ସବୁ ସମୟ ଖବର ସାଥିରେ

🛑EXCLUSIVE : ଆଶ୍ଚର୍ଯ୍ୟ ! ବଂଶୀ ସ୍ବରରେ ମତୁଆଲା ମହୁମାଛି..ଦେଖିଲେ ହୋସ ଉଡିଯିବ

0 12

ପ୍ରତ୍ୟେକ ଦିନ ଆମେ କିଛି ନ କିଛି ନୂଆ ଏବଂ ଚମତ୍କାରୀ ଜିନିଷ ଗଣ ମାଧ୍ୟମ ଦ୍ୱାରା ଦେଖିବାକୁ ପାଇଥାଉ ଏବଂ ସେଥି ମଧ୍ୟରୁ କିଛି ଭିଡିଓ ଆମ ହୃଦୟକୁ ସ୍ପର୍ଶ କରିଥାଏ |ସୋସିଆଲ ମିଡ଼ିଆ ପାଇଁ ଆମେ ଘରେ ବସି ବିଭିନ୍ନ ଖବର ଏବଂ ମନୋରଞ୍ଜନ କରି ପାରୁଚୁ |ସୋସିଆଲ ମିଡିଆରେ କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି ଏବଂ ଏହି ସବୁ ଦ୍ୱାରା ଆମର କେତେକ ଟେନସନ ମଧ୍ୟ ଦୂର ହୋଇଥାଏ |ଆଜି ଆମେ ଆପଣଙ୍କୁ ଏକ ଭିଡିଓ ବିଷୟରେ କହିବୁ ଯାହା ଏବେ ସାରା ଇଣ୍ଟେର୍ନେଟରେ ଖୁବ ଭାଇରଲ ହେବାରେ ଲାଗିଛି |
ଆପଣ ମାନେ ଏକ ଭକ୍ତର ତାର ଭଗବାନଙ୍କ ପ୍ରତି ଥିବା ଭକ୍ତି ବିଷୟରେ ଅନେକକାହାଣୀ ଦେଖିଥିବେ ବା ଶୁଣିଥିବେ ଏବଂ ନିଜେ ନିଜର ଜୀବନରେ କେବେ ଅଙ୍ଗେ ମଧ୍ୟ ଲିଭାଇ ଥିବେ | ଆମେ ସର୍ବଦା ଭକ୍ତିର ଶକ୍ତି ଉପରେ ବିଶ୍ୱାସ କରିଥାଉ | ମଣିଷ ସହିତ କେବେ ବି ଏମିତି ଘଟଣା ଘଟି ପାରେ ଯାହା ବିଷୟରେ ହୁଏ ତ ସେ କେବେ ବି ଚିନ୍ତା କରି ନ ଥିବ | ପ୍ରଭୁଙ୍କର କୃପା ଥିଲେ ସବୁକିଛି ସମ୍ଭବ | ଏହି ଭିଡିଓଟିରେ ସ୍ପଷ୍ଟ ଭାବରେ ଦେଖା ଯାଉଛି ଯେ ଜଣେ ବ୍ୟକ୍ତି ବଂଶୀ ବଜାଇ ଭଗବାନ କୃଷ୍ଣଙ୍କୁ ଆରାଧନା କରୁଛନ୍ତି |ଏହି ବଂଶୀ ବଜାଉ ଥିବା ବେଳେ ତାଙ୍କ ଶରୀରରେ ଅନେକ ମହୁମାଛି ବସିଥିଲେ ମଧ୍ୟ ତାଙ୍କର କିଛି କ୍ଷତି ହେଉନାହିଁ |

ଭକ୍ତି ମନରେ ଭଗବାନଙ୍କୁ ଡାକିଲେ ଭଗବାନ ସ୍ୱୟଂ ଆସି ଭକ୍ତର ଦୁଃଖ ଲାଘବ କରି ଥାନ୍ତି |ଏହି ଭିଡିଓରେ ଏହି ବଂଶୀର ସ୍ୱର ଶୁଣିଲା ପରେ ଯେମିତି ଲାଗୁଚି ଭଗବାନ ଶ୍ରୀକୃଷ୍ଣ ନିଜେ ମର୍ତ୍ୟ ଲୋକରେ ବଂଶୀ ବଜାଉଛନ୍ତି |ଏହି ଭିଡିଓଟି ଏବେ ସାମାଜିକ ଗଣ ମାଧ୍ୟମରେ ବେଶ ଭାଇରଲ ହେବାରେ ଲାଗିଛି |ଏହି ବ୍ୟକ୍ତି ଜଣଙ୍କର ବଂଶୀ ବଜାଉଥିବା ବେଳେ ମହୁମାଛି ପ୍ରତି ଟିକେ ଧ୍ୟାନ ମଧ୍ୟ ନାହିଁ | କିନ୍ତୁ ମହୁ ମାଛି ଏମିତି ଏକ ଯିବା ଯାହାକୁ ଦେଖିଲେ ପ୍ରତ୍ୟେକଙ୍କ ମନରେ ଭୟ ଆସିଥାଏ | କିନ୍ତୁ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ଭକ୍ତର ଭକ୍ତି ଏତେ ଗଭୀର ଯେ ତାଙ୍କର ମହୁମାଛି ପ୍ରତି ନଜର ନାହିଁ |

ଏହି ଭିଡିଓଟି ଗଣ ମାଧ୍ୟମରେ ଦେଖାଯିବ ମାତ୍ରେ ଦଶ ଲକ୍ଷରୁ ଅଧିକ ଜଣ ଲୋକ ଦେଖି ସାରିଲେଣି ଏବଂ ସମସ୍ତେ ସୁନ୍ଦର ମତାମତ ଦେଉଛନ୍ତି |ଏହି ଭିଡିଓଟି ବେଶ ଉଚ୍ଚ କୋଟିର ହୋଇଥିବା ବେଳେ ହୃଦୟକୁ ସ୍ପର୍ଶ କରୁଅଛି | ସତରେ ଏହି ଭିଡିଓରୁ ଜଣା ପଡି ଯାଉଛି ଯେ ଭକ୍ତି ହେଉଛି ଦୁନିଆଁର ସବୁଠାରୁ ବଡ ଶକ୍ତି ଯାହା ଦ୍ୱାରା ପ୍ରତ୍ୟେକ ମଣିଷ ଜୀବନରେ ସବୁକିଛି ଲାଭ କରି ପାରିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।