ସବୁ ସମୟ ଖବର ସାଥିରେ

ଓଃ କି ଡ୍ୟାନ୍ସ ! ଏହି ଝିଅର ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭଳି ପାରିବେନି … ଯାହା ସୋସିଆଲ ମିଡ଼ିଆରେ viral ହେଉଛି ‘ଜଲଦି ଦେଖନ୍ତୁ …!

0 13

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବହୁତ ସାରା ରିୟାଲିଟି ଶୋ ଦେଖିଥିବେ,ହେଲେ ଏହି ରିୟାଲିଟି ଶୋକୁ ଯିଏ ବି ଥରେ ଦେଖିଲେ ଆପଣ ମାନେ ଚକିତ ହେଇଯିବେ ଯାହା ସୋନୀ ଟିଭି ରେ ପ୍ରସାରଣ ହୋଉଛି |ହଁ ଆଜ୍ଞା ସୋନୀ ଟିଭି ରେ ପ୍ରସାରଣ ହୋଉଥିବା ଇଣ୍ଡିଆନ ଗଟ ଟ୍ୟାଲେଣ୍ଟ ରେ ଯେଉଁଥିରେ ମୁଖ୍ୟ ଜର୍ଜ ଭାବେ ଏହି କାର୍ଯ୍ୟକ୍ରମ କୁ ଆଗେଇ ନେବାରେ ସଫଳ ହେଇଛନ୍ତି ସିଏ ଆଉ କେହି ନୁହେଁ ଆପଣଙ୍କ ର ପ୍ରିୟ, କରଣ, କିରଣ, ଓ ମଲାୟିକା |

ଏହି ତିନି ଜଣ ଜର୍ଜ ଙ୍କୁ ନେଇ ଆରମ୍ଭ ହେଇଥିବା ଏହି ଶୋ ରେ ଆପଣ ମାନେ ବହୁତ ଡ୍ୟାନ୍ସ ଦେଖି ସାରିଥିବେ, ହେଲେ ଏବେ ଯେଉଁ ଡ୍ୟାନ୍ସ ଟି ଭାଇରଲ ହେଉଛି ତାହା ଆପଣମାନଙ୍କୁ ଚକିତ କରିଦେବ | ତାହାଲେ ଆସନ୍ତୁ ଜାଣିବା ଏହି ଡ୍ୟାନ୍ସ ବିଷୟରେ ଅଧିକ ଜାଣିବା |
ତେବେ ଏହି ଶୋ ରେ ଯିବା ପାଇଁ ଅନେକଙ୍କ ସ୍ବପ୍ନ ଥାଏ, ନିଜ ପାଖରେ ଥିବା ଟେଲେଣ୍ଟ କି ଦେଖାଇବା ସହିତ ସେଠାରେ ନିଜକୁ ପ୍ରମାଣ କରିବା ବି ବହୁତ କାଠି କର ପାଠ ହେଇଥାଏ | ହେଲେ ଏହି ଶୋ ରେ ଜଣେ ଚାଷୀ ଙ୍କ ଝିଅ ହରର ଷ୍ଟାଇଲ ଡ୍ୟାନ୍ସ କରି ସେଠାରେ ଉପସ୍ଥିତ ଥିବା ଜର୍ଜ ତଥା ଦର୍ଶକ ମାନଙ୍କୁ ଆଚମ୍ବିତ କରିଥିଲେ |

ତାଙ୍କର ଏହି ଭୂତ ଭଳି ଅନ୍ଦାଜ ରେ ଡ୍ୟାନ୍ସ କରି ସେଠାକାର ମହୋଲକୁ ପରିବର୍ତ୍ତନ କରିଦେଇଥିଲେ |ଏହି ଡ୍ୟାନ୍ସର ଜନଙ୍କର ନା ହେଲା ପୂଜା, ପୂଜା ଙ୍କ ର ଏହି ଡ୍ୟାନ୍ସ ଦେଖି ଜର୍ଜ ତାଙ୍କୁ ଆଗକୁ ଯିବା ପାଇଁ ଅନୁମତି ଦେଇଛନ୍ତି ଏବେ ଦେଖା ଯିବ ସେ ଆଗକୁ କଣ କରିପାରିବେ |ଯଦି ସେ ଆଗକୁ ଯାଇ ତିନି ଜଣ ଜର୍ଜ ଙ୍କ ମନ ଜିଣି ପାରିବେ ତାହାଲେ ସେ ଏହି ଶୋ ରେ ରେକର୍ଡ ଭାଙ୍ଗିବାରେ ସଫଳ ହେବେ ବୋଲି ଦର୍ଶକ ମାନେ ଏହି ଭାଇରଲ ଭିଡ଼ିଓ ରେ ମତ ଦେଉଛନ୍ତି |
ଖାଲି ଏତିକି ନୁହେଁ ଏହି ଡ୍ୟାନ୍ସ ପରେ ବୁଲେଟ କୃ ନାମକ ଏକ ଡ୍ୟାନ୍ସ ଗ୍ରୁପ ସେ ତାଙ୍କର ଡ୍ୟାନ୍ସ ଦେଖାଇଥିଲେ ଓ ଏହି ଡ୍ୟାନ୍ସ ରେ ବିଭିନ୍ନ ପ୍ରକାର ର ଷ୍ଟୋନ୍ଟ ଦେଖିବାକୁ ମିଳିଥିଲା |ଏହି ଡ୍ୟାନ୍ସ ସେତେ ଜର୍ଜ ମାନଙ୍କୁ ଆକର୍ଷିତ କରିନଥିଲେ ବି ଜର୍ଜ ମାନେ ଏହି ଗ୍ରୁପ କୁ ଆଉ ଗୋଟିଏ ସୁଯୋଗ ଦେଇଥିଲେ କାରଣ ଏଥିରେ କିଛି ଛୋଟ ପିଲା ଙ୍କ ଡ୍ୟାନ୍ସ ଜର୍ଜ ମାନଙ୍କୁ ଆକର୍ଷିତ କରିଥିଲା |
ତାପରେ ଏହି ଶୋ ରେ ଏଣ୍ଟ୍ରି କରିଥିଲେ ଦୁଇ ଛୋଟ ପିଲା ଦର୍ଶକ ବନ୍ଧୁ କଥାରେ ଅଛି ଛୋଟ ସାପ ର ବିଷ ବେଶି, ଠିକ ସେହି ପରି କଲକାତା ରୁ ଆସିଥିବା ଏହି ୨ ଡ୍ୟାନ୍ସର ଯାହା ର ବୟସ ଜଣକ 8 ହେଇଥିବା ବେଳେ ଆଉ ଜଣଙ୍କ ମାତ୍ର 3 ବର୍ଷ

 ଏମାନେ ଏହି ଡ୍ୟାନ୍ସ ଶୋ ରେ ଏମିତି ଡ୍ୟାନ୍ସ କରିଥିଲେ ଯେ ଏହାକୁ ଦେଖି ଜର୍ଜ ମାନେ ତାଯୁବ ହେଇଯାଇଥିଲେ |
ତେବେ ଏହା ଥିଲା ଇଣ୍ଡିଆନ ଗୋଟ ଟ୍ୟାଲେଣ୍ଟ ର ସେହି ଡ୍ୟାନ୍ସ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଓ ଲୋକମାନେ ମଧ୍ୟ ଏହା ଦେଖି ଆନନ୍ଦିତ ହେବା ସହିତ ନିଜର ମତ ମଧ୍ୟ ରଖୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।