ସବୁ ସମୟ ଖବର ସାଥିରେ

bollywood ଅଭିନେତ୍ରୀ ଦିବ୍ୟାଭାରତୀ ଙ୍କ ମର୍ଡର କେସ୍ ରେ ଖୋଲିଲା ନୂଆ ଗୁମର …ତାଙ୍କର ମୃତ୍ୟୁ ଦୁର୍ଘଟଣା ଥିଲା ନା ଷଡଯନ୍ତ୍ର…ଦେଖନ୍ତୁ ପୁରା ଭିଡିଓ

0 292

ସେଲିବ୍ରେଟି ଙ୍କ ଜୀବନ ରେ କଣ ଘଟୁଛି ତାହା ଜାଣିବା ପାଇଁ ଲୋକ ମାନେ ଖୁବ ଆଗ୍ରହ ପ୍ରକାଶ କରି ଥାଆନ୍ତି | ଦିବ୍ୟା ଭାରତୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ବଲିଓଡ଼ ଇଣ୍ଡଷ୍ଟ୍ରି ଏକ ଲୋକପ୍ରିୟତା ଚେହେରା | ବଲିଓଡ଼ ଫିଲ୍ମ ର ଅତି ଜଣା ଶୁଣା ଚେହେରା ହିନ୍ଦୀ ଫିଲ୍ମ ରୁ ଆରମ୍ଭ କରି ତେଲୁଗୁ ଫିଲ୍ମ ପର୍ଯ୍ୟନ୍ତ ସେ ଅଭିନୟ ର ଜଲବା ଦେଖାଇ ଥିଲେ | 90 ଦଶକ ର ଫିଲ୍ମ କୁ ମନେ ପକାଇଲେ ହଠାତ ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ଚେହେରା ଚାଲି ଆସେ | ଏହା ସତ ଯେ ସେ ଆଜି ଆମ ଗହଣ ରେ ନାହାଁନ୍ତି କିନ୍ତୁ ଦର୍ଶକ ଙ୍କ ମନ ରେ ସେ ଆଜି ବି ଅମର ହୋଇ ରହିଛନ୍ତି |

ଦିଲ ହି ତ ହେ, ରଙ୍ଗ ଜେସି ଏଭଳି ଅନେକ ଫିଲ୍ମ ମାଧ୍ୟମ ରେ ସେ ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରିଛନ୍ତି | ଦିବ୍ୟା ଭାରତୀ 1992 ମସିହା ରେ 18 ବର୍ଷ ବୟସ ରେ ସାଜିଜ ନାରିୟାଡ଼ା ଙ୍କୁ ବିବାହ କରି ଥିଲେ ଆଉ ସେ ଫିଲ୍ମ ମାଧ୍ୟମ ରେ ହି ତାଙ୍କୁ ପ୍ରେମ ବିବାହ କରି ଥିଲେ | ଏପ୍ରିଲ 1993 ମୁମ୍ବାଇ ର ପାଞ୍ଚ ମହଲା ର ତଳକୁ ପଡ଼ି ଦିବ୍ୟା ଜୀବନ ହରାଇ ଦେଇ ଥିଲେ ମୁଣ୍ଡ ରେ ପଛ ଭାଗରେ ଆଘାତ ଲାଗି ଦିବ୍ୟା ଙ୍କ ମୃତ୍ୟୁ ହୋଇ ଥିବା ପୋଲିସ ପୋଷ୍ଟମର୍ଟମ ରେ ଦର୍ଶାଇ ଥିଲା | ପୋଲିସ ରିପୋର୍ଟ ଦେଇ ସାରି ଥିଲେ ମଧ୍ୟ ଦିବ୍ୟା ଙ୍କ ମୃତ୍ୟୁ ର ଗୁଜବ ଆଜି ମଧ୍ୟ ଉଠେ |

ପାର୍ଟି ରେ ମଦ ପିଇ ନିଜର ଭାରସାମ୍ୟ ହରାଇ ବାଲକୋନୀ ରେ ତଳକୁ ପଡ଼ି ଯାଇଥିବା ଭଳି ଆଜି ପର୍ଯ୍ୟନ୍ତ ମଧ୍ୟ ଦିବ୍ୟା ଙ୍କର ଏକାଧିକ ପ୍ରଶଂସକ ଆଲୋଚନା କରନ୍ତି | ଲୋକ ମାନଙ୍କ ମନ ରେ ଆଜି ବି ପ୍ରଶ୍ନ ଉଠେ ଯେ ଦିବ୍ୟା ଙ୍କର ମୃତ୍ୟୁ ଏକ ଦୁର୍ଘଟଣା ଅଟେ ନା ତାଙ୍କୁ କେହି ଛାତ ରୁ ପେଲି ହତ୍ୟା କରିଛି |

କିଛି ଲୋକ ମଧ୍ୟ ଏମିତି ଆଲୋଚନା କରନ୍ତି ଯେ ତାଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ସାଜିଜ ଙ୍କର ମଧ୍ୟ ହାତ ରହିଛି | ଏହାକୁ କିଛି ଲୋକ ଦୁର୍ଘଟଣା କହିଲେ ତ ଆଉ କିଛି ଲୋକ ଆତ୍ମହତ୍ୟା କହିଲେ ତ ସେହି ସମୟରେ ଆଉ କିଛି ଲୋକ ଏହାକୁ ହତ୍ୟା ବୋଲି କହି ଥିଲେ | ତେବେ ଆଜି ପର୍ଯ୍ୟନ୍ତ ଏହି କଥା କେବଳ ଗୁମର ହୋଇକି ହି ରହି ଗଲା ଯେ ତାଙ୍କର କିଭଳି ଭାବେ ମୃତ୍ୟୁ ହୋଇଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।