ସବୁ ସମୟ ଖବର ସାଥିରେ

viral video- ମଞ୍ଚ ଉପରେ ବର କନ୍ୟାଙ୍କ ହାଇ ଡ୍ରାମା ! ଵିଵାହ ସମୟ ରେ ସ୍ତ୍ରୀ ମାରିଲେ ସ୍ୱାମୀ ଙ୍କୁ ଚାପୁଡ଼ା, ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 77

ଆଜି ଏକ ଭିଡିଓ ଭାଇରାଲ ହୋଇଛି , ଯେଉଁ ଭିଡିଓ ରେ ବିବାହ ହୋଉ ଥିବା ସମୟ ରେ ସ୍ୱାମୀ ମାରିଥିଲା ସ୍ତ୍ରୀ କୁ ଚାପୁଡ଼ା ଆଉ ତା ପରେ ସ୍ତ୍ରୀ ମଧ୍ୟ ତାର ହବା ସ୍ୱାମୀ କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଥିଲା । ଏହି ଦୃଶ୍ୟ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ଏବଂ ମଜା ମଧ୍ୟ ନେଉ ଥିଲେ । ସଧାରଣ ଭାବରେ ଦେଖିବା ପାଇଁ ଗଲେ ବିବାହ ଗୋଟେ ପ୍ରେମର ବନ୍ଧନ ହୋଇ ଥିବା ସମୟ ରେ ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି ରାଗ ର ସମ୍ପର୍କ ।

ଆପଣ ମାନେ ଏତେ ବିବାହ ଦେଖି ଥିବେ ହେଲେ ଏମିତିକା ବିବାହ କେବେ ଦେଖି ନ ଥିବେ । ବିବାହ ଟି ହୋଇ ଥିଲା ଜୟ ରାମ ମଣ୍ଡପ ରେ । ସାଧାରଣ ଭାବରେ ଦେଖିବା ପାଇଁ ଗଲେ ଝିଅ ପୁଅ ବିବାହ କରନ୍ତି କଣ ପାଇଁ । ନିଜର ସଂସାର ବସାଇବା ପାଇଁ ଓ ସୃଷ୍ଟି କୁ ଆଗକୁ ନେବା ପାଇଁ ଲୋକ ମାନେ ବିବାହ କରି ଥାନ୍ତି । କେହି କେହି ହିନ୍ଦୁ ଧର୍ମ ର ରୀତି ନୀତି କୁ ମାନି ଵିଵାହ କରି ଥିବା ସମୟ ରେ ।

ପୁଣି କେହି କେହି ନିଜର ଶାରୀରିକ ସୁଖ ପାଇଁ ବିବାହ କରି ଥାନ୍ତି । ଯାହା ଆଜିର ସମାଜ ଯୁବ ପିଢ଼ି ଭଲ ପାଇ କେବଳ ଶାରୀରିକ ସୁଖ ପାଇଁ ବିବାହ କରି ଥାନ୍ତି । ତେବେ ବିବାହ ଏକ ପବିତ୍ର ବନ୍ଧନ ହୋଇ ଥିବା ସମୟ ରେ ସୋସିଆଲ ମିଡ଼ିଆ ରେ ଆଜି ଏଭଳି ଭିଡିଓ ଭାଇରାଲ ହୋଇଛି । ତେବେ ପ୍ରଥମେ ସ୍ତ୍ରୀ କୁ ସ୍ୱାମୀ ପିଟିଲା କାହିଁକି ।

ଭିଡିଓ ଟି ଆପଣ ଭଲ ଭାବରେ ଦେଖିବେ । ପ୍ରଥମେ ସ୍ତ୍ରୀ ସ୍ୱାମୀ ଙ୍କୁ ମିଠା ଦେଉ ଥିଲା । କିନ୍ତୁ ସ୍ୱାମୀ ଆଉ କୁଆଡେ ଚାହିଁ ଥିଲେ । ସ୍ତ୍ରୀ ଭାବିଲା ଆଉ କୋଉ ଝିଅ କୁ ଚାହିଁ ଛନ୍ତି । କିନ୍ତୁ ଘଟଣା ଟି ସେମିତି ନ ଥିଲା , ସ୍ୱାମୀ ଚାହିଁ ଥିଲେ କ୍ୟାମେରା ଆଡକୁ । କିନ୍ତୁ ସ୍ତ୍ରୀ ଭାବି ଥିଲେ କୋଉ ଝିଅ କୁ ଅନାଇ ଛନ୍ତି ।

ସାଧାରଣ ଭାବରେ କୋଉ ଝିଅ ସହି ପାରେ ନାହିଁ , ତାର ସ୍ୱାମୀ ଯଦି ଅନ୍ୟ କୋଉ ଝିଅ କୁ ଚାହିଁଲେ । ଠିକ ସେହି ପରି ସ୍ୱାମୀ ମଧ୍ୟ ସହି ପାରେ ନାହିଁ ତାର ସ୍ତ୍ରୀ ଆଉ କୋଉ ପର ପୁରୁଷ ସହିତ ମିଶିଲେ । ତେବେ ସେହି ସମୟ ରେ ସ୍ତ୍ରୀ ତାର ସ୍ୱାମୀ ର ମୁଁହ ରେ ମିଠା ବୋଳି ଦେଇ ଥିଲା ।

ଏତିକି ବେଳେ ସ୍ୱାମୀ ରାଗି ଯାଇ ଥିଲେ । ଆଉ ତା ପରେ ସ୍ବାମୀ ସ୍ତ୍ରୀ କୁ ଚାପୁଡ଼ା ମାରି ଥିଲେ । ସ୍ତ୍ରୀ ମଧ୍ୟ ସ୍ୱାମୀ ଙ୍କୁ ଚାପୁଡ଼ା ମାରି ଥିଲେ । କେହି ସେମାନଙ୍କୁ ଅଟକେଇ ନ ଥିଲେ , କେବଳ ମଜା ଦେଖୁ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।