ସବୁ ସମୟ ଖବର ସାଥିରେ

viral ଭିଡ଼ିଓ -omg ! ଟିକ tok ପାଇଁ ସ୍ୱାମୀ ପୋଡି ଦେଲେ ସ୍ତ୍ରୀ ଏ ସୁନ୍ଦର ମୁହଁ । ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟହୋଇଯିବେ , ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 50

ଟିକ ଟୋକ ଭିଡିଓ ପାଇଁ ସ୍ୱାମୀ ପୋଡି ଦେଲା ସ୍ତ୍ରୀ କୁ । ଘଟଣା ଟି ବହୁତ ଯନ୍ତ୍ରଣା ଦାୟକ ଅଟେ । ଆପଣ ଶୁଣିଲେ ଆଖିରୁ ଲୁହ ଆସି ଯାଇ ପାରେ । ତେବେ ଘଟଣା ଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ କାଠପାଳ ଗ୍ରାମ ରେ ଘଟି ଥିଲା । ଝିଅ ଟିର ନାମ ମୋନାଲିଶା ଦାଶ । ସେ ବହୁତ ଗରିବ ଘର ର ଝିଅ ।

ତେବେ ମୋନାଲିଶା ଦାଶ କିଛି ଦିନ ତଳେ ବାଲେଶ୍ୱର ର ସମ୍ବିତ ମହା ପାତ୍ର ଙ୍କୁ ବାହା ହୋଇ ଥିଲେ । ତେବେ ମୋନାଲିଶା ର ବାପା ଝିଅ କୁ ଯେତିକି ନରମାଲ ଜିନିଷ ଦେବା କଥା ଦେଇ ଥିଲେ । ତେବେ ମୋନାଲିଶା ଦେଖିବା ପାଇଁ ସୁନ୍ଦର ହୋଇ ଥିବାରୁ ସମ୍ବିତ ତାଙ୍କୁ ବିବାହ କରି ଥିଲେ ।

କିନ୍ତୁ ବିବାହ ପରେ ସବୁ ଝିଅ ମାନେ ବହୁ ହୋଇ ଯାଇ ଥାନ୍ତି । ତେଣୁ ସେମାନେ ନିଜର ରୂପ ରଙ୍ଗ କୁ ସମାଜ ଆଗରେ ଦେଖାଇବା ପାଇଁ ବହୁତ ପସନ୍ଦ କରି ଥାନ୍ତି । ବିଶେଷ କରି ସୋସିଆଲ ମିଡିଆରେ ସେମାନେ ଆସିବା ପାଇଁ ପସନ୍ଦ କରନ୍ତି । ଯେହେତୁ ସେମାନେ ନୂଆ ବିବାହ କରି ଛନ୍ତି । ତେବେ ଏଥିରେ କିଛି ଭୂଲ ନାହିଁ ।

ତେଣୁ ସେ ଟିକ ଟୋକ ଭିଡିଓ ମାଧ୍ୟମ ରେ ସୋସିଆଲ ମିଡ଼ିଆ କୁ ଆସୁ ଥିଲେ । ତେବେ ଟିକ ଟୋକ ତାଙ୍କ ସ୍ୱାମୀ ଙ୍କୁ ପସନ୍ଦ ନ ଥିଲା । କିନ୍ତୁ ଦିନେ ଟିକ ଟୋକ କରୁ ଥିବା ସମୟ ରେ ମୋନାଲିଶା ର ସ୍ୱାମୀ ଆସି ପହଂଚି ଥିଲେ । ତେବେ ମୋନାଲିଶା କୁ ବହୁତ ନିର୍ଯାତନା ଦେଇ ଥିଲେ ।

ବହୁତ ପିଟି ଥିଲେ । ହେଲେ ମଧ୍ୟ ସମ୍ବିତ ଙ୍କର ମନ ଶାନ୍ତି ହେଲା ନାହିଁ । ବାପା ମା ଓ ପୁଅ ମିଶି ମୋନାଲିଶା ଙ୍କୁ କିରସୀନ ରେ ପଡି ଦେଇ ଥିଲେ । ହେଲେ ମୋନାଲିଶା ଅଳ୍ପକେ ବର୍ତି ଯାଇ ଥିଲେ । କିନ୍ତୁ ଦେହରେ 70 ଭାଗ ଅଂଶ ତାଙ୍କର ପୋଡି ଯାଇ ଥିଲା ।

ତେବେ ଖବର ପାଇ ତାଙ୍କ ଘର ଲୋକ ସେଠକୁ ଯାଇ ଥିଲେ । ତାକୁ ଉଦ୍ଧାର କରି ବାଲେଶ୍ଵର ହସ୍ପିଟାଲ ରେ ଚିକିତ୍ସା କରାଇଲେ । ତାଙ୍କ ନାମ ରେ ବୈଶିଙ୍ଗା ଥାନା ରେ ଏତଲା ଦେଇ ଥିଲେ । ତେବେ ପୋଲିସ ମଧ୍ୟ ତାଙ୍କୁ ଗିରଫ କରି ଥିଲା । କିନ୍ତୁ 7 ଦିନ ଭିତରେ ତାଙ୍କୁ ବେଲ ମିଳି ଥିଲା ସେ ଥାନା ରୁ ଘରକୁ ପଳାଇ ଆସି ଥିଲେ ।

ମୋନାଲିଶା ଙ୍କ କହିବା କଥା ତାଙ୍କ ସ୍ୱାମୀ ତାଙ୍କୁ ଯୌତୁକ ମାଗୁ ଥିଲେ , ମୁଁ ନ ଦେବାରୁ ଟିକ ଟୋକ ରାଗ ରେ ମୋତେ ପୋଡି ଦେଲେ । ତେବେ ଏହି ଘଟଣା କୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଆସି ଥିଲେ । ସେ କହି ଛନ୍ତି ତାଙ୍କୁ ନ୍ୟାୟ ଦେବେ । ସୁନ୍ଦର ଚେହେରା କୁ ପୋଡି ଦେଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।