ସବୁ ସମୟ ଖବର ସାଥିରେ

ମୋତେ ସାମ୍ବାଦିକ କରେଇଦେବ କହି, ମୋ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା, ଚାକିରୀ ଦେଲାନି ମେଡ଼ିସିନ ଦେଲା..ଦେଖନ୍ତୁ Video

0 25

ଗଣ ମାଧ୍ୟମ ଦ୍ୱାରା ଆମେ ଘରେ ବସି ସମସ୍ତ ଖବର ବିଷୟରେ ସୂଚନା ପାଇ ପାରୁଚୁ | ବିଶେଷ କରି ପରକିଆ ପ୍ରୀତିକୁ ନେଇ ବିଭିନ୍ନ ଘଟଣା ଆପଣ ମାନେ ଦେଖିବାକୁ ପାଉ ଥିବେ ଗତକାଲି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକରେ | ଯୋଉଁଥିକି ଏକ ୱେବ ଚେନଲର ଦୁଇ ଜଣ ସାମ୍ବାଦିକଙ୍କ ମଧ୍ୟରେ ରାସ୍ତା ଉପରେ ମାରପିଟ ଏବଂ ଗଣ୍ଡୋଗଳ ଦେଖିବାକୁ ମିଳିଛି | ଆସନ୍ତୁ ଜାଣିବା ସେ ବିଷୟରେ |
ଏହି ଭିଡିଓ ଏବେ ସାର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓରେ ଦେଖିବାକୁ ମିଳିଛି ମହିଳା ଜଣଙ୍କ ପୁରୁଷ ଜଣଙ୍କୁ ଚପଲରେ ପିଟୁ ଥିବାର ନଜର ଆସିଛି | ଏହି ଅଭିଯୁକ୍ତ ଜଣଙ୍କ ନାମ ହେଉଛି ଅକ୍ଷୟ ରଞ୍ଜନ ଦାସ | ସେ କଟକର ଜଣେ ସାମ୍ବାଦିକ ଅଟନ୍ତି | ସେ ଏହି ଅଭିଯୋଗ କାରିଣୀଙ୍କୁ ଚାକିରୀ ପ୍ରଲୋଭନା ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁ ଥିଲେ ଏବଂ ଏବେ ଏହି କଥା ଦାଣ୍ଡରେ ପଡି ହାଟରେ ଗଡୁଛି | ଦୁଇ ଜଣ ବିଭିନ୍ନ ଆଡେ ବୁଲୁ ଥିବାର ଓ କିଛି ଆନ୍ତରଙ୍ଗ ମୁହୁର୍ତର ବିଭିନ୍ନ ଫୋଟୋ ମଧ୍ୟ ଦେଖିବାକୁ ମିଳିଛି|

ପୀଡିତା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କିଛି ଅନ୍ତରଙ୍ଗ ମୁହୁର୍ତର ଫୋଟୋ ଦେଖାଇ ବ୍ଲାକମେଲ କରା ଯାଉଛି | ଏବଂ ତାଙ୍କୁ ସମ୍ପର୍କ ରଖିବା ପାଇଁ ବାଧ୍ୟ କରା ଯାଉଥିଲା | ପୁରୁଷ ଜଣକ ଏହି ଫୋଟୋକୁ ମହିଳାର ଗାଁର ମୁଖିଆଙ୍କୁ ଏବଂ ତାଙ୍କ ବାପା ମାଆଙ୍କୁ ଦେଖାଇ ଥିବା ବେଳେ ଏବେ ସେ ସହରରେ ଏହି ଫୋଟୋକୁ ଭାଇରଲ କରୁଛନ୍ତି | ଦୀର୍ଘ ପାଞ୍ଚ ବର୍ଷ ହେଲାଣି ତାଙ୍କ ସହ ଦୁଷ୍କର୍ମ କରି ଆସୁଛନ୍ତି | ଉଭୟ ପୁରୁଷ ଓ ମହିଳା ଜଣଙ୍କ ବିବାହିତ ଅଟନ୍ତି |

ମହିଳା ଜଣଙ୍କ ଅକ୍ଷୟ ରଞ୍ଜନ ଦାସ ସହିତ ମୋଟ ଚାରି ଜଣଙ୍କ ଆମରେ ଏତଲା ଦେଇଛନ୍ତି | ଏବେ ତାଙ୍କୁ ରାସ୍ତା ଘାଟରେ ଚାଲି ନ ଦେବା ସହ ତାଙ୍କ ଗାଡିକୁ ଭଙ୍ଗା ରୁଜା କରିଛନ୍ତି | ତାଙ୍କ ମାଆଙ୍କୁ ମାଡ଼ ମାରିବା ସହ ଗାଁରେ ତାଙ୍କ ବାପାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି |

ଏହି ଭିଡିଓରେ ନ୍ୟାୟ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଗୀ ଯିଏ କି ପୀଡିତା ଜଣଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରୁଛନ୍ତି ଏବଂ କହୁଛନ୍ତି କି ନିଜର ସ୍ୱାମୀ ରହିବା ସତ୍ୱେ କାହିଁକି ପର ପୁରୁଷ ପାଖକୁ ଯାଉଥିଲୁ ଏବଂ ସେ ପୀଡିତା ଜଣଙ୍କର ଚରିତ୍ର ଉପରେ ଗାଳି କରୁଛନ୍ତି |

ମହିଳା ଜଣଙ୍କ ବିଭିନ୍ନ ହୋଟେଲରେ ତାଙ୍କ ସହ ରହିଥିବାର ଏବଂ ଗର୍ଭପାତ କରିଥିବାର କହିଛନ୍ତି | ତାଙ୍କ ଠାରୁ ଏକ ଲକ୍ଷ ତାଙ୍କ ନେଇଛନ୍ତି ଏବଂ ଏହା ମହିଳା ଜଣକ ନିଜର ଗହଣା ପତ୍ର ମାଥୁର ଫାଇନାନ୍ସରୁ ଆଣି ଦେଇ ଥିବାର କହିଛନ୍ତି | ଅକ୍ଷୟ ଦାସ ନିଜର ଘର କରିବା ପାଇଁ ତାଙ୍କ ଠାରୁ କରଜ ନେଇ ଫେରେଇ ଦେବାର ପ୍ରତିଶୃତି ଦେଇ ଥିଲେ କିନ୍ତୁ ଏତେ ପର୍ଯ୍ୟନ୍ତ ଦେଇ ନ ଥିବା ବେଳେ ତାଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ କରିଛନ୍ତି |ପୂର୍ବରୁ ମହିଳା ଜଣଙ୍କ ଏକ ଘରୋଇ ହସ୍ପିଟାଲରେ ଜଣେ କର୍ମଚାରୀ ଥିଲେ | ଏବେ ଦେଖିବାକୁ ରହିଲା ଏହି ଘଟଣା ଆଉ କୋଉଁ ମୋଡ ନେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।