିଛି ଜାଗାରେ କ୍ଷତ ହୋଇ ଗ୍ଲାସଟି ଶରୀର ଭିତରକୁ ପଶି ଥାଇ ପାରେ ଓ ଆମ କ୍ଷୁଦ୍ରାନ୍ତ ଷ୍ଟ୍ରେଚେବଲ ହୋଇ ଥିବାରୁ ତାହା ରହି ଯାଇଥିଲା | ଗ୍ଲାସଟି ଏତେ ଦିନ ଧରି ଅଟକି ରହି ଥିବାରୁ ସେଠାରେ ରକ୍ତ ସଂଚାଳନ ବନ୍ଦ ହୋଇ ଥିବାରୁ ସେ ଅସୁସ୍ଥ ହୋଇ ପଡିଛନ୍ତି | ଏଭଳି ଏକ ଘଟଣାରେ ଏହି ବ୍ୟକ୍ତିଙ୍କର ଅପେରସନ ସଫଳତାର ସହ ହୋଇ ପାରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।