ସବୁ ସମୟ ଖବର ସାଥିରେ

viral video-ଶାଢୀ ପିନ୍ଧି ଅଦ୍ଭୁତ ଷ୍ଟଣ୍ଟ କରୁଛନ୍ତି ଯୁବତୀ, ସୋସିଆଲ ମିଡିଆରେ ହେଲେ ଭାଇରାଲ….

0 31

ନାରୀ ମାନଙ୍କ ମଧ୍ୟ ରେ ଏତେ ଶକ୍ତି ଅଛି ତାହା ଆପଣ ଚିନ୍ତା କରି ପାରିବେ ନାହିଁ । ଜଣେ ନାରୀ ଯାହା କରି ପାରିବ ତାହା ଜଣେ ପୁରୁଷ କରି ପାରିବ ନାହିଁ । କଥାରେ ଅଛି ପ୍ରତେକ ପୁରୁଷ ପଛରେ ଜଣେ ଜଣେ ନାରୀ ର ହାତ ରହି ଥାଏ । ସେହି ନାରୀ ଟି ମା ହେଇ ଥାଇ ପରେ କିମ୍ବା ଗାର୍ଲ ଫ୍ରେଣ୍ଡ ହୋଇ ପାରେ କିମ୍ବା ଭଉଣୀ ହୋଇ ପାରେ । ଆଉ ଦରକାର ପଡ଼ିଲେ ସେହି ନାରୀ ମଧ୍ୟ ପୁରୁଷ କୁ ଖରାପ କରି ଦେଇ ପାରନ୍ତି।

ଆଜି ଏକ ଭିଡିଓ ସାମ୍ନା କୁ ଆସିଛି ଯେଉଁ ଭିଡିଓ ରେ ଦେଖିବା ପାଇଁ ମିଳିଛି ଜଣେ ନାରୀ ଙ୍କୁ । ସେ ଏମିତି ଶାଢ଼ୀ ପିନ୍ଧି ଷ୍ଟନ କରୁଛି । ତାକୁ ଆପଣ ମାନେ ଦେଖିଲେ କହିବେ ଏଇ ଜଣେ ସାଧାରଣ ନାରୀ ନୁହେଁ । ଇଏ ହେଉଛି ରାଣୀ ଲଷ୍ମୀ ବାଇ । ସତରେ ଆପଣ ମାନେ ଥରେ ସେହି ଭିଡିଓ କୁ ଦେଖିଲେ , ଆପଣ ମାନେ ମଧ୍ୟ ଭାବିବେ ଶାଢ଼ୀ ପିନ୍ଧି ଏତେ ସୁନ୍ଦର ଷ୍ଟନ କରୁଛି କେମିତି ।

ଆଜି ସାରା ଭାରତ ରେ ଚହଳ ସୃଷ୍ଟି କରୁଛି ସେହି ଭିଡିଓ । ସେ ମଧ୍ୟ ଏକାଧାରରେ ଜଣେ ଡ୍ୟାନ୍ସର ଆହୁରି ମଧ୍ୟ ବିଭିନ୍ନ ପ୍ରକାର ୟଗା କରି ଜାଣନ୍ତି । ତାଙ୍କର ଭିଡିଓ ରେ ମିଲିଅନ ମିଲିଅନ ଲୋକ ଦେଖି ଥାନ୍ତି ଆଉ ଲାଇକ ମଧ୍ୟ କରି ଥାନ୍ତି । କେବଳ ସେତିକି ନୁହେଁ ତାଙ୍କର ନାଚ ଦେଖିଲେ ଆପଣ ମାନେ ରାତି ରେ ସୋଇ ପାରିବେ ନାହିଁ । ତେବେ ତାଙ୍କ ପରି ନାରୀ ଏ ଭାରତ ରେ ବହୁତ କମ ଅଛନ୍ତି ।

ଶାଢ଼ୀ ପିନ୍ଧି ଷ୍ଟନ କରିବା ବହୁତ କଷ୍ଟ ଅଟେ । ସଧାରଣ ଭାବରେ ଦେଖିଲେ ଝିଅ ପିଲା ମାନେ ଷ୍ଟନ ମାରନ୍ତି କିନ୍ତୁ ସ୍ୱପ୍ନ ରେ । କିନ୍ତୁ ଏଇତ ଶାଢ଼ୀ ପିନ୍ଧି ଷ୍ଟନ ମାରି ଦେଉଛି । ତେବେ ସେ ପିଲାଟି ଦିନରୁ ବହୁତ କଷ୍ଟ କରି ଛନ୍ତି । ନିଜକୁ ସମାଜ ଆଗରେ ନିଜର ପରିଚୟ ଦେବା ପାଇଁ ସେ କଷ୍ଟ କରି ଛନ୍ତି । କଥାରେ ଅଛି କଷ୍ଟ କଲେ କୁଷ୍ଠ ମିଳି ଥାଏ ।


ସମାଜ ରେ ବଂଚିବା ପାଇଁ ହେଲେ କେବଳ ପଇସା ଆୟ କଲେ ଆପଣଂକୁ କେହି ଚନ୍ହି ପାରିବେ ନାହିଁ । ସମାଜ ରେ ଵଂଚିବା ପାଇଁ ହେଲେ ନିଜ ପାଖରେ କିଛି କଳା ରହିବା ଆବଶ୍ୟକ ଯାହା ଫୋଳ ରେ ଏ ସମାଜ ଆପଣଂକୁ ଜାଣି ପାରିବ ।

ତେବେ ଆପଣ ସେହି ଭିଡିଓ ଟି ଦେଖନ୍ତୁ । ଭିଡିଓ ଟି ଦେଖିଲେ ଆପଣ ବହୁତ ଶିଖିବା ପାଇଁ ପାଇବେ । ବହୁତ କିଛି କଥା ଜାଣିବା ପାଇଁ ମଧ୍ୟ ପାଇବେ । ସେ ବହୁତ ସ୍ଥାନ ରେ ବହୁତ ପ୍ରକାର ପ୍ରାଇଜ ମଧ୍ୟ ପାଇ ଛନ୍ତି । ତେବେ ଆପଣ ସେହି ଭିଡିଓ ଟିକୁ ଦେଖନ୍ତୁ , ଆଉ କିଛି ଶିଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।