ସବୁ ସମୟ ଖବର ସାଥିରେ

କିଙ୍ଗ କୋବ୍ରାକୁ କିସ କଲେ ମହିଳା !ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ..ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 9

ସାପକୁ ବା କାହାର ଭୟ ନ ଥାଏ | ହେଲେ କାହାକୁ ସେ ଅଯଥାରେ ଆଘାତ କରି ନ ଥାଏ | ଯେତେବେଳେ କେହି ଜଣେ ତାର ହାନି କରିବା ପାଇଁ ଚାହେଁ ସେତେବେଳେ ସେ ନିଜକୁ ରକ୍ଷା କରିବା ପାଇଁ ଯାଇ ଅନ୍ୟକୁ ଦଂଶନ କରି ଥାଏ | କେତେକ ସାପ କାମୁଡ଼ିଲେ ବିଶେଷ କ୍ଷତି ହୋଇ ନ ଥାଏ କାରଣ ସେମାନଙ୍କର ବିଷ ନ ଥାଏ | ଏବଂ ଏମିତି ମଧ୍ୟ ସାପ ଅଛନ୍ତି ଯୋଉଁ ମାନେ ବିଷଧର ହୋଇ ଥାନ୍ତି | ଅନେକ ଲୋକ ସାପକୁ ଶୁଭ ବୋଲି ମଧ୍ୟ ବିଚାର କରି ଥାନ୍ତି | କିଛି ସାପ ମାନଙ୍କର ବିଷରୁ ହିଁ ବିଭିନ୍ନ ମାରାତ୍ମକ ରୋଗର ମେଡ଼ିସିନ ବାହାର କରା ଯାଇ ଥାଏ |
ଆମେ ସୋସିଆଲ ମିଡିଆରେ ସାପ ସହ ଜଡ଼ିତ ଅନେକ ଭିଡିଓ ଦେଖିବାକୁ ମିଳିଥାଏ । ଏମିତିରେ ତ’ ଲୋକେ ଛୋଟ ବଡ଼ ସବୁ ସାପକୁ ଡରନ୍ତି । ପ୍ରାୟ ସବୁ ପ୍ରଜାତି ଭୟଙ୍କର ହୋଇଥାନ୍ତି, କିନ୍ତୁ କିଛି ଏଭଳି ପ୍ରଜାତି ଅଛନ୍ତି ଯେଉଁମାନେ ବିଷାକ୍ତ ନୁହଁନ୍ତି ।ଏମିତି ମଧ୍ୟ ଲୋକ ମାନେ ଦେଖିବାକୁ ମିଳିଥାନ୍ତି ଯୋଉଁ ମାନେ ସାପକୁ ନିଜର ପୋଷା ମନାଇ ପାରିଥାନ୍ତି | ଏବଂ ସେହି ସାପ ସେମାନଙ୍କର କିଛି କ୍ଷତି କରି ନ ଥିବା ବେଳେ ସମସ୍ତ ଅର୍ଡରକୁ ମାନି ଥାନ୍ତି |
ଅବଶ୍ୟ ସବୁ ସାପ ମଧ୍ୟରେ କିଙ୍ଗ କୋବ୍ରା ସବୁଠୁ ଅଧିକ ବିଷାକ୍ତ ହୋଇଥାନ୍ତି | ଏମାନେ କିଛି ଦୂରରୁ ମଧ୍ୟ ନିଜର ବିଷ ଫୋପାଡ଼ି ଦେଇ ଥାନ୍ତି |ଯାହା କାମୁଡ଼ିବା ଦ୍ୱାରା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ କିଛି ମିନିଟ୍ ମଧ୍ୟରେ ହୋଇପାରେ | ଏବଂ ଏମାନଙ୍କ କ୍ଷେତ୍ରରେ କୌଣସି ମେଡ଼ିସିନ କାମ କରି ନ ଥାଏ | ଏଭଳି ସାପଙ୍କ ଠାରୁ ଲୋକ ଦୂରରେ ରହିବା ପସନ୍ଦ କରନ୍ତି । କିନ୍ତୁ ଅନେକ ସମୟରେ ଏଭଳି ଲୋକ ଦେଖିବାକୁ ମିଳିଥାନ୍ତି ଯେଉଁମାନେ ହାତରେ ସାପକୁ ଧରି ବୁଲିଥାନ୍ତି । ସେମାନେ ବିନା କୌଣସି ଡରରେ ସାପକୁ ଧରିଥାନ୍ତି । ଏମାନେ ସାପକୁ ବହୁତ ପସନ୍ଦ କରନ୍ତି |
ଆପଣ ସୋସିଆଲ ମିଡିଆରେ ବହୁତ ଲୋକ ରିସ୍କି ଏବଂ ବହୁତ ଆଶ୍ଚର୍ଯ୍ୟକର କାମ କରୁଥିବାର ଦେଖୁଥିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ ବତାଇବୁ ଯାହାକି ଆପଣ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ | ବର୍ତ୍ତମାନ କିଙ୍ଗ କୋବ୍ରାର ଏକ ଅବିଶ୍ୱସନୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ମହିଳା ଏକ ବିଷାକ୍ତ କିଙ୍ଗ କୋବ୍ରାକୁ କିସ୍ କରିବା ପାଇଁ ଚେଷ୍ଟା କରୁଛନ୍ତି |

ଏହି ମହିଳା ଜଣକ ଭିଡ଼ ସାମ୍ନାରେ ଷ୍ଟେଜ ଉପରେ କୋବ୍ରାକୁ କିସ୍ କରିବାକୁ ଚେଷ୍ଟା କରୁଛନ୍ତି |ମହିଳାଙ୍କ ହାତରେ ଏକ କଳା କପଡ଼ା ମଧ୍ୟ ରହିଛି |ମହିଳା ସାପର ଧ୍ୟାନ କପଡ଼ା ଆଡ଼କୁ ନେଉଛନ୍ତି | ଏବଂ ଆଶ୍ଚର୍ଯ୍ୟ କଥା ଏହା ଯେ ଏହି ସାପ ମଧ୍ୟ ଏହି ମହିଳାଙ୍କର କୌଣସି କ୍ଷତି କରୁନାହିଁ | ଏହି ଭିଡିଓକୁ ଲୋକ ମାନେ ବହୁତ ପସନ୍ଦ କରୁ ଥିବା ବେଳେ ଏହା ବହୁତ ଭାଇରଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।