ସବୁ ସମୟ ଖବର ସାଥିରେ

ବିବାହ ପରେ ଯୁବତୀ ଆଣିଲେ ସାଂଘାତିକ ଅଭିଯୋଗ ” ତମେ କଣ ମୋତେ ଶା-ରୀ-ରି-କ ସୁଖ ଦେଇପାରିବ?” ଦେଖନ୍ତୁ ଭିଡିଓ

0 6

ବନ୍ଧୁମାନେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ପୁରା ଓଡ଼ିଶାରେ ଚଞ୍ଚଲ୍ୟ ସୃଷ୍ଟି କରିଛି ।ତେବେ ପ୍ରତିଦିନ ଆମ ସମାଜରେ ଅନେକ ଘଟଣା ଘଟିଥାଏ କିଛି ନୂଆ ଯାହା ଆମ ସମସ୍ତଙ୍କୁ ଚମକେଇ ଦିଏ ଆଉ କିଛି ପୁରୁଣା ଯାହାକୁ ଘଟିଲେ ବି କିଛି ଫରକ ପଡେ ନାହିଁ ।କିନ୍ତୁ ଆଜି ଆମେ ଯେଉଁ କଥା କହୁଚୁ ତା ମୂଳରେ ରହିଛି ଭଲପାଇବା, ପ୍ରେମ ବା ଭଲପାଇବା ଯାହା ସମସ୍ତ ମଣିଷଙ୍କ ଭିତରେ ରହିଛି ଆଉ ପରସ୍ପରକୁ ଭଲ ପାଇବା ସମସ୍ତଙ୍କ ପାଖରେ ନିଆରା ।

କାହିଁକିନା ସ୍ବାମି ସ୍ତ୍ରୀ ଭିତରେ ଭଲପାଇବାର ଅର୍ଥ ଅଲଗା ଆଉ ବନ୍ଧୁ ବନ୍ଧୁ ଭିତରେ ଭଲପାଇବା ଅଲଗା ।କିନ୍ତୁ ଯେତେବେଳେ ବିବାହ ବା ପ୍ରେମ ସମ୍ପର୍କ ଗଡିଉଠେ ତାହା ସବୁବେଳେ ଗୋଟିଏ ଝିଅ ପୁଅ ଭିତରେ ହୋଇଥାଏ ଆଉ ଏହା ଏକ ପବିତ୍ର ସମ୍ପର୍କ ତଥା ଉଭୟ ଙ୍କ ମଧ୍ୟରେ ଉଭୟ ମାନସିକ ଓ ଶାରୀରିକ ସମ୍ପର୍କ ହୋଇଥାଏ।

କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗର ଯୁବପିଡ଼ି ମାନେ ଏହାକୁ ମାନୁ ନାହାନ୍ତି ଆଉ ସମଲିଙ୍ଗୀ ବିବାହ କରୁଛନ୍ତି। ଫରେନ ଦେଶ ର ଏହି ସମଲିଙ୍ଗୀ ବିବାହ ରେ ପ୍ରଭାବିତ ହୋଇ ଆମ ରାଜ୍ୟ ଓ ଦେଶ ରେ ମଧ୍ୟ ଏହିପରି ସବୁ ଘଟଣା ଦୁର୍ଘଟଣା ଦେଖିବା କୁ ମିଳିଛି।ତେବେ ବର୍ତ୍ତମାନ ଓଡ଼ିଶାର ଜୟପୁର ରୁ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁ ଠାରେ ଦୁଇ ଜଣ ଯୁବତୀ ପରସ୍ପର ସହ ୫ ବର୍ଷ ହେବ ଆଉ ବର୍ତ୍ତମାନ କିନ୍ତୁ ଜଣେ ଯୁବତୀ ତାଙ୍କ ଯୁବତୀ ପ୍ରେମିକା ଙ୍କୁ ଛାଡି ଦେଇ ଅନ୍ୟ ଯୁବକ ଙ୍କର ସହ ବିବାହ କରିବାକୁ ଯାଉଛନ୍ତି ବୋଲି।

ତେବେ ଏହି ଘଟଣା ରେ କିନ୍ତୁ ପ୍ରଥମ ଯୁବତୀ ଜଣଙ୍କ ଥାନା ରେ ଅଭିଯୋଗ କରିଛନ୍ତି କି ଯୁବତୀ ଜନଙ୍କ ତାଙ୍କୁ ଧକ୍କା ଦେଇ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବୋଲି। ତେବେ କିନ୍ତୁ ଦିତୀୟ ଯୁବତୀ ହୀନ କହିଛନ୍ତି କି “ସେ କଣ ମୋତେ ଜଣେ ପୁରୁଷ ର ସୁଖ ଦେଇପାରିବ ନା ମୋ ମା ହେବାର ଇଚ୍ଛା କୁ ପୁରା କରିପାରିବ ।ମୁଁ କାହିଁକି ତା ସହ ରହି ମୋ ଜୀବନ ନଷ୍ଟ କରିବି”।

କିନ୍ତୁ ପ୍ରଥମ ଯୁବତୀ ଜନଙ୍କ କହିଛନ୍ତି କି ତାଙ୍କୁ ପୁରୁଷ ମାନଙ୍କ ପ୍ରତି କିଛି ଇଚ୍ଛା କି ଆଗ୍ରହ ଆସେ ନାହିଁ।ଆଉ ହୀନା ଙ୍କର ସହ ତାଙ୍କର ସମ୍ପର୍କ ୫ ବର୍ଷ ହୋଇଗଲାଣି ଉଭୟ ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥାଏ।ଆଉ ସବୁ ଦିନ ଏହିପରି ସାଙ୍ଗ ହୋଇ ରହିବେ ବୋଲି କହିଥିଲେ ମାତ୍ର ଏବେ ଧକ୍କା ଦେଉଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ଜୟପୁର ଥାନା କୁ ଆସିଅଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ପୁରା ରାଜ୍ୟ ରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।