ସବୁ ସମୟ ଖବର ସାଥିରେ

🛑EXCLUSIVE : କାହାକୁ ଡରୁଛନ୍ତି ରାନୀ ପଣ୍ଡା.. ଜାଣନ୍ତୁ ତାଙ୍କ ଡରିବା ପଛର କାରଣ ବିଷୟ !ଦେଖିଲେ ଆଶ୍ଚର୍ଯ୍ୟ ହେବେ..

0 18

ମନୋରଞ୍ଜନ ଜଗତରେ ମଣିଷ ସବୁବେଳେ ମତୁଆଲା ହୋଇ ଯାଇଥାଏ | ଏବଂ ଏମାନଙ୍କୁ ମତୁଆଲା କରିଥାନ୍ତି କଳାକାର ମାନେ | ଯାତ୍ରା ଜଗତ ହେଉ ବା ସିନେ ଜଗତ ହେଉ ସବୁଆଡେ କଳାକାର ମାନଙ୍କର ଚର୍ଚ୍ଚା ହୋଇଥାଏ ଏବଂ ତାଙ୍କର ଜୀବନ ଶୈଳୀଙ୍କୁ ସାଧାରଣ ଲୋକେ ଜାଣିବାକୁ ଚେଷ୍ଟା କରିଥାନ୍ତି |

ଯାତ୍ରା ଜଗତର କଳାକାର ମାନଙ୍କ କଥା କହିଲେ ସମସ୍ତଙ୍କ ମନକୁ ଆସିଯାନ୍ତି ରାନୀ ପଣ୍ଡା | ନିଜର କଳାର ମାଧୁର୍ଯ୍ୟରେ ଏବଂ କଥା ଚାତୁରୀରେ ସମସ୍ତଙ୍କ ମନା ଜିଣିଥାନ୍ତି | କେତେବେଳେ ସେ କୋଉଠି ଏକ ହିରୋଇନର ଚରିତ୍ରରେ ଦେଖିବାକୁ ମିଳୁଥିବା ବେଳେ କେତେବେଳେ ଦରିଦ୍ର ମାନଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥାଏ | କିନ୍ତୁ ଆଜିର ଏହି ଭିଡିଓରେ ଆମେ ଆପଣଙ୍କୁ ଜଣାଇବୁ ତାଙ୍କ ଜୀବନରେ ଡରିବା ପଛର କାରଣ |ଆସନ୍ତୁ ଜାଣିବା ସେ ବିଷୟରେ |
ରାନୀ ପଣ୍ଡାଙ୍କ କହିବା ଅନୁସାରେ ଜଣେ ପୁରୁଷଙ୍କ ସହ ଆନ୍ତରିକତାର ସହ ସମ୍ପର୍କ ରଖିବା ସବୁଠାରୁ ବଡ ଭୁଲ ବୋଲି କହିଛନ୍ତି |ସେ ପୁରୁଷ ଜଣକ ନଅ ମାସ ହେଲାଣି ମେଣ୍ଟାଲି ଟର୍ଚ୍ଚର କରୁଛନ୍ତି | ଏହାର କାରଣ ହେଉଛି କି ରାନୀ ସେହି ପୁରୁଷ ଠାରୁ ପଚିଶି ଲକ୍ଷ ଟଙ୍କା କରଜ ଆଣିଥିଲେ | ଦଶ ଲକ୍ଷ ଲୋକଙ୍କୁ ଦାନ ପାଇଁ,ସାତ ଲକ୍ଷ ତାଙ୍କ ନିଜର ବ୍ୟକ୍ତିଗତ ଖର୍ଚ ପାଇଁ ଓ ଆଉ କିଛି ଟଙ୍କା ନିଜର ଏକ ୟୁଟୁବ ଚେନ୍ନଲ ଖୋଲିବା ପାଇଁ ଆଣିଥିଲେ | ସେ ପୁରୁଷ ଜଣକ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ ଓ ରାନୀ ତାଙ୍କୁ କିଛି ସମୟ ମାଗିଥିଲେ | ରାଣୀଙ୍କ କହିବା ଅନୁସାରେ ଜଣଙ୍କୁ ଲାଇକ କରିବା ମାନେ ନୁହେଁ କି ବିବାହ କରିବା |ଯୋଉଁଥି ପାଇଁ ସେ ଲୋକ ଜଣଙ୍କ ତାଙ୍କୁ ବ୍ଲାକ ମେଲ କରୁଛନ୍ତି |

ପ୍ରତି ମୁହୁର୍ତରେ ସେ ଜଳୁଛନ୍ତି ଓ ଘରୁ ବାହାରିଲେ ବି ସେ ଡରି ଡରି ବାହାରୁଛନ୍ତି |ସେ ଲୋକ ଜଣଙ୍କ ତାଙ୍କୁ କୋଉଁ ମୁହୂର୍ତ୍ତରେ ମାରି ଦେଇ ପାରନ୍ତି ଓ ଏହିଥିରେ କିଛି ରାଜନୈତିକ ଦଳର ନେତା ଓ କଳାକାର ମାନଙ୍କ ମାନଙ୍କ ହାତ ଅଛି ବୋଲି କହିଛନ୍ତି |ସେ ଲୋକ ଜଣଙ୍କ ସଚ୍ଛଟୋତାର ସହ ପଇସା ଦେଇଥିବାରୁ ରାନୀ ବିଶ୍ୱାସ କରି ତାଙ୍କୁ ନିଜ ଜୀବନର ଓ ପରିବାରର ସମସ୍ତ କଥା ଜଣେଇ ଥିଲେ ଯାହାକୁ ନେଇ ଏବେ ସେ ବ୍ଲାକମେଲ କରୁଛି ବୋଲି କହିଛନ୍ତି | ଏହି ସବୁ କଥାର ପ୍ରମାଣ ଅଛି ଯାହାକି ତାଙ୍କର ମୃତ୍ୟ ପରେ ଜଣା ପଡିବ ବୋଲି କହିଛନ୍ତି |

ସେ ନିଜେ ଯୋଉଁ ସ୍ଥାନରେ ରହୁଛନ୍ତି ତାହାର ଠିକଣା କାହାକୁ ଦିଅନ୍ତି ନାହିଁ କାରଣ ତାଙ୍କର ଏଗ୍ରିମେଣ୍ଟ ପେପରରେ ସେ ଦସ୍ତଖତ କରିଥିଲେ କି ତାଙ୍କ ପରିବାର ଲୋକଙ୍କ ଛଡା ସେଇଠିକୁ କେହି ଆସିବେ ନାହିଁ | ସେ ଲୋକ ଜଣକ ରାଣୀଙ୍କୁ ଫେସ ଟୁ ଫେସ କହିଛନ୍ତି କି କିଛି ଦଳୀୟ ଲୋକ ମାନଙ୍କୁ ନେଇ ମୋର୍ଡର କରିବେ ଓ ଯୋଉଁ ଜାଗାରେ ରହୁଛନ୍ତି ସେହିଠାରେ ରଖେଇ ଦେବେ ନାହିଁ | ରାନୀ ପଣ୍ଡା ଯଦି ତାହାର ପରିଚୟ ପ୍ରଘଟ କରିଲେ ସେ ତାଙ୍କର ଏକ୍ସ ବୟଫ୍ରଣ୍ଡ ଓ ତାଙ୍କର ପରିବାରକୁ ମୋର୍ଡର କରି ଦେବ ବୋଲି ଗଣ ମାଧ୍ୟମ ଆଗରେ ନିଜ ମନ୍ତବ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।