ସବୁ ସମୟ ଖବର ସାଥିରେ

ପୁଣି ଆସିବାକୁ ଯାଉଛି ରୂପା ପିଣ୍ଟୁ ଙ୍କ ନୂଆ ଆଲବମ… ମାତ୍ର 4 ଘଣ୍ଟାରେ 80 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 22

ଓଡ଼ିଶାର ବ୍ଲଗର ମାନଙ୍କ କଥା ଶୁଣିଲେ ଆମ ମନକୁ ଆସି ଯାଇଥାଏ ଏକ ସୁପର ଯୋଡିଙ୍କ ଯୋଉଁମାନେ ହେଉଛନ୍ତି ଭଦ୍ରକର ରୂପା ଭାଉଜ ଓ ପିଣ୍ଟୁ ଭାଇଙ୍କ କଥା | ସେମାନେ ନିଜର ନିତି ଦିନର ବ୍ଲଗ ମାଧ୍ୟମରେ ଲୋକ ମାନଙ୍କ ମନରେ ବେଶ ଆଦୃତ ଲାଭ କରିଛନ୍ତି | ଏବେ ସେମାନେ ଦୁଇ ଜଣ ସୁନ୍ଦର ଯୋଡି ଭାବେ ବହୁତ ଆଲବମରେ କାମ କଲେଣି | ଆଜି ଆମେ ଆପଣଙ୍କୁ ବତେଇବୁ ସେମାନଙ୍କର ଏକ ନୂଆ ଭିଡିଓ ବିଷୟରେ ଜଣେଇବୁ |
ଆଜି ଏହି ବ୍ଲଗରେ ଆପଣ ଦେଖିବାକୁ ପାଇବେ ଯେ ସେମାନେ ଏକ ନୂଆ ଭିଡିଓ ପାଇଁ ଡାନ୍ସର ପ୍ରାକ୍ଟିସ ଆରମ୍ଭ କରିଛନ୍ତି |ପ୍ରଥମେ ସେମାନେ ଘରୁ ତାଙ୍କର କୁନି ଝିଅ ଖୁସିଙ୍କ ସହ ବାହାରି ଯାଇ କଟକର ସାଜନ ଡାନ୍ସ ଷ୍ଟୁଡିଓରେ ଡାନ୍ସ ଶିଖୁଥିବାର ଦେଖିବାକୁ ମିଳିଛି | ଏବଂ ଡାନ୍ସ ସମୟରେ ସେମାନେ ବହୁତ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି |ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି। କାରଣ ସେମାନେ ଦେଖିବାକୁ ଯେମିତି ସୁନ୍ଦର୍ ତାଙ୍କର ବ୍ଯବହାର ମଧ୍ଯ ସେମିତି ସୁନ୍ଦର୍|

ସେମାନେ ଏବେ ଏକ ସେଲିବ୍ରିଟି ଯୋଡି ପାଲଟି ଗଲେଣି |ଆପଣ ତ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି।

ସେମାନେ ନିଜର କ୍ୟାରିଅର ବ୍ଲଗରୁ ଆରମ୍ଭ କରି ଆଲବମ ଜଗତରେ ପାଦ ଦେଇ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଧରଣର ସ୍ଥାନ ପାଇ ପାରିଛନ୍ତି | ସେମାନଙ୍କର ପ୍ରଥମ ଆଲବମ ହରିଣୀ ଆଖିରେ ସୁନ୍ଦର ଅଭିନୟ ଏବଂ ଏକ ମନଛୁଆଁ ଗୀତ ଦ୍ୱାରା ସମସ୍ତଙ୍କର ମନ ଜିଣି ପାରିଥିଲେ | ତାପରେ ସେମାନେ ସାଧବ ରାଜା, ରାଜଜେମା,ପ୍ରେମ ପ୍ରେମ ବାସୁଛି, ମୋ କଳା ଦିଅଁ ଆଦି ଆଲବମରେ ଅଭିନୟ କରି ସାରିଛନ୍ତି | ଅନେକ ସମୟରେ ସେମାନେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି|

ଏହି ମ୍ୟୁଜିକ ଭିଡିଓ ଟି ବହୁତ୍ ଜଲଦି ରିଲିଜ୍ ହେବ ଏବଂ ଏକ ଭିନ୍ନ ସ୍ୱାଦର ମନୋରଂଜନ ଦେବାକୁ ଯାଉଅଛି |ଖୁବ ଶୀଘ୍ର ରୂପା ଓ ପିଣ୍ଟୁଙ୍କର ଏକ ସୁନ୍ଦର ଗୀତ ଆସିବାକୁ ଯାଉଛି ବୋଲି ପିଣ୍ଟୁ ଦର୍ଶକ ମାନଙ୍କୁ ଏହି ବ୍ଲଗ ମାଧ୍ୟମରେ ଜଣାଇଛନ୍ତି | ଏବଂ ଏହି ଗୀତ ଅରମାନ ମ୍ୟୁଜିକ ୟୁ ଟ୍ୟୁବ ଚେନ୍ନଲରେ ଆସିବାକୁ ଯାଉ ଅଛି ଯାହାକି ଏହି ବର୍ଷା ଦିନରେ ମେଘକୁ ନେଇ ହେଉଅଛି | ଏହି ଗୀତକୁ ଦେଖିବା ପାଇଁ ସମସ୍ତଙ୍କୁ ଓ ତାଙ୍କର ଫେନ ମାନଙ୍କୁ କହିଛନ୍ତି ଏବଂ ତାଙ୍କର ପ୍ରତ୍ୟେକ ଗୀତକୁ ଯେମିତି ଭଲ ପାଇବା ଦେଇଛନ୍ତି ସେମିତି ଭଗବାନଙ୍କର କରୁଣା ରହିଥାଉ ବୋଲି କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।