ସବୁ ସମୟ ଖବର ସାଥିରେ

🛑EXCLUSIVE : ଦୀନେଶ ପାଖରେ ବସି ଦୀପିକା ତାଳି ମାରିଲେ ! କେକ କାଟିବା ସହ ରୋମାନ୍ସ କରିବାର ଭିଡ଼ିଓ ଭାଇରାଲ… ଦେଖନ୍ତୁ Video

0 12

ଦୁଇ ଦିନ ପୂର୍ବରୁ ଦୀନେଶ ସୋସିଆଲ ମିଡ଼ିଆକୁ ଆସି ନିଜର ମନ୍ତବ୍ୟ ରଖି ଥିଲେ | ସେ ନିଜର ମନ୍ତବ୍ୟରେ କହିଥିଲେ ଯେ ତାଙ୍କର କୌଣସି ଭୁଲ ନାହିଁ ଏବଂ ସେ ଆଇନ ଉପରେ ଭରସା କରିଛନ୍ତି | ସେ ଆଇନର ସାହାରା ନେଇ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ବୋଲି କହି ଥିଲେ |

କିନ୍ତୁ ଏହି କ୍ଷେତ୍ରରେ ଦୀପିକା ମଧ୍ୟ ନିଜ ଜିଦରେ ଅଟଳ ରହି ଦୀନେଶଙ୍କ ଘର ଆଗରୁ ଉଠିବାର ନାଁ ଧରି ନାହାନ୍ତି ଓ ସେ ତାଙ୍କ ସ୍ୱାମୀଙ୍କ ଅଧିକାର ସହିତ ତାଙ୍କ ପିଲାକୁ ବାପାଙ୍କ ପରିଚୟ ନେଇ ରହିବେ ବୋଲି କହିଛନ୍ତି |ଏହି ଧାରଣରେ ତାଙ୍କୁ ସମାଜ ସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି | ଏହା ସହିତ ସେଠାକାର ସାହି ବାସିନ୍ଦା ମଧ୍ୟ ଏହାର ସମଧାନ ପାଇଁ ଆଗଭର ହୋଇ ଆସିଛନ୍ତି |
ଦୀପିକାଙ୍କୁ ଦୀନେଶଙ୍କର ମାଆ କିଛି ଦିନ ପୂର୍ବରୁ ଦୁର୍ବ୍ୟବହାର କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା | ତାଙ୍କ ଉପରେ ନିଆଁ ପକାଇବା ସହ ବହୁତ ଅଳିଆ ମଧ୍ୟ ପକାଇ ଥିବାର ଭିଡିଓ ଦୀପିକା ଗଣ ମାଧ୍ୟମକୁ ସୂଚନା ଦେଇ ଥିଲେ | ଦୀନେଶଙ୍କର ମାଆ ଆସି ସେମାନେ ବସିଥିବା ସ୍ଥାନରେ ଭଙ୍ଗା ରୁଜା କରିଥିବା ବେଲେ ପ୍ରମିଳା ଓ ଦୀପିକାଙ୍କୁ ଅଶ୍ଳୀଳ ଗାଳି ଗୁଲଜ କରି ଥିବାର ଅଭିଯୋଗ ହୋଇଛି |

ଏ ନେଇ ଦୀପିକା ମଧ୍ୟ କହିଛନ୍ତି ଯେ ଯେତେ ଯାହା କଷ୍ଟ ଦେଲେ ମଧ୍ୟ ସେ ତାଙ୍କ ଅଧିକାର ନେଇ ରହିବେ | ଏବଂ ସେହି ଗୋଟିଏ ସ୍ଥାନରେ ଖାଉଛନ୍ତି, ପିଉଛନ୍ତି ଏବଂ ଶୋଉଚନ୍ତି |ତାଙ୍କର ଦାବି ରହୁଛି ଯେ ତାଙ୍କୁ ସ୍ତ୍ରୀର ମାନ୍ୟତା ମିଳୁ ଏବଂ ତାଙ୍କ ପିଲାକୁ ବାପାର ମାନ୍ୟତା ମିଳୁ | ସେ କହିଛନ୍ତି କି ତାଙ୍କର କିଛି ଧନ ସମ୍ପତ୍ତି ଦରକାର ନାହିଁ | କେବଳ ତାଙ୍କ ସ୍ୱାମୀ ଦରକାର |

ଦୀପିକା କହିଛନ୍ତି ଯେ ଦୀନେଶ ଓ ତାଙ୍କ ଭିତରେ ସମ୍ପର୍କ ବହୁତ ନିବିଡ଼ ରହି ଥିଲା, ଏମିତି କି ଦୀନେଶ ଗୋଟିଏ ଦିନ ନ ଦେଖିଲେ ରହି ପାରୁ ନ ଥିଲେ ଏବଂ କିଛି ବି ଗଣ୍ଡଗୋଳ ହେଉ ନ ଥିଲା | କିନ୍ତୁ ଯେବେଠୁଁ ଦୀନେଶ ଶୁଣିଲେ ଯେ ଦୀପିକା ପ୍ରେଗନାଣ୍ଟ ଅଛନ୍ତି ବୋଲି ସେବେଠୁ ସେମାନଙ୍କ ସମ୍ପର୍କରେ ଝଡ ସୃଷ୍ଟି ହୋଇ ଥିଲା ଓ ଦୀନେଶ ତାଙ୍କୁ ଇଗନର କରିବାକୁ ଲାଗିଥିଲେ |କିନ୍ତୁ ଏବେ ଦୀପିକା ଓ ଦୀନେଶଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି | ଯୋଉଁ ଥିରେ ଦୀନେଶଙ୍କୁ କେକ କାଟୁଥିବାର ଦେଖିବାକୁ ମିଳିଛି | ଆସନ୍ତୁ ଜାଣିବା ସେ ଭିଡିଓ ସମ୍ପର୍କରେ |

ଏହି ଭିଡିଓରେ ଦୀନେଶ ତାଙ୍କ ଜନ୍ମଦିନରେ ଦୀପିକାଙ୍କ ସହିତ ଏକ କେକ କାଟୁଛନ୍ତି | କେକ କାଟିବା ସମୟରେ ଦୀପିକା ଓ ଦୀନେଶଙ୍କର ବନ୍ଧୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଉ ଛନ୍ତି | ଏବଂ ଦୀନେଶ କେକ କାଟିବା ପରେ ପ୍ରଥମେ ଦୀପିକାଙ୍କୁ ଖୁଆଇ ଦେବାର ନଜର ଆସୁଛି ଏବଂ ଦୀପିକା ମଧ୍ୟ ଦୀନେଶଙ୍କୁ ଖୁଆଇ ଦେଉଛନ୍ତି | ସେମାନେ ବହୁତ ମଜା ମସ୍ତି କରୁଥିବାର ଦେଖା ଯାଉଛି | ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ଜାଣି ପାରିବେ ପୂର୍ବରୁ ସେମାନଙ୍କ ସମ୍ପର୍କ ବହୁତ ନିବିଡ଼ ରହିଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।