ସବୁ ସମୟ ଖବର ସାଥିରେ

Viral Video :ଅଚାନକ ଭୁବନେଶ୍ୱର ମାର୍କେଟ ବିଲଡିଂରେ କମେଣ୍ଟ ମରାକୁ ନେଇ ସୃଷ୍ଟି ହେଲା ଗଣ୍ଡଗୋଳ ! ଆଉ ତାପରେ ଯାହା ହେଲା ..

0 10

ଆଜିର ସମାଜରେ କେତେବେଳେ ଯେ କଣ ଘଟି ଯାଉଛି ତାହା ଶବ୍ଦରେ ପ୍ରକାଶ କରି ହେବ ନାହିଁ | ଆଜି କାଲି ସୋସିଆଲ ମିଡିଆରେ ସମାଜରେ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି | କେତେବେଳେ କୋଉଠି ହତ୍ୟା, ଗଣ ଦୁଷ୍କର୍ମ ଓ ଚୋରି ଡକାୟତି ତ କେତେବେଳେ ପରକିଆ ପ୍ରୀତିକୁ ନେଇ ହେଇ ଯାଉଛି ହତ୍ୟା | ଏବଂ କେତେକ ସ୍ଥାନରେ ଦେଖିବାକୁ ମିଳୁଛି କି କମେଣ୍ଟ ଓ ରାଗିଂ ନେଇ ବିଭିନ୍ନ ସ୍ଥାନରେ ମାଡ଼ ଗୋଳ ଲାଗି ରହୁଛି | ଆଜି ଆମେ ଏମିତି ଏକ ଖବର ବିଷୟରେ ଆପଣଙ୍କୁ ଜଣାଇବୁ | ତେବେ ଆସନ୍ତୁ ଜାଣିବା ସେ ବିଷୟରେ |
ଏକ ଭିଡିଓରୁ ଦେଖିବାକୁ ମିଳୁଛି କି ଭୁବନେଶ୍ୱରର ମାର୍କେଟ ବିଲଡିଂ ଛକରେ କିଛି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ସହିତ କ୍ୱେଟାଵ ଜଣଙ୍କ ମଧ୍ୟରେ ମଦ ଗୋଳ ମଧ୍ୟ ହେଉଅଛି | ବିଶେଷ ସୂତ୍ରରୁ ଜଣା ପଡିଛି କି ଦୁଇ ଜଣ ଝିଅ ଏକ ଦୋକାନରେ କିଛି ଜିନିଷ କିଣା କିଣି କରୁ ଥିଲା ବେଳେ ଜଣେ ପୁଅ ସେମାନଙ୍କୁ କିଛି କଥା କହି କମେଣ୍ଟ ମାରିଛନ୍ତି | ଏହି କଥାକୁ ନେଇ ଝିଅ ଦୁଇ ଜଣ ରାଗି ଯାଇ ସେହି ଯୁବକ ଜଣଙ୍କୁ ଗାଳି କରୁଛନ୍ତି | ଏହି ଭିଡିଓଟି ଏବେ ବେଶ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |

ଏହି ଭିଡ଼ିଓରୁ ଆହୁରି ମଧ୍ୟ ଦେଖିବାକୁ ମିଳିଛି କି ଯୁବକ ଜଣଙ୍କ କହୁଛନ୍ତି କି ସେ ସେମାନଙ୍କୁ କମେଣ୍ଟ କରି ନାହାନ୍ତି, କେବଳ ସାଇଡ ମାଗି ଥିଲେ ବୋଲି କହୁଛନ୍ତି | କିନ୍ତୁ ଝିଅ ଜଣକ ତାଙ୍କୁ ଧମକାଇ କହୁଛନ୍ତି କି କେବେ ବି କୋଉଁ ଝିଅ ମାନଙ୍କୁ କମେଣ୍ଟ ଣ ମାରିବାକୁ ଏବଂ ଦୁଇ ଜଣଙ୍କ ଭିତରେ ପ୍ରବଳ ଝଗଡା ଲାଗି ଥିଲା ବେଳେ ବହୁତ ଲୋକ ପୁଅ ଜଣଙ୍କୁ ଟାଣି କରି ଅନ୍ୟ ସ୍ଥାନକୁ ନେଇ ଯାଉଛନ୍ତି | ଝିଅ ଦୁଇ ଜଣ ଯୁବକ ଜଣଙ୍କୁ ଥାନାକୁ ଯିବା ପାଇଁ କହୁଛନ୍ତି ଏବଂ ଯୁବକ ଜଣକ କମେଣ୍ଟ କରି ଥିବାର ନେଇ ପାଖ ଦୋକାନୀ ମାନେ ଦେଖିଛନ୍ତି ବୋଲି ଝିଅ ଦୁଇ ଜଣ କହିଛନ୍ତି |

ଏହି ସବୁ ତର୍କ ବିତର୍କ ଭିତରେ ଝିଅ ଜଣକ ଯୁବକ ଜଣଙ୍କୁ ଚପଲରେ ମାରିବେ ବୋଲି କହିଲାରୁ ପୁଅ ଜଣଙ୍କ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଥିଲେ | ଭାଷା ଖରାପ କରିଥିବାରୁ ଝିଅ ଜଣକ ରାଗି ଯାଇ ମାଡ଼ ମାରିବା ପାଇଁ ଉଠାଉ ଥିଲା ବେଳେ କିଛି ଲୋକ ଦୁଇ ଜଣଙ୍କୁ ଅଲଗା କରିଛନ୍ତି |ଏହି ଘଟଣାକୁ ନେଇ ଲୋକ ମାନଙ୍କ ମଧ୍ୟରେ ବହୁତ ଗଣ୍ଡଗୋଳ ଦେଖା ଦେଇ ଥିଲା |
ଆଜିକାଲି ଅଧିକାଂଶ ସ୍ଥାନରେ ଏମିତି ମାରପିଟ ଓ ଗଣ୍ଡଗୋଳ ଦେଖିବାକୁ ମିଳୁଛି ଯାହା ଆମ ସମାଜ ଉପରେ ଏହାର କୁପ୍ରଭାବ ବହୁତ ମାତ୍ରାରେ ପଡୁଛି | ଏହି ସବୁ ଘଟଣା ଘଟିବ ଦ୍ୱାରା ମନୁଷ୍ୟ ନିଜର ସମ୍ପର୍କ ଭୁଲି ପ୍ରତି ହିଂସା ପରାୟଣ ହୋଇ ଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।