ସବୁ ସମୟ ଖବର ସାଥିରେ

Special Tips – ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲେ ଜାଣନ୍ତୁ କଣ କରିବେ ?

0 106

ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ ମଣିଷ ଜୀବନରେ ଯାହା କିଛି ଶୁଭ ଅଶୁଭ ବା ଭଲ ମନ୍ଦ ଘଟିଥାଏ , ସେସବୁ ଆମ କର୍ମ ଉପରେ ନିର୍ଭର କରିଥାଏ । ଜୀବନ ଶୈଳୀକୁ ସରସ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ କେତେକ ରୀତିନୀତି ବିଷୟରେ ଜାଣଇବା ପାଇଁ ପଡିଥାଏ । ଅଜାଣତରେ ହେଉ ପଛକେ ଏମିତି କିଛି ଅଭ୍ୟାସ କରି ନେଇଥାଉ , ଯେଉଁଥିପାଇଁ ଆମକୁ ବହୁତ ପସ୍ତେଇବାକୁ ପଡିଥାଏ । ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ଝଗଡ଼ା ଅତ୍ଯଧିକ ହେଲେ କଣ କରିବେ ସେ ବିଷୟରେ ମଧ୍ଯ କିଛି କହିବୁ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କାର୍ଯ୍ୟ ବିଷୟରେ କହିବୁ , ଯାହା କରିବା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ହେବ ।

1. ସକାଳୁ ଉଠିବା ପରେ ଗଣେଷଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢାନ୍ତୁ , ଏପରି କରିବା ଦ୍ୱାରା ଆପଣଙ୍କର ଘର କରିବାର ସ୍ୱପ୍ନ ପୂରା ହୋଇଥାଏ ।

2. ସକାଳେ ଉଠିବା ପରେ ଉଷମ ପାଣିରେ ଗୁଆଘିଅ ମିଶାଇ ସେବନ କରନ୍ତୁ , ଏହା ଶରୀର ଓ ମନକୁ ସତେଜ ରଖିଥାଏ । ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣିରେ ଦୁଇ ଚାମଚ ଏହି ଗୁଣ୍ଡ ପକାଇ ଖାଇବାକୁ ଦିଅନ୍ତୁ , ଏହା ସ୍ମରଣ ଶ୍କତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ ।

 

3. ଯେଉଁ ମହିଳା ଙ୍କର ସ୍ତନ ବା ଛାତିରେ ବାଳ ରହିଥାଏ ସେମାନେ ସ୍ୱର୍ଥପର ଏବଂ ଲଜ୍ୟାହୀନ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ନିଜ ଇଚ୍ଛାରେ ବଞ୍ଚିଥାନ୍ତି , କୌଣସି ନୀତି ନିୟମ ଏମାନଙ୍କୁ ପସନ୍ଦ ନୁହେଁ ।

4.ଘରକୁ ଶୁଭତ୍ୱ ଆଣିବା ପାଇଁ ହେଲେ ଘରର ମୁଖ୍ୟ ଦ୍ୱାରରେ ମୁରୁଯ ରଙ୍ଗଲି ପକାଇବା ଉଚିତ୍ ଏବଂ ସର୍ବଦା ଘରର ମୁଖ୍ୟ ଦ୍ୱାରକୁ ଫୁଲରେ ସଜାଇବା ଉଚିତ୍ କିମ୍ବା ମୁଖ୍ୟ ଦ୍ୱାରରେ ଛୋଟ ଛୋଟ ଘଣ୍ଟି ଲଗାଇବା ଉଚିତ୍ , ଏହା କଲେ ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

5. ଘରେ ଲୋକ ମାନଙ୍କ ମଧ୍ୟରେ କଳହ ଲାଗୁଥାଏ ତେବେ ଘରର ସମସ୍ତ ଲୋକ ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ , ଏହା କଲେ ଆପଣଙ୍କ ଘର ଉପରେ ଶୁଭ ପ୍ରଭାବ ପଡିଥାଏ।

6.ଘରର ସମସ୍ତ ଲୋକ ମାନଙ୍କ ମଧ୍ୟରେ କଳହ ଲାଗୁଥାଏ ଏବଂ ଘରେ ଅଶାନ୍ତୁ ଲାଗୁଥାଏ ତେବେ ଘର ପାଖରେ ଥିବା ପିମ୍ପୁଡି ମନ୍ଦାରେ ଅଟା ଓ ଚିହ୍ନି ମିଶାଇ କିଛି ଦିନ ସେଠାରେ ପକାନ୍ତୁ , ଏହା କଲେ ଆପଣଙ୍କ ଘରେ ସ୍ନେହ ସର୍ଦା ବୃଦ୍ଧି ପାଇଥାଏ।

 

7.ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଅତ୍ୟଧିକ ବଢ଼ିଯାଏ ତିନଟି ଗୋମତି ଚକ୍ରକୁ ଘରର ଦକ୍ଷିଣ ଦିଗରେ ପକାଇଲେ ଆପଣଙ୍କ ଘରର କଳହ ଦୁର ହୋଇଥାଏ ।

8.ଘରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସର୍ବଦା କଳି ଲାଗି ରହୁଥାଏ ତେବେ ପାଞ୍ଚଟି ଗୋମତି ଚକ୍ରକୁ ସିନ୍ଦୁର ଲଗାଇ ଆପଣଙ୍କ ଘରର ଠାକୁର ଘରେ କିମ୍ବା ଶୋଇବା ଘରେ ରଖି ଦିଅନ୍ତୁ ଏହା କଲେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ ।

9. ପରିବାରରେ କିମ୍ବା ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା କଳି ଲାଗୁଥାଏ ତେବେ ମଙ୍ଗଳ ବାର ଦିନ ହନୁମାନ ମନ୍ଦିର ଯାଇ ସିନ୍ଦୁର ଏବଂ ବସ୍ତ୍ର ଭଗବାନ ହନୁମାନଙ୍କୁ ଚଢାନ୍ତୁ , ଏହା କଲେ ଆପଣଙ୍କ ଘରର ସମସ୍ତ ଅଶାନ୍ତି ଦୁର ହୋଇଥାଏ ।

10.ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ଝଗଡ଼ା ଲାଗୁଥିଲେ ଦୁଇଟି ମୟୂର ପୁଚ୍ଛ ବିବାହ ଆଲବମ୍ ରେ ରଖିଲେ ତାହା ଦୂର ହୋଇଥାଏ।